Just another WordPress site

ଖୁସି ଖବର : E-Shrama Card ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ଏହି ତାରିଖରେ ଟଙ୍କା।

0 2,759

କେନ୍ଦ୍ର ସରକାରଙ୍କ ପ୍ରତେକ ଯୋଜନା ମଧ୍ୟରୁ ଇ ଶ୍ରମ କାର୍ଡ ଯୋଜନା ଟି ଅନ୍ୟ ତମ । ତେବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଯେ ଇ ଶ୍ରମ କାର୍ଡ ଯେଉଁ ମାନେ କରି ଛନ୍ତି । ସେମାନେ ଏବେ ମାସକୁ 10 ହଜାର ଟଙ୍କା ପାଇ ପାରିବେ । ତେବେ ଏବେ ମଧ୍ୟ ଏହି ଇ ଶ୍ରମ କାର୍ଡ କୁ ବହୁତ ଜଣ କରି ସାରି ଲେଣି । କିନ୍ତୁ ଏହାର ଆବେଦନ ର ଶେଷ ତାରିଖ ହେଉଛି ଡିସେମ୍ବର 31 ତାରିଖ ।

ତେବେ ବନ୍ଧୁ ମାନେ ଆପଣ ମାନେ ଯଦି ଏହି ଇ ଶ୍ରମ କାର୍ଡ କରି ନାହାନ୍ତି ତାହାଲେ ଆପଣ ଏହାକୁ କରି ଦୁଅନ୍ତୁ । ଏହି କାର୍ଡ ରେ ଆପଣ ଙ୍କର ବହୁତ ଲାଭ ହୋଇ ପାରିବ । ଏହି କାର୍ଡ ରେ ଆପଣ ମାସକୁ ଆପଣଙ୍କ ଆକାଉଣ୍ଟ କୁ 10 ହଜାର ଟଙ୍କା ଆସିବ । ତେବେ ବନ୍ଧୁ ମାନେ ଡେରି ନ କରି ଯଦି ଆପଣଙ୍କ ର ବ୍ୟାଙ୍କ ରେ ଖାତା ନାହିଁ । ତାହାଲେ ଆପଣ ଯାଇ ଯଥା ଶୀଘ୍ର ବ୍ୟାଙ୍କ ରେ ଗୋଟେ ଖାତା ଖୋଲି ଦିଅନ୍ତୁ ।

ଓଡ଼ିଶାରେ ସେହି ଭଳି ଏବେ ଗୋଟେ କାର୍ଡ ବଣ୍ଟା ଯାଉଛି । ତେବେ ସେହି କାର୍ଡ ଟି ହେଉଛି , ହେଲ- ଥ କାର୍ଡ । ଏହି କାର୍ଡ ଆପଣଙ୍କ ପାଖରେ ଥିଲେ । ଆପଣଂକୁ ଯେ କୋଣସି ରୋଗ ହେଲେ ଆପଣ ଏହାକୁ ହସ୍ପିଟାଲ ରେ ବିନା ମୂଲ୍ୟ ରେ ଆପଣ ଚିକିତ୍ସିତ ହୋଇ ପାରିବେ । ତେବେ ଏହି କାର୍ଡ ଥିଲେ ରୋଗ ହେଲେ ଆପଣ ଡରିବେ ନାହିଁ ।

ଆପଣଂକୁ ରୋଗ ହେଲେ ଓଡ଼ିଶା ସରକାର ଆପଣଙ୍କର ଯାହା ସୁବିଧା ଏବଂ ବସୁବିଧା କୁ ଦୂର କରି ଦେବେ କେବଳ ଆପଣଙ୍କ ପକରେ ସେହି କାର୍ଡ ଥିଲେ ହେଲା । ତେବେ ଏବେ ଓଡିଶା ସରକାର ଏହି କାର୍ଡ ଗୁଡିକୁ ବାଣ୍ଟି ବାରେ ଲାଗି ଛନ୍ତି । ତେବେ ଭାରତ ବର୍ଷ ରେ ବହୁତ ଗୁଡିଏ ଯୋଜନା ହେଉଛି । କିନ୍ତୁ ଏହାର କାର୍ଯ୍ୟ କାରୀ ଠିକ ଭାବରେ ହେଉ ନାହିଁ ।

ଯେମିତି ଆପଣ କାଳିଆ ଯୋଜନା ଦେଖି ଥିବେ । କାଳିଆ ଯୋଜନା ରେ ମଧ୍ୟ ବହୁତ ଲାଭ ଆପଣ ଉଠାଇ ଥିବେ । ତେବେ ଯେତେ ବେଳେ ନିର୍ବାଚନ ଆସିଲା ସେତେ ବେଳେ କାଳିଆ ଯୋଜନା ରେ ସମସ୍ତେ ପଇସା ପାଇ ଗଲେ । କିନ୍ତୁ ଏବେ ଆପଣଙ୍କ ଆକାଉଣ୍ଟ କୁ କାଳିଆ ଯୋଜନା ପଇସା ଆସୁଛି । ଠିକ ସେହି ଭଳି ଇ ଶ୍ରମ କାର୍ଡ କରିବା ପାଇଁ କହିଲେ ମୋଦି ସରକାର । ଏବେ ଆସିଗଲା ପଂଚାୟତ ନିର୍ବାଚନ । ଏବେ କିଛି ପଇସା ଦେଇ ଦେବେ । ତା ପରେ ନିର୍ବାଚନ ସରିବା ପରେ ଆଉ ପଇସା ଆସିବ ନାହିଁ । ତେବେ ବନ୍ଧୁ ମାନେ ସରକାର ଯଦି ପଇସା ଦେଉ ଛନ୍ତି । ତାହାଲେ ଆପଣ ମଧ୍ୟ ସେହି ପଇସା କୁ ଠିକ ଜାଗାରେ ଲଗାନ୍ତ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।