Just another WordPress site

ଛିଃ ଛିଃ କି ଲଜ୍ଜା ! ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଶିକ୍ଷକ କହୁଛନ୍ତି ଖାଲି ପେଟରେ ଟିକେ…ଦେଖନ୍ତୁ ଭିଡିଓ

0 116

ଯୁଗ ଏମିତି ହେଲାଣି ଯେ ଗୁରୁ ଶିଷ୍ୟ ସମ୍ପର୍କ ଆଉ ଗୁରୁ ଶିଷ୍ୟ ହେଇ ରହୁ ନାହିଁ। ଆଗ କାଳରେ ଗୁରୁ ଶିଷ୍ୟ ର ସମ୍ପକ ଅତି ନିବିଡ଼ ଥିଲା । ସେହି ସମ୍ପର୍କ ରେ ଥିଲା ପ୍ରେମ , ଗୁରୁ ଶିଷ୍ୟ ପାଇଁ ତ୍ୟାଗ କରୁ ଥିବା ବେଳେ । ଶିଷ୍ୟ ମଧ୍ୟ ଗୁରୁ ପାଇଁ ବହୁତ ତ୍ୟାଗ କରୁ ଥିଲେ । ତେବେ ଆଜି କାଲି ଦୁନିଆରେ ସେହି ଭଳି ସମ୍ପର୍କ ଆଉ ଗୁରୁ ଶିଷ୍ୟ ଦେଖିବା ପାଇଁ ମିଳୁ ନାହିଁ ।

ଆଜି ଯେଉଁ ଭିଡିଓ ଟି ଭାଇରାଲ ହୋଇଛି ତାହା ଆପଣ ଜାଣିବା ପରେ ଶିକ୍ଷକ ମାନଙ୍କ ପ୍ରତି ଗୋଟେ ଖରାପ ଭାବନା ଆସି ଯିବ । ଆମେ ମାନେ ଜାଣୁ ପିଲା ର ଦ୍ୱିତୀୟ ଗୁରୁ ଶିକ୍ଷକ ହୋଇ ଥାଏ । ଆଉ ବିଦ୍ୟାଳୟ ପିଲାଙ୍କ ପାଇଁ ଏକ ମନ୍ଦିର ହୋଇ ଥାଏ । ଯେଉଁ ମନ୍ଦିର ରେ ଶିକ୍ଷକ ହୋଇ ଥାନ୍ତି ଦେବତା । ଆଉ ସେହି ଦେବତା ଯଦି ରାକ୍ଷସ ପାଲଟି ଯିବ ତାହାଲେ ପିଲା ମାନେ କାହା ଉପରେ ବିଶ୍ୱାସ କରିବେ ।

ତେବେ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଶିକ୍ଷକ ମାନଙ୍କ ପ୍ରତି ଗୋଟେ ଖରାପ ଭାବନା ଆସି ଯାଇ ପାରେ । ଆଉ ଆପଣ ମାନେ ମଧ୍ୟ ଶୁଣିବା ପରେ ପିଲାଙ୍କୁ ସ୍କୁଲ ପଠେଇ ବେନି । ତେବେ ଘଟଣା ଟି ହେଉଛି ଓଡିଶା ର ଭଦ୍ରକ ଜିଲ୍ଲାର ରଘୁନାଥ ପୁର ପ୍ରାଥମିକ ବିଦ୍ୟାଳୟ ର ଘଟଣା । ଏହି ବିଦ୍ୟାଳୟ ରେ ଜଣେ ଶିକ୍ଷକ ଛୋଟ ଝିଅ ମାନକୁ ଡାକି ତାଙ୍କ ଗୁପ୍ତା ଅଙ୍ଗ ରେ ହାତ ମାରନ୍ତି ।

ଆଉ ସେମାନଙ୍କୁ ଡାକି କହିବା ପାଇଁ ମନା କରନ୍ତି , କହିଲେ ପିଟିବେ ବୋଲି କହି ଥାନ୍ତି ।କିନ୍ତୁ ଜଣେ ପିଲା ତାଙ୍କ ଘରେ ଏହି କଥା ଗୁଡିକ କହି ଦେଇ ଥିଲା । ଆଉ ତାପରେ ତାଙ୍କ ଘର ଲୋକ ଆସି ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ଏହି ବିଷୟରେ କହି ଥିଲେ ।ତେବେ ପ୍ରଧାନ ଶିକ୍ଷକ ତାଙ୍କୁ ଡାକି ପଚାରି ଥିଲେ । କଣ ପାଇଁ ସେ ପିଲା ମାନଙ୍କର ଗୁପ୍ତା ଅଙ୍ଗ ରେ ହାତ ମାରୁ ଛନ୍ତି ।

ତେବେ ସେହି ଶିକ୍ଷକ ଜଣକ କହି ଥିଲେ , ମୁଁ ପିଲା ମାନକୁ ଡାକି ଥାଏ ସତ । କିନ୍ତୁ ତାଙ୍କ ପେଟରେ ହାତ ମାରି ଥାଏ । ମୁଁ ପିଲା ମାନକୁ ଏହା କହି ହାତ ମାରି ଥାଏ । ଆଜି କେତେ ଖାଇକି ଆସିଛୁ । ମୁଁ ଏମିତି ପିଲାଙ୍କ ସହ ମଜାକ କରି ଥାଏ । କିନ୍ତୁ ପିଲା ମାନେ ଯାଇ ତାଙ୍କ ଘରେ ମିଛ କଥା କହି ଛନ୍ତି । ତେବେ ଏହାକୁ ପ୍ରଧାନ ଶିକ୍ଷକ ବୁଝିବେ ବୋଲି କହି ଛନ୍ତି । ତେବେ ଏଥିରେ ଯେ ଶିକ୍ଷକ କୁ ଭୁଲ ବୁଝିବା ତାହା କଥା ଠିକ ନୁହେଁ । ହୁଏତେ ଶିକ୍ଷକ ଙ୍କୁ ପିଲା ମାନେ ଫୋସାଉ ଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।