Just another WordPress site

ସରକାର କଲେ ବଡ ଘୋଷଣା, ଏଣିକି ବିବାହ କଲେ ମିଳିବ 2,50,000 ଟଙ୍କା, ଜାଣନ୍ତୁ କେମିତି ଉଠାଇ ପାରିବେ ଏହାର ଲାଭ….ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ

0 568

ଏଣିକି ବିବାହ କଲେ ମଳି ପାରିବ 2 ଲକ୍ଷ 50 ହଜାର ଟଙ୍କା । ତେବେ ଏହାର ଲାଭ କେମିତି ଉଠାଇ ପାରିବେ । ପ୍ରଥମେ ଥିଲା ଉପର ଜାତି ର ଲୋକ ତଳ ଜାତିର ଲୋକ କୁ ବିବାହ କଲେ ତାଙ୍କୁ ସରକାର 2 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁ ଥିଲେ । ଅର୍ଥାତ ଆପଣ ଯଦି ଜେନେରାଲ ଜାତି ର ଲୋକ ହୋଇ ଥାନ୍ତି । ତାହାଲେ ଆପଣ ଯଦି STSC ଜାତି ଅର୍ଥାତ ଆଦି ବାସୀ ଜାତିର ଲୋକ ଙ୍କୁ ବିବାହ କରୁ ଛନ୍ତି , ତାହାଲେ ଆପଣ 2 ଲକ୍ଷ ଟଙ୍କା ପାଇ ପାରୁ ଥିଲେ ।

ତେବେ ଏହି ନିୟମ ଟି ଥିଲା ନବୀନ ଙ୍କ ର ନିୟମ । କିନ୍ତୁ ଅନ୍ୟ ପକ୍ଷ ରେ ଥିଲା ଯଦି ଆପଣ ହିନ୍ଦୁ ଲୋକ ହୋଇ ଖ୍ରୀଷ୍ଟିୟାନ ଝିଅ କୁ ବିବାହ କରୁ ଛନ୍ତି । ତାହାଲେ ସେମାନ ଙ୍କ ଜାତି ସଂଘ ଆପଣଂକୁ 2 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁ2 ଥିଲା । ଯାହା ଫୋଳରେ ବହୁତ ଲୋକ ଏଇ ପଇସା ପାଇ ବହୁତ ଲାଭ ଵାନ ହୋଇ ଯାଇ ଛନ୍ତି ।

କିନ୍ତୁ ଏବେ ବିବାହ କଲେ ମିଳି ପାରିବ 2 ଲକ୍ଷ 50 ହଜାର ଟଙ୍କା । କେଉଁଠି ମିଳିବ ଏଇ ପଇସା । ସୁ ମଙ୍ଗଳ ପଟାଲ ଜରିଆରେ ଅନ୍ତ ଜାତି ବିବାହ କରି ଥିବା ଯୋଗ୍ୟ ହିତାଧାରୀ ମାନେ ସରକାର ଙ୍କ ତରଫରୁ ଏହି ଲାଭ ଉଠାଇ ପାରିବେ । ଏହି ପଟାଲ ଜାତି ବାହାରେ ବିବାହ କୁ ପ୍ରୋତ୍ସାହନ ଦେବା ପାଇଁ ସହଯୋଗ କରିବ । ବିବାହ ର ପତି ପତ୍ନୀ ବିବାହ ପରେ ଏହି ପଟାଲ ସାହାର୍ଯ୍ୟ ରେ ଆବେଦନ କରି ପାରିବେ । ଆବେଦନ ର 60 ଦିନ ମଧ୍ୟରେ ଆପଣ ଏହି ଟଙ୍କା ପାଇ ପାରିବେ ।

ତେବେ ଏହା ରାଜ୍ୟ ସରକାର ଙ୍କର ସ୍କିମ ଏବେ ବହୁତ ଲୋକ ଏହାକୁ ପ୍ରଶଂସା କରୁ ଛନ୍ତି । ଏହି ପଇସା ଦେବା ଦ୍ୱାରା ବିବାହ ପରେ ସବୁ ମିଶ୍ର ଜାତି ହୋଇ ଯିବେ ।ଅର୍ଥାତ ଯେତେ ବେଳେ ତଳ ଜାତିର ଝିଅ ଓ ଉପର ଜାତିର ଝିଅ ବିବାହ କରିବେ , ତାଙ୍କ ପାଖରୁ ଯେଉଁ ପିଲା ହେବ ସେ ହୋଇ ଯିବ ମିଶ୍ର ଜାତି ।

ତେବେ ଏହି ଭଳି ଲୋକ ପଇସା ପାଇବା ପାଇଁ ସମସ୍ତେ ଏହି ଭଳି ବିବାହ କରିବେ , ଯାହା ଫୋଳରେ ସମସ୍ତଙ୍କ ର ମିଶ୍ର ଜାତି ର ପିଲା ହେବ ଓ ସବୁ ମଧ୍ୟ ମିଶ୍ର ହୋଇ ଯିବ ଆଉ ଜାତି ରହିବ ନାହିଁ । ତେବେ ଏହି ଯୋଜନା ଟି ବହୁତ ଲୋକଙ୍କ ପାଇଁ ଲାଭ ଦାୟକ ହୋଇ ପାରିବ । ତେଣୁ ବନ୍ଧୁ ମାନେ ଆପଣ ମାନେ ମଧ୍ୟ ବିବାହ କରନ୍ତୁ । ଆଉ ବିବାହ ର 60 ଦିନ ଭିତରେ ଲାଟେରୀ ଜିତନ୍ତୁ । ତେବେ ଲାଟେରୀ ଟି ହେଉଛି 2 ଲକ୍ଷ 50 ହଜାର ଟଙ୍କା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।