Just another WordPress site

IAS Interview ରେ ସାର୍ ପୁଅଟିକୁ ପଚାରିଲେ, କେବଳ ବର୍ଷା ପାଣି ପିଉଥିବା ପକ୍ଷୀର ନାମ କ’ଣ ? ତେବେ ତା’ର ଉତ୍ତର ଥିଲା ଏହା…. ଯଦି ଆପଣଙ୍କର ଦମ୍ ଅଛି ଉତ୍ତର କମେଣ୍ଟରେ ଜଣାନ୍ତୁ….

0 218

ଆଜି କାଲି ଦୁଅନିରେ ସମସ୍ତ ମା ବାପା ମାନେ ଚାହିଁ ଥାନ୍ତି କି ଆମ ଛୁଆ ଶିକ୍ଷିତ ହେଉ । ସେଥି ପାଇଁ ବାପା ମା ମାନେ ,ନ ଖାଇ ,ନ ପିଇ , ନ ପିନ୍ଧି ପିଲା ମାନକୁ ପଇସା ଦେଇ ଥାନ୍ତି । କାରଣ ବାପା ମା ମାନେ ଚାହିଁ ଥାନ୍ତି ଆମେ ସିନା ମୂର୍ଖ କିନ୍ତୁ ଆମ ପିଲା ମାନେ ମୂର୍ଖ ନ ହେଉନ୍ତି । ଆଉ କିଛି ବାପା ମା ମାନେ ଚାହାନ୍ତି ଆମ ପିଲା ଚାକିରୀ କରୁ କି ନ କରୁ ଆମ ପିଲା ଶିକ୍ଷିତ ହେଉ ।

ଏବଂ ଭୁଲ ଠିକ ନିଜେ ଜାଣି ପାରୁ । ଆଉ କିଛି ବାପା ମା ମାନେ ଚାହିଁ ଥାନ୍ତି , ତାଙ୍କ ପିଲା ମାନେ ପାଠ ପଢି ଭଲ ସରକାରୀ ଚାକିରୀ ଟିଏ କରୁ । କିନ୍ତୁ ଆଜି କାଲି ଦୁନିଆରେ ସରକାରୀ ଚାକିରୀ ଟିଏ ମିଳିବା ବହୁତ କଷ୍ଟକର ହୋଇ ପଡ଼ିଲାଣି । ଆଜି କାଲି ଦୁନିଆରେ ଏମିତି ସବୁ ପ୍ରଶ୍ନ ପରୀକ୍ଷା ରେ ପକଉଛି ଯାହା ପ୍ରଶ୍ନ ର ଉତ୍ତର ଦେବା କାଠି କର ପାଠ ହୋଇ ଗଲାଣି ।

ତେବେ ଏଥର IAS ରେ ଗୋଟେ ପ୍ରଶ୍ନ ପଡି ଥିଲା , କେଉଁ ପକ୍ଷୀ ବର୍ଷା ପାଣି ପିଇ ବଂଚି ଥାଏ । ତେବେ ବନ୍ଧୁ ମାନେ ସେହି ପ୍ରଶ୍ନ ର କିଛି ଉତ୍ତର ଜାଣିବା , ଯାହା ଦ୍ୱାରା ଆପଣଙ୍କର ସାଧାରଣ ଜ୍ଞାନ ଶକ୍ତ ହେବ ।
1, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଙ୍କ ର ନାମ କଣ ।
ଉ, ଜବାହରଲାଲ ନେହେରୁ ।

2, ଏଭରେଷ୍ଟ କୁ ଆହରଣ କରି ଥିବା ପିତା ପୁତ୍ର ର ନାମ କଣ ।
ଉ, ଜିନ ଏବଂ ରୋଚ ।

3, ଦୁନିଆର ସବୁ ଠାରୁ ଘନ ଜଙ୍ଗଲ କେଉଁ ଠାରେ ଦେଖିବା ପାଇଁ ମିଳି ଥାଏ ।
ଉ, ଆମାଜନ ।

4, ପୃଥିବି ର ଉଚ୍ଚ ତମ ପର୍ବତ ର ନାମ କଣ ।
ଉ, ଏଭରେଷ୍ଟ ।

5, ଭାରତର ଦୀର୍ଘ ତମ ରେଳ ପଥର ର ନାମ କଣ ।
ଉ, ବିବେକ ଏକ୍ସପ୍ରେସ ।


6, ଅର୍ଥ ଶାସ୍ତ୍ର ର ଲେଖକ କିଏ ।
ଉ, କୋଟଲ୍ୟ

7, ବର୍ତ୍ତମାନ ଆମେରିକା ର ରାଷ୍ଟ୍ର ପ୍ରତି କିଏ ଅଛନ୍ତି ।
ଉ, ବାଇଡେନ ।

8, ହିନ୍ଦୁ ଧର୍ମ ର ପବର୍ତକ କିଏ ।
ଉ, ଶଙ୍କର ଆଚାର୍ଯ୍ୟ ।

9, ପଞ୍ଚନଦୀ ରେ ଦେଶ ରାଜ୍ୟ କାହାକୁ କୁହାଯାଏ ।
ଉ, ପଞ୍ଜାବ ।

10, ଓଡ଼ିଶା ର ଧବଳେଶ୍ବର ମନ୍ଦିର କେଉଁ ଠାରେ ଅବସ୍ଥିତ ।
ଉ, କଟକ ।

11, ପୃଥିବି ର ପ୍ରଥମ ବ୍ୟାଙ୍କ ର ନାମ କଣ ।
ଉ, ବେବି ଲନର ଇଯିବି ବ୍ୟାଙ୍କ ।

12, ପୃଥିବି ର ପ୍ରଥମ ସିନେମା ର ନାମ କଣ ।
ଉ, ଯାଜ ସିଙ୍ଗର (1927)
ତେବେ ବଂଧ୍ଯ ମାନେ ଏହି ଭଳି ଜେନେରାଲ ନଲେଜ ବହୁତ ଥର ପଡିବାରେ ଆମେ ଦେଖିଛୁ , ଯାହା ଆଜି ଆମେ ଆପଣଂକୁ ଜଣାଇଲୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।