Just another WordPress site

ଦେଖନ୍ତୁ ଭିଡିଓ :- ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ବାଡେଇଲେ ଶାଶୁ ଶ୍ବଶୁର, ଭିଡିଓ ଦେଖିଲେ ଆପଣଙ୍କର ଛାତି ଥରିଉଠିବ…ଏଭଳି ଶାଶୁ ଶ୍ବଶୁରଙ୍କୁ କି ଦଣ୍ଡ ମିଳିବା ଦରକାର…

0 84

ଗୋଟେ ଝିଅ ଯେତେ ବେଳେ ଶାଶୁ ଘରକୁ ଯାଇ ଥାଏ । ସେତେ ବେଳେ ସେ ନିଜ ଘରକୁ ପର କରି ଦେଇ , ପର ଘରକୁ ସେ ନିଜର କରି ଦେଇ ଥାଏ । ସେ ଭୁଲି ଯାଇ ଥାଏ , ତାର ଗୋଟେ ମା ଅଛି , ସେ ଭୁଲି ଯାଇ ଥାଏ , ତାର ଗୋଟେ ବାପା ଅଛି ଆଉ ସେ ଭୁଲି ଯାଇ ଥାଏ ତାର ମଧ୍ୟ ଗୋଟେ ଭାଇ କି ଭଉଣୀ ଅଛି । ସେ ପର ଘରକୁ ଯାଇ ସମସ୍ତଙ୍କୁ ପୁରା ନିଜର କରି ଦେଇ ଥାଏ ।

ଶାଶୁ ଘରକୁ ଯିବା ପରେ ବାପା ବଦଳରେ ବାପା ଟିଏ ପାଇ ଥାଏ , ଭାଇ ବଦଳ ଭାଇ ଟିଏ ପାଇ ଥାଏ ଏବଂ ମା ବଦଳ ରେ ଶାଶୁ ଟିଏ ପାଇ ଥାଏ । କିନ୍ତୁ ଏମାନେ ସମସ୍ତେ ଥିଲେ ବି ସେ ତା ସ୍ବାମୀ କୁ ଇହ କାଳର ଦେବତା ବୋଲି ଭାବି ନେଇ ଥାଏ । ତେବେ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉ ଅଛୁ । ତାହା ଆପଣ ଶୁଣିବା ପରେ ବହୁତ ଦୁଃଖ ପ୍ରକାଶ କରିବେ । ଆଉ କହିବେ ସତରେ ଏ ଦୁନିଆ ବହୁତ ଅଜବ । ତେବେ ବନ୍ଧୁ ମାନେ ଆସନ୍ତୁ ଘଟଣା ଟି ଜାଣିବା ।

ତେବେ ଘଟଣା ଟି ହେଉଛି ଶାଶୁ ଘରେ ବହୁକୁ ଗାଁ ଦାଣ୍ଡ ରାସ୍ତା ରେ ଶାଶୁ ଶଶୁର ମିଶି ଅତି ନିର୍ମମ ଭାବରେ ପିଟିଲେ । ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ର ପିଙ୍ଗିରି ଥାନା ଅନ୍ତର୍ଗତ ଗୌଡ଼ ପଡା ଗ୍ରାମ ରେ ଘଟିଛି । ତେବେ ପିଙ୍ଗିରି ଥାନାରେ ଏହା ଅଭି ଯୋଗ ହୋଇଛି କି । ଜଣେ ବହୁକୁ ରାସ୍ତା ରେ ଶାଶୁ ଓ ଶଶୁର ଦୁହେଁ ମିଶି ଅତି ନିର୍ମମ ଭାବରେ ପିଟିଲେ ।

ତେବେ ଶିଖା ନାମକ ଜଣେ ସ୍ତ୍ରୀ ଲୋକ ତାଙ୍କର ବିବାହ 2020 ମସିହା ରେ ଜଣେ ଟାଟା କମ୍ପାନୀରେ କାମ କରୁଥିବା ଦିନ ମଜୁରିଆ କୁ ଭଲ ପାଇ ବିବାହ କରି ଥିଲେ ।ତେବେ କିଛି ଦିନ ଯିବା ପରେ ତାଙ୍କ ସ୍ୱାମୀ ଙ୍କର ଟାଟା କମ୍ପାନୀ ରେ ସ୍ଥାୟୀ ଚାକିରୀ ହୋଇ ଯିବାରୁ ସେ ଆଉ ଘରକୁ ଆସି ପାରୁ ନ ଥିଲେ ।

ତେବେ ଏହି ସମୟରେ ଘର ର ସବୁ କାମ ବହୁ ଶିଖା କରି ବାର ସୂଚନା ମିଳୁଛି । କିନ୍ତୁ ଗୋଟେ ଦିନ ଶିଖା ର ମୁଣ୍ଡ ବୁଲାଇବା ରୁ ସେ ଘରେ ସୋଇ ପଡି ଥିଲେ ଏବଂ ଘର ର କାମ କରି ନ ଥିଲେ । କିନ୍ତୁ ଶାଶୁ ଓ ଶଶୁର ଏହି କଥା ଟିକୁ କିଛି ନ ବୁଝି ବହୁକୁ ରାସ୍ତା କାଦୁଅ ରେ ଗୋଡେଇ ଗୋଡେଇ ପିଟି ଥିଲେ । ତେବେ ବହୁ ଜଣକ ପାଖ ଲୋକଙ୍କୁ ଡାକି ବାରୁ ତାଙ୍କୁ ଉଦ୍ଧାର କରି ଥିଲେ । ଏବେ ସେ ଥାନରେ ଅଭିଯାଗ କରି ଥିବାର ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ