Just another WordPress site

ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! 2022 ରେ ଆସୁଛି ଏମିତି ରୋଗ, ମାତ୍ର ନିମିଷକେ ଭିତରେ ଚାଲିଯିବ ଜୀବନ…..

0 97

ମାଡି ଆସୁଛି ଆଉ ଏକ ମହା ମାରି ବ୍ୟାଧି । ଏହି ମହା ମାରି ବ୍ୟାଧି ମଣିଷ କୁ 3 ମିନିଟ ରେ ମାରି ଦେଵ । ଏହି ଭାଇରସ ଥରେ ଦେହକୁ ପଶିଲେ ମାତ୍ର 3 ମିନିଟ ରେ ମଣିଷ କୁ ମାରି ଦେଵ । ଆଉ ବେଶି ଦିନ ନୁହେ । ଏହି 2022 ମସିହା ରେ ଏହି ମହା ମାରି ମାଡି ଆସିବ । ଆଉ ସାରା ସଂସାର କୁ ସମାପ୍ତ କରି ଦେଵ । ତେବେ ବନ୍ଧୁ ମାନେ ମାଳିକା ରେ ଯାହା ଯାହା ପୂର୍ବ କାଳରେ ଲେଖା ଥିଲା ତାହା ସବୁ ସତ ହେବାରେ ଲାଗିଛି ।

ଏବଂ ବହୁତ ଗୁଡିଏ କଥା ମଧ୍ୟ ସତ ହୋଇ ଗଲାଣି । ଆଉ ଅଳ୍ପ ଦିନ ପରେ ଏହି ରୋଗ ଟି ମାଡି ଆସିବ ଆଉ ଏ ଦେଶ ପୁରା ମାଟିରେ ମିଶି ଯିବ । ତେଣୁ ବନ୍ଧୁ ମାନେ ସତର୍କ ହୋଇ ଯାଆନ୍ତୁ । ତେବେ ବନ୍ଧୁ ମାନେ 2022 ରେ କଣ କଣ ସବୁ ହେବ ଆସନ୍ତୁ ଜାଣିବା ।

ଅଚ୍ୟୁତା ନନ୍ଦ ଯାହା ସବୁ ମାଳିକା ରେ ଲେଖି ଛନ୍ତି , ତାହା ସବୁ ଆସ୍ତେ ଆସ୍ତେ ସତ ହେବାରେ ଲାଗିଛି । ସେହି କଥା ଗୁଡିକ ଜଣେ ବାବାଜୀ ବହୁତ ଭଲ ଭାବରେ ବର୍ଣନା କରି ଛନ୍ତି । ତେବେ 2022 ରେ ବହୁତ ଥର ବାତ୍ୟା ଆସିବ । ପାୟ ଏହି ବର୍ଷ 3 ଥର ବାତ୍ୟା ଆସିବ । ଏବଂ ଆହୁରି ଗୋଟେ ବଡ଼ ବିପଦ ଜଣକ ଘଟଣା ଘଟି ବାକୁ ଯାଉଛି । ଏହି ବର୍ଷ ଅଗ୍ନି ବର୍ଷା ହେବାର ବହୁତ ସମ୍ଭାବନା ରହିଛି । ଏହି ଅଗ୍ନି ବର୍ଷ ବର୍ଷ ଶେଷରେ ହେବ ବୋଲି କୁହା ଯାଉଛି । ପୁଣି କୁହା ହଉଚି କି ଏହି ବର୍ଷ ବହୁତ ଥର ବନ୍ୟା ହେବାକୁ ଯାଉଛି । ଯାହା ଫୋଳରେ ଚାଷ ଜମି ସବୁ ନଷ୍ଟ ହୋଇ ଯିବ । ଆଉ ମରୁଡି ପଡିବାର ବହୁତ ସମ୍ଭାବନା ରହିଛି ।

ତେବେ ବନ୍ଧୁ ମାନେ ଏହି ସବୁ କୁ ରୋକିବା ପାଇଁ ଗୋଟିଏ ମାତ୍ର ରାସ୍ତା ରହିଛି । କେବଳ ଯଦି ଆପଣ ଆଜି ପାଖରୁ ଆପଣ ଗଛ ଲଗାଇବେ ତାହାଲେ ଆପଣ ବହୁତ ଲାଭ ଵାନ ହୋଇ ପାରିବେ । ଗଛ ଲଗାଇବା ଦ୍ୱାରା ଆପଣ ବର୍ଷା ଠିକ ସମୟରେ ହେବ । ଏବଂ ଅଗ୍ନି ବର୍ଷା ହେବାର ସମ୍ଭାବନା ମଧ୍ୟ ବହୁତ କମ ରହି ଥାଏ । ଗଛ ଲାଗିଲେ ଆପଣ ମାନେ ବହୁତ ଫାଇଦା ରେ ରହି ପାରିବେ ।

ତେଣୁ ଆମେ ଆପଣଂକୁ ପ୍ରଳୟ ଆସିବା ପୂର୍ବରୁ ଜଣାଉଛୁ । ତେଣୁ ବନ୍ଧୁ ମାନେ ସାବଧାନ ହୋଇ ଜାନ୍ତୁ । ନହେଲେ ପଛରେ ବହୁତ ପସତେଇବେ । ଆମେ ଆପଣଂକୁ ଏଇ ମନା ଗଢ଼ା କାହାଣୀ ଆପଣଂକୁ ଜଣାଉ ନାହିଁ । ଯାହା ମଳିକାରେ ଲେଖା ରହିଛି ତାହା ଆମେ ଆପଣଂକୁ ଜଣାଉଛୁ । ତେଣୁ ବନ୍ଧୁ ମାନେ ବେଳ ଥାଉ ଥାଉ ସାବଧାନ ହୋଇ ଜାନ୍ତୁ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।