Just another WordPress site

Ias Interview :- ଚତୁର୍ଥୀ ରାତିରେ ସ୍ତ୍ରୀ ତା’ର ସ୍ୱାମୀ କୁ କ’ଣ ଦେଇ ଥାଏ ? ଦମ ଅଛି ଯଦି ଉତ୍ତର କହିକି ଦେଖାଅ…..

0 215

IAS ରେ ପଡିଥିବା ଏକ ପ୍ରଶ୍ନ ଆଜି ଆମେ ଆପଣଂକୁ ପଚାରିବୁ । ତେବେ ଏହି ପ୍ରଶ୍ନ ଟି ଗୋଟେ ଝିଅ କୁ ପଚରା ଯାଇ ଥିଲା । ତେବେ ଏହାର ଉତ୍ତର ସେ ଦେଇ ପାରି ନ ଥିଲେ ଯାହା ଫୋଳରେ ତାଙ୍କୁ ବାହାର କରି ଦିଆ ଯାଇ ଥିଲା । ତେବେ ତାଙ୍କୁ କେଉଁ ପ୍ରଶ୍ନ ଟି ପଚରା ଯାଇ ଥିଲା ଆସନ୍ତୁ ଜାଣିବା । ସୁହାଗ ରାତିରେ ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କୁ କୁ କଣ ଦେଇ ଥାଏ । ତେବେ ଝିଅ ଟିର ଉତ୍ତର ଥିଲା , ସୁହାଗ ରାତିରେ ସ୍ତ୍ରୀ ତାର ସ୍ୱାମୀ କୁ ନିଜ ଦେହ ଦାନ କରି ଥାଏ । ଦେଖିବାକୁ ଗଲେ ଉତ୍ତର ଟି ସମ୍ପୂର୍ଣ୍ଣ ଠିକ ଅଛି ।

କିନ୍ତୁ ଏହାର ଉତ୍ତର ଠିକ ନ ଥିଲା । ତା ପରେ ତାଙ୍କୁ ବାହାର କରି ଦିଆ ଯାଇ ଥିଲା । ତେବେ ବନ୍ଧୁ ମାନେ ଆଜି ଆମେ ଆପଣଂକୁ ଯେଉଁ ପ୍ରଶ୍ନ ବିଷୟରେ କହିବୁ , ତାହା ଯେଉଛି ଯେଉଁ ଥିରେ ଡବଲ ମିନିଗ ଥିବ । ଏହି ଭଳି ପ୍ରଶ୍ନ IAS ରେ ବହୁତ ଥର ପଡି ଲାଣି । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଗୁଡିକ ଜାଣିବା ।

1, ଏମିତି କେଉଁ ଜିନିଷ ରହିଛି ଯାହା ପାଦ ନ ଥାଇ ବି ସବୁ ଆଡେ ବୁଲି ଆସେ ।
ଉତ୍ତର ଟି ହେଉଛି ଚପଲ ।


2, ସେଇଟା କଣ ଯୋଉଟା ଦେଖି ହୁଏ ନାହିଁ , କିନ୍ତୁ ବହୁତ କିଛି ଦେଖେଇ ଥାଏ ।

ସେହି ଜିନିଷ ଟି ହେଉଛି ସମୟ ।

3, ଏମିତି କେଉଁ ଶବ୍ଦ ର ନାମ ଅଛି ଯେଉଁ ଥିରେ ପୁଲ ଫୋଳ ମିଠା ର ନାମ ଆସିବ ।
ତେବେ ଉତର ଟି ହେଉଛି ଗୁଲାବ ଜାମୁନ ।

4, ଏମିତି କେଉଁ ଜିନିଷ ଅଛି ଯାହା ଯେତେ ଥର ତଳେ ପଡିଲେ ମଧ୍ୟ ଭାଙ୍ଗି ନ ଥାଏ ।

ବର୍ଷା ହେଉଛି ଏକ ମାତ୍ର ଜିନିଷ ଯାହା ଯେତେ ଥର ତଳେ ପଡିଲେ ମଧ୍ୟ ଭାଙ୍ଗି ନ ଥାଏ ।

5, ଝିଅ ମାନଙ୍କ କେଉଁ ଅଙ୍ଗ କୁ ତମେ ଖାଇ ପାରିବ ।

ଝିଅ ମାନଙ୍କର ଲେଡିଜ ଫିଙ୍ଗର କୁ ତମେ ଖାଇ ପାରିବ ।

6, ଏମିତି କେଉଁ ଜିନିଷ ଅଛି ଯାହା ନିଜ ଜାଗାରୁ ହଲେ ନାହିଁ , କିନ୍ତୁ ଯୋଉଠିକି ଯିବ ସେ ନେଇ ପହଞ୍ଚେଇ ଦେଵ ।

ଉତର ଟି ହେଉଛି ରାସ୍ତା ।

7, ଦେହର କେଉଁ ଅଙ୍ଗରେ ପାଣି ବାହାରେ ନାହିଁ ।
ତେବେ ଉତର ଟି ଯେଉଛି ଓଠୋ । ଓଠରେ କେବେ ହେଲେ ଝାଳ ବହେ ନାହିଁ ।

8, ସୁହାଗ ରାତିରେ ସ୍ତ୍ରୀ ସ୍ୱାମୀ କୁ କଣ ଦେଇ ଥାଏ ।

ଏହି ପ୍ରଶ୍ନ ଟି ଉତ୍ତର ହେଉଛି କ୍ଷୀର , ଏହି ପ୍ରଶ୍ନ ଟି IAS ରେ ପଡି ଥିଲା । ଯାହା ବହୁତ ପିଲା ଉତ୍ତର ଦେଇ ପାରି ନ ଥିବାରୁ ଆଜି ଆମେ ଆପଣଂକୁ କହିଲୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।