Just another WordPress site

ମାଳିକାର ବଡ ଭବିଷ୍ୟବାଣୀ ! ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏହି ମହିୟସୀ….. ମାଳିକାରୁ ମିଳିଲା ପ୍ରମାଣ | ଜାଣନ୍ତୁ କିଏ…

0 179

ମାଳିକାରେ ଯାହା ଯାହା ଲେଖା ରହିଛି ତାହା ସବୁ ଗୁଡିକ ସତ ହେବାକୁ ବସି ଲାଣି । ମଳିକାରେ ମଧ୍ୟ ଏହା ଲେଖା ହୋଇଛି ଯାହା ଆପଣ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ମଳିକାରେ ଲେଖା ହୋଇଛି , ଓଡ଼ିଶାର ଆଗାମୀ ମୁଖ୍ୟ ମନ୍ତ୍ରୀ ଜଣେ ମହିଳା ହେବେ । 2024 ବେଳକୁ ଜଣେ ମହିଳା ମୁଖ୍ୟ ମନ୍ତ୍ରୀ ହେବେ ବୋଲି କୁହା ଯାଉଛି । ମାଳିକା କଥା ଆଜି ପର୍ଯ୍ୟନ୍ତ କେବେ ମିଛ ହୋଇ ନାହିଁ କି ଆଗକୁ କେବେ ମିଛ ହେବ ନାହିଁ ।

ମଳିକାରେ ଲେଖା ଥିଲା କରନା ଏ ପୃଥିବି କୁ ଆସିବ ଆଉ ସମସ୍ତଙ୍କୁ ମାରି ଦେଵ ତାହା ବର୍ତମାନ ଆପଣଙ୍କ ଆଖି ସାମ୍ନା ରେ ଦେଖୁ ଥିବେ । କରନା ଆସିଛି ସତ କିନ୍ତୁ ଆଉ ଛାଡିକି ଯାଉ ନାହିଁ । ଠିକି ସେହି ଭଳି ମାଳିକା ରେ ଏହା ମଧ୍ୟ ଲେଖା ଅଛି 2024 ବେଳକୁ ଜଣେ ମହିଳା ଓଡ଼ିଶାର ଶାସନ ଭାର ଉଠାଇବେ ।

2024 ବେଳକୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଜଣେ ମହିଳା ହେବେ । ମାଳିକା ରେ ଏହା ମଧ୍ୟ ଲେଖା ଅଛି ତାଙ୍କ ଘର କେନ୍ଦ୍ରାପଡା ରେ ହୋଇ ଥିବ । ସେ 2024 ମସିହାରେ ଇଲେକ୍ସନ ଲଢ଼ିବେ ଆଉ ତାଙ୍କ ଆଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ହାରି ଯିବେ । ସେ ମହିଳା ଗୋଟିଏ ମାସ ଭିତରେ ପୁରା ରାଜ୍ୟ କୁ ତାଙ୍କ ଆୟତରେ ନେଇ ଯିବେ । ଆଉ 22 ବର୍ଷ ଧରି ଜିତି ଆସୁ ଥିବା ମୁଖ୍ୟ ମନ୍ତ୍ରୀ ହାରି ଯିବେ । ତେବେ ଆଉ ଅଳ୍ପ ଦିନ ଭିତରେ ଓଡ଼ିଶାର ଜଣେ ମହିଳା ସରକାର ହେବେ । ସେ ଓଡ଼ିଶାରେ ସରକାର ହେବା ପରେ ଓଡିଶା ରେ ସବୁ କମ୍ପାନୀ ଆସି ଓଡ଼ିଶାରେ କାମ କରିବ ତା ପରେ ଓଡିଶା ସବୁ ଠାରୁ ଧନୀ ରାଜ୍ୟ ହୋଇ ଯିବ । ତେବେ ଆଉ ଅଳ୍ପ ଦିନ ରହିଲା ସେହି ଦିନ ଦେଖିବା ପାଇଁ ।

ଜଣେ ମହିଳା ମୁଖ୍ୟ ମନ୍ତ୍ରୀ ହେବା ପରେ ମଳିକାରେ ଲେଖା ଅଛି ଓଡିଶା ପୁରା ଧନୀ ହୋଇ ଯିବ । ଓଡିଶା ରେ ଆଉ ଭିକାରୀ ରହିବେ ନାହିଁ । ପୁଣି ମଧ୍ୟ କୁହା ଯାଇଛି । ଓଡ଼ିଶାରେ ନୁଆ ମୁଖ୍ୟ ମନ୍ତ୍ରୀ ହେବା ପରେ ତାର ଏକ ବର୍ଷ ପରେ ତୃତୀୟ ବିଶ୍ୱ ଯୁଧ୍ୟ ହେବ । ଏହି ତୃତୀୟ ବିଶ୍ୱ ଯୁଧ୍ୟ ଚୀନ ଓ ଭାରତ ଦେଖିବା ପାଇଁ ମିଳିବ । ତେବେ ଭାରତ ପାଇଁ ସମସ୍ତେ ସାହାର୍ଯ୍ୟ କରିବେ । ତାପରେ ଭାରତ ଏହି ବିଶ୍ୱ ଯୁଧ୍ୟ ଜିତିବା ପରେ ଓଡିଶା ସବୁ ଠାରୁ ଧନୀ ହୋଇ ଜୀବ । ସବୁ କମ୍ପାନୀ ଆସି ଓଡ଼ିଶାରେ କମ୍ପାନୀ ଗଠନ କରିବେ ଆଉ ତା ପରେ ଓଡ଼ିଶା ବହୁତ ଧନୀ ରାଜ୍ୟ ହୋଇ ଯିବ । ତେବେ ବନ୍ଧୁ ମାନେ ଏହା ଥିଲା ମାଳିକାରେ ଲେଖା । ଯାହା ମଳିକାରେ ଲେଖା ଥିଲା ଆମେ ଆପଣଂକୁ ତାହା ଜଣାଇ ଦେଲୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।