Just another WordPress site

ଦେଖନ୍ତୁ ଭାଇରାଲ ଭିଡିଓ :- ଭଗବାନଙ୍କ ଅଷ୍ଟପ୍ରହରୀ ରେ ଚାଲିଛି ରୋମାନଟିକ୍ ଡ୍ୟାନ୍ସ,, ଭିଡିଓ ନ ଦେଖିଲେ ବିଶ୍ବାସ କରିବେନି…..

0 224

ବନ୍ଧୁ ମାନେ ଆଜି କାଲି ର ଲୋକ ମାନେ ଅଷ୍ଟମ ପ୍ରହରୀ କଣ ପାଇଁ କରନ୍ତି । ଏବଂ ଏହା କରୁବା ଦ୍ୱାରା କଣ ଲାଭ ମିଳି ଥାଏ । ଅଷ୍ଟମ ପ୍ରହରୀ ଅର୍ଥାତ 24 ଘଣ୍ଟା । ଏହି 24 ଘଣ୍ଟା ପର୍ଯ୍ୟନ୍ତ ନାମ ଖଣ୍ଡନ ହେବ ନାହିଁ । ନାମ କହିଲେ ଆମେ ମହା ମନ୍ତ୍ର କୁ ବୁଝି ଥାଉ । ତେବେ ଏହି ମହା ମନ୍ତ୍ର ଟି କଣ , ” ହରେ କୃଷ୍ଣ ହରେ କୃଷ କୃଷ୍ଣ କୃଷ୍ଣ ହରେ ହରେ , ହରେ ରାମ ହରେ ରାମ ରାମ ରାମ ହରେ ହରେ” । ତେବେ ଏହି ନାମ ଟି 24 ଘଂଟା ପର୍ଯ୍ୟନ୍ତ ପ୍ରଳୟ ଆସିଲେ ବି ଏହି ମହା ମନ୍ତ୍ର ବନ୍ଦ ହେବ ନାହିଁ ।

ଏହି ଅଷ୍ଟମ ପ୍ରହରୀ କରିବା ଦ୍ୱାରା ଘର ର ସବୁ ପ୍ରକାର ଶନି ଦଶା କଟି ଯାଇ ଥାଏ । କିଏ ମଧ୍ୟ ପିଲାଙ୍କ ପାଇଁ ଶୋଉଣୀ ରଖି ଥାଏ , କି ମୋ ପିଲାର ଚାକିରୀ ହେଇ ଯାଉ ମୁଁ ଗୋଟେ ଅଷ୍ଟମ ପ୍ରହରୀ କରିବି । ପିଲା ଚାକିରୀ ପାଇ ଗୋଲା ପରେ ଅଷ୍ଟମ ପ୍ରହରୀ କରି ଥାନ୍ତି ।

ତେବେ ବନ୍ଧୁ ମାନେ ଆଜି ଏକ ଅଷ୍ଟମ ପ୍ରହରୀ ର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଯାହା ଆପଣ ସେହି ଭିଡିଓ ଟି ଦେଖିବା ପରେ ଆପଣ କହିବେ ଇଏ ଅଷ୍ଟମ ପ୍ରହରୀ ନା ଯାତ୍ରା ପାର୍ଟି । ତେବେ ଏମିତି ଏକ ଦୃଶ୍ୟ କଟକ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ତେବେ ଦୃଶ୍ୟ ରେ ଝିଅ ମାନେ ଏମିତି ଅଙ୍ଗ ଭାଙ୍ଗି ନାଚୁ ଛନ୍ତି ଆପଣ କହିବେ , ଏଠି ଅଷ୍ଟମ ପ୍ରହରୀ ହୋଇ ନାହିଁ । ଏଠି ଯାତ୍ରା ରଙ୍ଗ ମୋହଲ ପଡିଛି । ବନ୍ଧୁ ମାନେ କୀର୍ତ୍ତନ କଣ ପାଇଁ କରା ଯାଇ ଥାଏ । ନିଜର ଖୁସି ପାଇଁ ଆଉ ଅନ୍ୟ କୁ ଭକ୍ତି ଦେବା ପାଇଁ । ଆଜି କାଲିର କୀର୍ତ୍ତନ ରେ ଆଉ ଭକ୍ତି ଦେଖିବା ପାଇଁ ମିଳୁନି । ଏଠାରେ କେବଳ ଯାତ୍ରା ଦେଖିବା ପାଇଁ ମିଳୁଛି ।

କୀର୍ତ୍ତନ କହିଲେ ଗୋଟେ ଭାବର ସଙ୍ଗୀତ ର ନାମ ଧରିବା ପାଇଁ ପଡି ଥାଏ । କିନ୍ତୁ ଆଜି କାଲିର କୀର୍ତ୍ତନ ରେ ଟିପି ଟିପି ଗୀତରେ ନାମ ଧରୁ ଛନ୍ତି । ଯାହା ଫୋଳରେ ଲୋକ ମାନେ ଏହି ନାମ ଶୁଣିବା ପରେ ଭକ୍ତି ଆସିବ ନାହିଁ । କୀର୍ତ୍ତନ ହେଇ ଯିବ ଯାତ୍ରା । ଏମିତି ଗୀତ ଧରିବା ଦ୍ୱାରା ମନରେ ଭକ୍ତି ଆସିବା ଦୂରର କଥା ହୋଇ ପଡି ଲାଣି ।

ଆଗ କାଳରେ କୀର୍ତ୍ତନ ହେଉ ଥିଲେ , କେବଳ ପୁରୁଷ ମାନେ କୀର୍ତ୍ତନ କରୁ ଥିଲେ , କିନ୍ତୁ ଆଜି କାଲିର ଯୁଗ ରେ କୀର୍ତ୍ତନ ରେ କେବଳ ଝିଅ ପେଟ ଦେଖେଇ ନାଚୁ ଛନ୍ତି । ଆପଣ ମାନେ କୁହନ୍ତୁ ପେଟ ଦେଖେଇଲେ ଭଗବାନ ଙ୍କ ପ୍ରତି ଆପଣଙ୍କର ଭକ୍ତି ଆସିବ ନାହିଁ । ତେଣୁ ଆଗରୁ ଅଷ୍ଟମ ପ୍ରହରୀ କରୁଥିଲେ ଆକାଶରେ ବର୍ଷା ହେଉ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।