Just another WordPress site

IAS Interview ରେ ଝିଅକୁ ପଚରାଗଲା ! ସେଇଟା କ’ଣ ଯାହାକୁ ଦଳି ଦଳି ଠିଆ କରାଯାଏ, ଛେପ ଦେଇ ଭିତରକୁ ପଶେଇ ଦିଆଯାଏ ? ଦମ ଥଲେ ଉତ୍ତର ଦିଅନ୍ତୁ

0 177

ବର୍ତ୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି।

ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ତେବେ ଏହି ଭଳି ଅସୁବିଧା କୁ ଆଖି ଆଗରେ ରଖି ଏଠାରେ ଆପଣଙ୍କ ପାଇଁ ଏପରି କିଛି ପ୍ରଶ୍ନ ନେଇ ଆସିଛୁ ଯାହାକି ନିଶ୍ଚିତ ଭାବରେ ଆପଣଙ୍କୁ ଜୀବନରେ ସାହାଯ୍ୟ କରିବ। କାହିଁକି ନା ଯେଉଁ ସବୁ ପ୍ରଶ୍ନ ଆଜି ଆପଣ ପାଇଁ ଆମେ ଆଣୁଛୁ ସେହି ସବୁ ପ୍ରଶ୍ନ ‘ଆଇ ଏ ଏସ’ ସାକ୍ଷାତ କାର ରେ କିଛି ପଚରା ଯାଇଥିବା ପ୍ରଶ୍ନ ଅଟେ। ତେଣୁ ଏହି ସବୁ ପ୍ରଶ୍ନ ଆପଣଙ୍କ ଆଗାମୀ ଭବିଷ୍ୟତ ରେ ମଧ୍ୟ କାମରେ ନିଶ୍ଚିତ ଭାବରେ ଆସିବ ବୋଲି ଆମର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କଣ ସବୁ ପ୍ରଶ୍ନ ରହିଛି।

୧. ଗୋଟେ ଝିଅ ଗୋଟେ ପୁଅ ର କେଉଁ ଜିନିଷ ଉପରେ ବସେ ?
ଉତ୍ତର – ବାଇକ

୨. ସବୁ ଠାରୁ ଛୋଟ ଦେଶର ନାମ କଣ ?
ଉତ୍ତର- ଭାଟିକାନ ସିଟି

୩. ସେଇଟା କଣ ଯୋଉଟା କୁ ଗୋଟେ ଝିଅ କୁହେ ଆହୁରି ଭିତରକୁ ଭର୍ତି କର ?
ଉତ୍ତର- ଛୁଞ୍ଚି ରେ ସୁତା

୪. ଗୋଟିଏ ଝିଅ ପାଟିକୁ ଗୋଲା ବେଳେ କଠିନ ହୋଇ ଥାଏ ମାତ୍ର ବାହାରିଲା ବେଳେ ନରମ ହୋଇ ଥାଏ ?
ଉତ୍ତର- ଛୁଇଁଗମ

. ଭାରତର ଏଲେକକ୍ଟ୍ରୋନିକ ସିଟି କାହାକୁ କୁହାଯାଏ ?
ଉତ୍ତର- ବେଙ୍ଗାଲୁର

୬. ମହାତ୍ମା ଗାନ୍ଧୀ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର- ଗୁଜୁରାଟ

୭. ମନ୍ଦିର ର ସହର କାହାକୁ କୁହା ଯାଏ ?
ଉତ୍ତର- ଭୁବନେଶ୍ୱର

୮. ବିବାହ ପରେ ମହିଳା ଙ୍କ ର କେଉଁ ଜୀନିଶ ବଢି ଯାଇ ଥାଏ ?
ଉତ୍ତର- ଚାହିଦା


୯. କେଉଁ ଅଙ୍ଗଟି ରକ୍ତ ସଞ୍ଚାଳନ ପାଇଁ ଦାୟୀ ଅଟେ ?
ଉତ୍ତର- ହୃଦୟ

୧୦. ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ କାହାକୁ କୁହା ଯାଏ ?
ଉତ୍ତର- ପାଇକ ବିଦ୍ରୋହ

୧୧. ଜବାହାରଲାଲ ନେହେରୁ ଙ୍କ ର ଜନ୍ମ ଦିନ କୁ କେଉଁ ଦିବସ ରୂପେ ପାଳନ କର ଯାଏ ?
ଉତ୍ତର- ଶିଶୁ ଦିବସ

୧୨. ଭାରତ ର କେଉଁ ସ୍ଥାନ ରେ ବର୍ଷ ସାରା ବରଫ ପଡି ଥାଏ ?
ଉତ୍ତର- କାଶ୍ମୀର

୧୩. ଓଡ଼ିଶାର ର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?
ଉତ୍ତର- ହରେକୃଷ୍ଣ ମହତାବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।