Just another WordPress site

Interview ରେ ଝିଅକୁ ପଚରାଗଲା, ମା’ଠାରୁ ଜନ୍ମ ହୁଏ କିନ୍ତୁ ମା’ କୁ ଛୁଇଁଲେ ମରି ଯାଏ, ସେ କିଏ ? ଆପଣଙ୍କ ପାଖରେ ଏହାର ଉତ୍ତର ଥିଲେ କମେଣ୍ଟରେ ଜଣାନ୍ତୁ…

0 1,011

ଜୀବନରେ ବଂଚିବା ପାଇଁ ହେଲେ ଆମକୁ ସବୁ କିଛି  ଜ୍ଞାନ ଅର୍ଜନ କରିବା ପାଇଁ ପଡ଼ି ଥାଏ । ଆମେ ଜନ୍ମ ହେବା ପାଖରୁ ମୃତୁ ପର୍ଯ୍ୟନ୍ତ ଆମକୁ ସବୁ ବେଳେ ଜ୍ଞାନ ଅର୍ଜନ କରିବା ପାଇଁ ପଡି ଥାଏ।ବର୍ତ୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ତେବେ ଯଦି ବହି ବାହାରୁ କିଛି ପ୍ରଶ୍ନ ଆସେ ତାହାଲେ ତାହାର ଉତର ଦେବା ବହୁତ କଷ୍ଟ କର ହୋଇ ଥାଏ । କେମିତି ଗତ ଥର IAS ରେ ପ୍ରଶ୍ନ ରେ ପଚରା ଯାଇ ଥିଲା । ଯେ ଏମତି କେଉଁ ଜିନିଷ ଅଛି , ଯାହାର ଚାରି କଡରେ ଚୁଟି ଥାଏ , କିନ୍ତୁ ମଝିରେ ତାକୁ ଲଗା ଯାଏ , ସ୍ୱାମୀ ଥରେ ଲଗାଇ କିନ୍ତୁ ସ୍ତ୍ରୀ ତାକୁ ଡେଲି ଲଗାଇ ।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନେଇ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତକାର ମାନଙ୍କ ରେ ପଚରା ଯାଇଥାଏ। ଆପଣ ମାନେ ଯହି ଏଭଳି ସାକ୍ଷାତକାର ଉତ୍ତିନ୍ନ ହୋଇ ପାରିନାହାନ୍ତି  ତେବେ ଜାଣିରଖନ୍ତୁ ।  ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

1 ଭାରତ ର କେଉଁ ମନ୍ଦିର ରେ ମୂଷା ମାନଙ୍କୁ ପୂଜା କରାଯାଏ?
ଉତ୍ତର- କର୍ଣଦେବୀ ମନ୍ଦିର?

2. ପାଣ୍ଡବ ଜଳ ପାତ୍ର କେଉଁଠି?
ଉତ୍ତର- ଖଜୁରାହୋ ( ମଧ୍ୟ ପ୍ରଦେଶ)

3. ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁଠି ଅବସ୍ଥିତ?
ଉତ୍ତର- ଶ୍ରୀ ନଗର

4. ଭାରତ ର କେଉଁ ମନ୍ଦିର କୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରା ଯାଇଥିଲା?
ଉତ୍ତର- ସଂଗମେଶ୍ୱର ମନ୍ଦିର

5. ଭୁବନେଶ୍ୱର ବ୍ୟତୀତ ଆଉ କେଉଁ ସହରରେ ଅନେକ ମନ୍ଦିର ଅଛି?
ଉତ୍ତର- ପାଲିତାନା

6, ଏମିତି କେଉଁ ଜିନିଷ ରହିଛି ଯାହା ଜନ୍ମ ହୁଏ ମା ପାଖରୁ କିନ୍ତୁ ମା ଛୁଇଁଲେ ମାରି ଯାଇ ଥାଏ ।

ତେବେ ଉତ୍ତର ଟି ହେଉଛି ଲୁଣ , ଲୁଣ ସମୁଦ୍ର ରୁ ମାରା ହୋଇ ଥାଏ ।କିନ୍ତୁ ପାଣିରେ ପଡି ଗଲେ ଲୁଣ ମରି ଯାଇ ଥାଏ ।

7 ପ୍ରଥମ ପାନୀପଥ ଯୁଧ୍ୟ କେବେ ହୋଇଥିଲା ?
ଉତ୍ତର – 1526

8. ସେଇଟା କଣ ଯାହା ଚାରି ପାଖେ ବାଳ ଥାଏ , ତା ମଝିରେ ସ୍ୱାମୀ ଥରେ ପୁରାଏ ବାକି ସବୁ ଦିନ ସ୍ତ୍ରୀ ନିଜେ ନିଜେ ନିଏ ?
ଉତ୍ତର – ସିନ୍ଦୁର

9 କେଉଁ ଜିନିଷ କୁ ବୁଢା ବୁଢ଼ୀ ମାନେ କରି ପାରନ୍ତି ନାହିଁ କିନ୍ତୁ ଯୁବକ ଯୁବତୀ ମାନେ କରି ପାରନ୍ତି ?
ଉତ୍ତର – ଛୁଞ୍ଚି ରେ ସୁତା ପୁରାଇବା

10.ଓଡ଼ିଶାର ସବୁଠୁ ବଡ ଜିଲ୍ଲା ?
ଉତ୍ତର – ମୟୁରଭଞ୍ଜ

11. ଚନ୍ଦ୍ର ଗ୍ରହଣ କେବେ ହୁଏ ?
ଉତ୍ତର- ପୂର୍ଣ୍ଣିମା ରେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।