Just another WordPress site

ଖୁସି ଖବର :- ଏଣିକି Ration card ହିତାଧିକାରୀଙ୍କୁ ମିଳିବ 1000 ଟଙ୍କା, ଜାଣନ୍ତୁ କେମିତି…ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ…..

0 928

ବର୍ତ୍ତମାନ ର ସବୁ ଠାରୁ ବଡ଼ ଖବର । ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ଅଛି ସେମାନଙ୍କୁ ମିଳିବ ଏକ ହଜାର ଟଙ୍କା । ରାଜ୍ୟ ସରକାରଙ୍କ ର ବଡ଼ ଘଷଣା । ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ରହିଛି , କିମ୍ବା ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି , ସେମାନଙ୍କୁ ମିଳିବ ଏକ ହଜାର ଟଙ୍କା । ମୁଖ୍ୟ ମନ୍ତ୍ରୀ ଙ୍କ କହିବା କଥା ବହୁତ ଦିନ ଧରି । ଏଇ କୋଭିଡ ରେ ବହୁତ ଲୋକ ଚାକିରୀ ହରାଇ ଛନ୍ତି । ଚାକିରୀ ମଧ୍ୟ ଛାଡି ଦେଇ ଛନ୍ତି ଯାହା ଫୋଳରେ ବହୁତ ଲୋକ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉ ଥିବାର ସୂଚନା ମିଳୁଛି ।

ସେଥି ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ଏହା ଗୋଟେ ବଡ଼ ଯୋଜନା ଅଟେ । ଏହି ଏକ ହଜାର ଟଙ୍କା ଟି ଯାହା ପାଖରେ ରାସନ କାର୍ଡ ଥିବ , ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧା ସଳଖ ଯାଇ ଏକ ହଜାର ଟଙ୍କା ରହିବ । ଏହି ଯୋଜନା ରେ ଓଡ଼ିଶାର ବହୁତ ଲୋକ ଏକ ହଜାର ଟଙ୍କା ପାଇ ପାରିବେ ।

ମୁଖ୍ୟ ମନ୍ତ୍ରୀ ଙ୍କର ବଡ଼ ଘଷଣା , ଏହି ସାତ ଦିନ ମଧ୍ୟ ରେ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ରହିଛି , ସେମାନେ ଏକ ହଜାର ଟଙ୍କା ପାଇବେ । ତେବେ ଏଥିରେ ଓଡିଶା ର 93 ପ୍ରତିଶତ ଲୋକ ଏଥିରେ ଉପକୃତ ହୋଇ ପାରିବେ । ତେବେ ଉତ୍କର ସ୍ୱାର୍ଥ ପାଇଁ ଲଢ଼େ ଯିଏ ହରଦମ , ସେ ଆଉ କେହି ନୁହନ୍ତି ସେ ହେଉଛି ନବୀନ ସରକାର । ତେବେ ଏହି ଯୋଜନା ହେବାର ମୁଖ୍ୟ କାରଣ ହେଉଛି , କରନା ସମୟରେ ବହୁତ ଲୋକ ହଇରାଣ ପଡି ଯାଇ ଥିଲେ । ଅର୍ଥାତ ଆପଣ ଯେ କୌଣସି କଥାରେ କୁହନ୍ତୁ । ସମସ୍ତେ କିଛି ନା କିଛି ଘାଟା ରେ ପଡି ଯାଇ ଥିଲେ । ଯାହା ଫୋଳରେ ଗରିବ ଲୋକ ବହୁତ ଅସୁବିଧା ରେ ପଡି ଯାଇ ଥିଲେ । ସେଥି ପାଇଁ ନବୀନ ସରକାର ଏହି ପରି ଯୋଜନା ଟି ଆରମ୍ଭ କରି ଛନ୍ତି ।

ପୁଣି ଗୋଟେ କଥା କହିଛନ୍ତି , ଆପଣ ମାନେ ପଂଚାୟତ ରେ ଯେଉଁ ସ୍ଥାନ ରେ ଚାଉଳ ପାଉ ଛନ୍ତି , ସେହି ଠାରେ ଆପଣ ଚାଉଳ ପାଇ ପାରିବେ । କିନ୍ତୁ ପଇସା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସିବ । ତେବେ ବନ୍ଧୁ ଏହି ପଇସା ଟି ମଧ୍ୟ ଆଗକୁ ଆସୁ ଥିବା ନୂଆ ଭାଇରସ କୁ ଦେଖି ମଧ୍ୟ ଏହି ସହାୟତା ଟି ଦିଆ ଯାଉଛି ।

ତେବେ ଫେବୃଆରୀ ମାସରେ ଏହି ତୃତୀୟ ଲହର ଆସିବା ପାଇଁ ଯାଉଛି । ତେବେ ଆପଣ ମାନେ ଜାଣି ଥିବେ ଆଗକୁ ଆସୁଛି ପଂଚାୟତ ନିର୍ବାଚନ , ସେଥି ପାଇଁ ସରକାର ଏବେ ବହୁତ ସାହାର୍ଯ୍ୟ କରୁ ଛନ୍ତି । ସରକାର ଙ୍କର ଏହି ପଇସା ଟି ସମସ୍ତ ଙ୍କ ମନରେ ଗୋଟେ ଖୁସି ଆଣି ଦେଇଛି । କାରଣ କରନା କାଳରେ ଏବେ କାହାରି ପାଖରେ ପଇସା ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।