Just another WordPress site

ଏହି ଝିଅକୁ ଶତ ସାଲାମ । ଦୁଷ୍କର୍ମ ରୋକିବା ପାଇଁ ତିଆରି କଲେ ଏହି ଜିନିଷ, ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0 182

ଦୁନିଆରେ ନାରୀ ନ ଥିଲେ , ଆଜି ପୁରୁଷ ନ ଥାନ୍ତା । କାରଣ ପ୍ରତେକ ସଫଳତା ପଛରେ ଗୋଟେ ଗୋଟେ ନାରୀ ର ହାତ । ରହି ଥାଏ । ମହାତ୍ମା ଗାନ୍ଧୀ କହି ଥିଲେ । ଯେବେ ନାରୀ ମାନେ ଆଗେଇବେ ସେବେ ଦେଶ ମଧ୍ୟ ଆଗେଇବ । କିନ୍ତୁ ଆଜି କାଲିର ଦୁନିଆ କୁ ଦେଖ । ଗୋଟେ ନାରୀ ଏବେ ମଧ୍ୟ ସ୍ୱାଧୀନ ହୋଇ ରହି ନାହିଁ । ଗୋଟେ ନାରୀ ଏବେ ରାତିରେ ଘରୁ ଏକା ବହାରକୁ ଯାଇ ପାରୁ ନାହିଁ । ଆଜି ଯଦି ଗୋଟେ ନାରୀ ବହାରକୁ ଯାଉଛି ତାହାଲେ କାଲି ସକାଳେ ତା ନାଁ ରେ କେତେ କଥା ବାହାରୁଛି ।

କୋଉଠି ରେପ ହେଉଛି ତୋ କେଉଁଠି ରେପ ପରେ ମଧ୍ୟ ମାରି ଦିଅ ଯାଉଛି । ତେବେ ଏହି ପରିସ୍ଥିତି କୁ ଆଖି ଆଗରେ ରଖି । ଜଣେ ଯୁବତୀ ଏମତି ଗୋଟେ ଅଣ୍ଡର ୱାଲଡ଼ ବାହାର କରି ଛନ୍ତି , ଏହି ଜିନିଷ ଟି ପିନ୍ଧି ବାହାରକୁ ଗଲେ ଆଉ ରେପ କି ମଡ଼ର ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ତେବେ ଆପଣ ମାନେ ତୋ ଜାଣି ଥିବେ ଭାରତରେ ଏବେବି ନାରୀ ମାନେ ସ୍ୱାଧୀନ ନାହାନ୍ତି । କାରଣ ଏବେବି ଭାରତରେ ନାରୀ ମାନେ ଦୁଷ୍କର୍ମ ର ଶିକାର ହେଉ ଛନ୍ତି । କହିବକୁ ମଧ୍ୟ ଲଜ୍ୟା ଲାଗୁଚି । ତେବେ ବେବିନା , ଇତିଶ୍ରୀ , ସସ୍ମିତା, ନିର୍ଭୟା , ଏମାନେ ସେହି ଦୁଷ୍ଟ ରାକ୍ଷସ ପାଖରୁ ବଂଚି ଯାଇ ନାହାନ୍ତି । ଆଜି କାଲିର ଟୋକା ମାନେ ଭାବୁ ଛନ୍ତି । ନାରୀ ମାନେ ହେଉ ଛନ୍ତି ଖେଳିବା ଜିନିଷ । ଖେଳି ସାରିବେ ଆଉ ଫିଙ୍ଗି ଦେବେ ।

ତେବେ ଏହି ସବୁ କୁ ଦୃଷ୍ଟି ଆଗରେ ରଖି ଉତରପ୍ରଦେଶ ର ଜଣେ ମହିଳା ସିନୁ କୁମାରୀ ଏହି ରେପ ପ୍ରୁ ଅଣ୍ଡର ୱାଲଡ଼ ବାହାର କରି ଛନ୍ତି । ତେବେ ସେ ବହୁତ ଦିନ ତଳେ ଭାବି ଥିଲେ ଏମତି ଗୋଟେ ଜିନିଷ ବାହାର କରିବେ ବୋଲି ଆଜି ତାହା ସଫଳ ହୋଇ ପାରିଛି ।

ଏହି ଜିନିଷରେ ଗୋନ ରେ କି ଛୁରୀ ରେ କୋଟିବ ନାହିଁ । ଏହାକୁ ପିନ୍ଧି ସାରିବା ପରେ ଗୋଟେ ନାରୀ ନିଜକୁ ସୁରକ୍ଷିତ ମନେ କରିବ କାରଣ । ଏଥିରେ GPS ସିଷ୍ଟମ ରହିଛି , ଯାହା ଫୋଳରେ ଯଦି ଝିଅ କୁ ଉଠାଇ ନେଇ ଯାଉ ଛନ୍ତି , ତାହାଲେ ଲୋକେସନ କହି ଦେଵ ଝିଅ କୁଆଡେ ଗଲା । ଏଠାରେ ଏମିତି ସିଷ୍ଟମ ଅଛି , ଯେଉଁ ଥିରେ ରେପ କରୁ ଥିବାର ଲୋକଙ୍କର ଭିଡିଓ ଦେଖେଇ ଦେଵ । ତେବେ ଏହା ଥରେ ପିନ୍ଧି ସାରିବା ପରେ ଗୋଟେ ଝିଅ ନିଜକୁ ସୁରକ୍ଷିତ ମନେ କରିବ । ତେବେ ଏହାର ମୂଲ୍ୟ ରହିଛି 43 ହଜାର ଟଙ୍କା । ଏବେ ଆଉ ଭାରତରେ ରେପ ମଡ଼ର ହେବ ନାହିଁ । ତେବେ ଏବେ ଝିଅ ମାନେ ବହୁତ ସୁରକ୍ଷିତ ରହିବେ । ଏହା ଥିଲା ସେହି ଜିନିଷ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।