Just another WordPress site

IAS Question:- ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ? ଝିଅର ଉତ୍ତର ଶୁଣି ଅଫିସ୍ ର ସମସ୍ତେ ଅବାକ୍ ହୋଇଗଲେ…ଦମ୍ ଥିଲେ ଉତ୍ତର ଦିଅ

0 1,007

ବନ୍ଧୁ ମାନେ ଆଜି କାଲିର ଦିନରେ ଗୋଟେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟ କର ହୋଇ ପଡ଼ିଲାଣି । ଭାରତରେ ଏତେ ସଂଖ୍ୟକ ବେକାରୀ ଛୁଆ ଅଛନ୍ତି ଯେ ତାହା କହି ହେବନି । ଲକ୍ଷ ଲକ୍ଷ ପିଲାଙ୍କ ଭିତରୁ ଆପଣଂକୁ ଏକ ନମ୍ବର ହେବାକୁ ହେବ । ତାହାଲେ ଯାଇ ଆପଣ ସରକାରୀ ଚାକିରୀ ଟିଏ ପାଇ ପାରିବେ । ସେଥି ପାଇଁ ବହୁତ ପିଲା ଚାକିରୀ ଆଶା ଛାଡି ଦେଇ ସାରି ଲେଣି । କିନ୍ତୁ ପ୍ରତେକ ବାପା ମା ମାନେ ଚାହିଁ ଥାନ୍ତି କି ତାଙ୍କ ପିଲା ଭଲ ଚାକିରୀ ଟିଏ କରୁ ବୋଲି । କିନ୍ତୁ ଚାକିରୀ କରିବା କାଠିକର ପାଠ ହୋଇ ଗଲାଣି ।

ତେବେ ପରୀକ୍ଷା ରେ ଏମିତି କିଛି ପ୍ରଶ୍ନ ପକଉଛି ଯାହା ଆପଣଙ୍କ ସିଲାବସ ରେ ବି ନାହିଁ । ତେବେ ଯେଉଁ ପ୍ରଶ୍ନ ସିଲାବସ ରେ ନାହିଁ ତାର ଉତ୍ତର କେମିତି ଜଣେ ପିଲା ଦେଇ ପାରିବ । ସେହି ଭିତରୁ ଗୋଟେ IAS ରେ ଆସିଥିବା ପ୍ରଶ୍ନ ଆମେ ଆପଣଂକୁ ଆଜି ଜଣାଇବୁ । ଏହି ପ୍ରଶ୍ନ ର ଉତ୍ତର ବହୁତ ସାଧା , କିନ୍ତୁ ଉତ୍ତର ଟି ଜାଣି ସାରିବା ପରେ ।

1, ଏମିତି କେଉଁ ଜିନିଷ ଅଛି ଯାହା ବୁଢା ବୁଢ଼ୀ ଙ୍କର ଖସି ଯାଉଛି । ହେଲେ ଟୋକା ଟୋକି ଙ୍କର ପଶି ଯାଉଛି ।
ଉ:- ତେବେ ବୁଢା ହୋଇ ଗଲା ପରେ ଆମ ଆଖିକୁ ଦେଖା ଯାଇ ନ ଥାଏ । କିନ୍ତୁ ଟୋକା ଥିବା ସମୟରେ ଆମକୁ ସବୁ କିଛି ଦେଖା ଯାଇ ଥାଏ । ସେହି ଜିନିଷ ଟି ହେଉଛି ଛୁଞ୍ଚି ରେ ସୂତା ପରେଇବା । ସେଇଟା ବୁଢା ହେଲା ପରେ ପୁରେଇ ପାରି ନ ଥାନ୍ତି କିନ୍ତୁ ଟୋକା ଅବସ୍ଥା ରେ ଦେଖା ଯାଇ ଥାଏ ।

2, ଏମିତି କେଉଁ ଦେଶ ଅଛି ଯେଉଁଠି ଜିନ୍ସ ପିନ୍ଧିବା ମନା ।
ଉ:- ତେବେ ସେହି ଦେଶ ଟି ହେଉଛି ନର୍ଥ କରିଆ ।ସେଠାରେ ଜିନ୍ସ ପିନ୍ଧି ଧରା ପଡିଲେ ଆପଣଂକୁ ଜେଲେ ହୋଇ ପାରେ ।

3, ପୃଥିବି ରେ କେଉଁ ଦେଶ ରେ ଝିଅ ମାନେ ସେକ୍ସ କରିବା ପାଇଁ ପସନ୍ଦ କରି ଥାନ୍ତି ।

ଉ:- ଇଂଲଣ୍ଡ ରେ ବେସି ସେକ୍ସ କରିବା ପାଇଁ ପସନ୍ଦ କରି ଥାନ୍ତି ।

4, ସେଇଟା କେଉଁ ଜିନିଷ ଯେଉଁ ଜିନିଷ ଟି ଚିପିଲେ ଫାଟି ଯାଏ ।

ଉ ;- ସେହି ଜିନିଷ ଟି ହେଉଛି ବେଳୁନ ।

5, ଏମିତି କେଉଁ ଜିନିଷ ଅଛି ଯେଉଁ ଜିନିଷ ଟି ସୁହାଗ ରାତିରେ ସ୍ତ୍ରୀ କେବେ ହେଲେ ଖୋଲି ନ ଥାଏ ।
ଉ:- ଏହି ପ୍ରଶ୍ନ ଟି IAS ପରୀକ୍ଷା ରେ ବହୁତ ଥର ଆସି ସାରିଛି । ବହୁତ ପିଲା ଏହି ପ୍ରଶ୍ନ ଟିର ଉତ୍ତର ନେଗେଟିଭି ଦେଇ ଥିବା ବେଳେ । ଏହାର ଉତ୍ତର ହେଉଛି ମଙ୍ଗଳ ସୂତ୍ର ।

6, କେଉଁ ଦେଶରେ ପାରା ଅଧିକ ଦେଖିବା ପାଇଁ ମିଳି ଥାଏ ।
ଉ:- ଭାରତରେ ।
ତେବେ ବନ୍ଧୁ ମାନେ ଏହି ଭଳି ପ୍ରଶ୍ନ ପରୀକ୍ଷା ରେ ବହୁତ ସମୟ ଆସି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।