
UPSC Interview – ଝିଅମାନଙ୍କର କେଉଁ ଅଙ୍ଗ କୁ ଚିପିଲେ ତାହା ବଡହୁଏ ? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ……
ବର୍ତ୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି।
ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।
ତେବେ ଏହି ଭଳି ଅସୁବିଧା କୁ ଆଖି ଆଗରେ ରଖି ଏଠାରେ ଆପଣଙ୍କ ପାଇଁ ଏପରି କିଛି ପ୍ରଶ୍ନ ନେଇ ଆସିଛୁ ଯାହାକି ନିଶ୍ଚିତ ଭାବରେ ଆପଣଙ୍କୁ ଜୀବନରେ ସାହାଯ୍ୟ କରିବ। କାହିଁକି ନା ଯେଉଁ ସବୁ ପ୍ରଶ୍ନ ଆଜି ଆପଣ ପାଇଁ ଆମେ ଆଣୁଛୁ ସେହି ସବୁ ପ୍ରଶ୍ନ ‘ଆଇ ଏ ଏସ’ ସାକ୍ଷାତ କାର ରେ କିଛି ପଚରା ଯାଇଥିବା ପ୍ରଶ୍ନ ଅଟେ। ତେଣୁ ଏହି ସବୁ ପ୍ରଶ୍ନ ଆପଣଙ୍କ ଆଗାମୀ ଭବିଷ୍ୟତ ରେ ମଧ୍ୟ କାମରେ ନିଶ୍ଚିତ ଭାବରେ ଆସିବ ବୋଲି ଆମର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କଣ ସବୁ ପ୍ରଶ୍ନ ରହିଛି।
୧. ଭାରତୀୟ ସେନାର ପ୍ରଥମ ମହିଳା ଜେନେରାଲ ଙ୍କ ନାମ କଣ?
ଉତ୍ତର- ମେଜର ଜୀ. ଏ. ରାମ।
୨. ପ୍ରଥମ ମହିଳା ପାଇଲଟ କିଏ?
ଉତ୍ତର- ଆନନ୍ଦ ପାଇଯୋଶୀ।
୩. କେଉଁ ଦେଶରେ ଅଧିକ ଗରମ ସତ୍ୱେ ସେଠାକାର ଲୋକ ବହୁତ ଗୋରା ଅଟନ୍ତି?
ଉତ୍ତର- ଆରବ ଦେଶରେ
୪. ଯେତେବେଳେ ଝିଅ ମାନେ ଦୌଡ଼ି ଥାଆନ୍ତି ତାଙ୍କର ତଳ ଉପର କଣ ହୋଇଥାଏ?
ଉତ୍ତର- ପୋଷାକ
୫. ବର୍ତ୍ତମାନ ସମୟରେ କେଉଁ ଜିନିଷ ଲୋକ ମାନେ ସବୁଠୁ ଅଧିକ ମାରନ୍ତି?
ଉତ୍ତର- ମିସ କଲ
୬. ମଉକା ମିଳିଲା ମାନେ ପୁଅଟି ଝିଅ ଟିର ମାରିଦେଲା ସେଇଟା କଣ?
ଉତ୍ତର- ପକେଟ
୭. ଝିଅ ମାନଙ୍କ ର କେଉଁ ଜିନିଷ କୁ ଚିପିଲେ ତାହା ବଡ ହୋଇ ଥାଏ?
ଉତ୍ତର- ଝିଅ ଙ୍କର ସେମିତି କିଛି ଜିନିଷ ନାହିଁ।
୮. କାର୍ଲେ ଗୁମ୍ଫା କେଉଁଠି ଅବସ୍ଥିତ?
ଉତ୍ତର- ପୁନେ
୯. ଭାରତ ର କେଉଁ ମନ୍ଦିର ରେ ମୂଷା ମାନଙ୍କୁ ପୂଜା କରାଯାଏ?
ଉତ୍ତର- କର୍ଣଦେବୀ ମନ୍ଦିର?
୧୦. ପାଣ୍ଡବ ଜଳ ପାତ୍ର କେଉଁଠି?
ଉତ୍ତର- ଖଜୁରାହୋ ( ମଧ୍ୟ ପ୍ରଦେଶ)
୧୧. ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁଠି ଅବସ୍ଥିତ?
ଉତ୍ତର- ଶ୍ରୀ ନଗର
୧୨. ଭାରତ ର କେଉଁ ମନ୍ଦିର କୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରା ଯାଇଥିଲା?
ଉତ୍ତର- ସଂଗମେଶ୍ୱର ମନ୍ଦିର
୧୩. ଭୁବନେଶ୍ୱର ବ୍ୟତୀତ ଆଉ କେଉଁ ସହରରେ ଅନେକ ମନ୍ଦିର ଅଛି?
ଉତ୍ତର- ପାଲିତାନା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।