Just another WordPress site

Astro Predict – କେଉଁ ସମୟରେ ପ୍ରଥମ ଋତୁସ୍ରାବ ହେଲେ ବିଧବା ଓ ସନ୍ତାନ ହାନୀ ଯୋଗ ହୁଏ ?

0 150

ବନ୍ଧୁ ମାନେ ଆଜି ଆମେ ଏହି ଋତୁ ସ୍ରାବ ବିଷୟରେ କିଛି ଜାଣିବା । ତେବେ ଆଜି ଆମେ ଜାଣିବା ଋତୁ ସ୍ରାବ କେଉଁ ସମୟ ରେ ହେଲେ ଆପଣ ଶୁଭ ଫୋଳ ପାଇ ପାରିବେ , ନ ହେଲେ ଯଦି ଆପଣଙ୍କ ର ଋତୁ ସ୍ରାବ ଯଦି ଏହି ଶୁଭ ମୁହୂର୍ତ୍ତ ରେ ହେଇ ନ ଥାଏ , ତାହାଲେ ଆପଣ ଙ୍କର ପିଲା ମରିବା ସହିତ ଆପଣ ବିଧବା ହେବାର ବହୁତ ଚାନ୍ସ ଥାଏ । ଋତୁ ସ୍ରାବ ଝିଅ ମାନଙ୍କ ପାଖରେ ଦେଖା ଦେଇ ଥାଏ । ତେବେ ଏହା ପ୍ରାୟତଃ ଝିଅ ମାନଙ୍କର ପ୍ରଥମ ଥର 15 ବର୍ଷ ରୁ ଆରମ୍ଭ ହୋଇ ଯାଇ ଥାଏ ।

ତେବେ ଏହା ଝିଅ ମାନଙ୍କର ମାସରେ 2 ଥର ହେବାରେ ଦେଖିବା ପାଇଁ ମିଲି ଥାଏ । ତେବେ ଏହି ଋତୁ ସ୍ରାବ ହେବା ଦ୍ୱାରା ଝିଅ ମାନେ ମନ୍ଦିର ଯାଇ ନ ଥାନ୍ତି । ତେବେ ଋତୁ ଶ୍ରାବ ସମୟରେ ଯେଉଁ ଝିଅ ସେକ୍ସ କରି ଥାଏ , ତାର ମା ହେବାର ବହୁତ ସମ୍ଭାବନା ରହି ଥାଏ ।

ଏହି ଋତୁ ସ୍ରାବ ଠିକ ସମୟରେ ହୋଇ ଥିଲା ପିଲା ଠିକ ଗୋରା ମୋଟା ହୋଇ ଥାଏ । ଯଦି ଏହି ଠିକ ସମୟରେ ହୋଇ ନ ଥାଏ ତାହାଲେ ସେହି ସ୍ତ୍ରୀ ଲୋକ ବିଧବା ହୋଇ ଯାଇ ଥାଏ । ବନ୍ଧୁ ମାନେ ଏଗୁଡିକ ଆମ ମନ ଗୋଡ଼ା କାହାଣୀ ଆପଣ ମାନକୁ କହୁନି , ଯାହା ଶାସ୍ତ୍ର ରେ ଲେଖା ଅଛି ଆଜି ଆମେ ଆପଣଂକୁ ତାହା କହୁଚୁ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି ସମୟ ଗୁଡିକ ।

1, ବର୍ଷ ର ଏହି ମାସ ଗୁଡିକରେ ହେଲେ :-

ବର୍ଷର ଏହି ମାସ ଗୁଡିକରେ ହେଲେ ପିଲା ବହୁତ ସୁସ୍ତ ରହି ଥାଏ , ତେବେ ସେହି ମାସ ଗୁଡିକ ହେଉଛି , ଆଷାଢ଼ , ଶ୍ରାବଣ , ଫାଲ୍ଗୁନ , ଚୈତ , ବୈଶାଖ , ଜ୍ୟେଷ୍ଠ ଏହି ଛଅ ଟି ମାସରେ ଋତୁ ସ୍ରାବ ହେଲେ ପିଲା ସୁସ୍ଥ ହୋଇ ଥାଏ ।

2, ପ୍ରାପ୍ତ କାଳରେ ହୋଇ ଥିଲେ :-

ବିଶେଷ କଥା ଯଦି ଗୁରୁବାର , ସମବାର , ବୁଧୁବାର ସକାଳେ ଋତୁ ସ୍ରାବ ହୋଇ ଥାଏ , ତାହାଲେ ଜାଣିବେ ଆପଣଙ୍କର ବହୁତ ଶୁଭ ହେବାକୁ ଯାଉଛି ।

3, ନୂତନ ବସ୍ତ୍ର ପିନ୍ଧି ଥିବା ସମୟରେ :-

ବନ୍ଧୁ ମାନେ ନୂତନ ବସ୍ତ୍ର ପରିଧାନ କରି ଥିବା ସମୟ ରେ ଯଦି ଋତୁ ସ୍ରାବ ହୋଇ ଥାଏ , ତାହାଲେ ଆପଣ ବହୁତ ନିଜକୁ ଭଗ୍ୟ ଵାନ ମନେ କରିବେ । ସୋଇ ଥିବା ବିଛଣା ରେ ଯଦି ଏହି ଋତୁ ସ୍ରାବ ହୋଇ ଥାଏ , ତାହାଲେ ଜାଣିବେ ଆପଣ ସ୍ୱାମୀ ବହୁତ ଲକି ପାର୍ଶନ । ଆଉ ଆପଣଙ୍କ ପିଲା ମଧ୍ୟ ବହୁତ ଚାଲାକ ହେବା ସହିତ ବହୁତ ବୁଦ୍ଧିମାନ ହୋଇ ଯିବ ।ତେବେ ବନ୍ଧୁ ମାନେ ଏହା ଥିଲା କିଛି ଶାସ୍ତ୍ର କଥା ଯାହା ଆଜି ଆମେ ଆପଣଂକୁ ଜଣାଇଲୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।