Just another WordPress site

IAS Interview–ପୁଅ ମାନଙ୍କର ଏମିତି କେଉଁ ଜିନିଷ ଲମ୍ବା ଏବଂ ଝିଅ ମାନଙ୍କର ଦେଖିବାକୁ ଗୋଲ ହୋଇଥାଏ ! ଉତ୍ତର କେବଳ ସକରାତ୍ମକ ଉପରେ ଆଧାରିତ ଶୀଘ୍ର କମେଣ୍ଟ କରନ୍ତୁ.

0 224

ଆମ ଭାରତ ରେ ଅନେକ ପ୍ରକାର ର ପରୀକ୍ଷା ରହିଛି। କିନ୍ତୁ ଆମ ଭାରତ ରେ ସବୁଠାରୁ ବଡ ପରୀକ୍ଷା ହେଉଛି IAS ପରୀକ୍ଷା। ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ କରିବା ଏତେ ସହଜ କଥା ନୁହେଁ। ଯଦିଓ ଆପଣ ଲିଖିତ ପରୀକ୍ଷାରେ ଭଲ ମାର୍କ ରଖୁଛନ୍ତି। ତଥାପି ଆପଣଙ୍କୁ ସାକ୍ଷାତ କାର ରେ ଭଲ କରିବାକୁ ହେବ। ତେଣୁ ଏଥି ପାଇଁ ଆପଣଙ୍କ ର ସାଧାରଣ ଜ୍ଞାନ ନିଶ୍ଚିତ ଭାବରେ ଭଲ ଭାବରେ ପାରଙ୍ଗମ ଥିବା ଦରକାର।

ବର୍ତମାନ ସମୟ ରେ ଏମିତି କିଛି ପ୍ରଶ୍ନ ଇଣ୍ଟରଭ୍ୟୁ ଗୁଡିକ ରେ ପଚରା ଯାଉଛି ଯାହାକି କେବଳ ନିଜର ଉପସ୍ଥିତି ବୁଦ୍ଧି ଦ୍ୱାରା ହିଁ ଉତ୍ତର ଦିଆ ଯାଇ ପାରିବ। ସେହି ପ୍ରଶ୍ନ ଗୁଡିକ ର ଉତ୍ତର ଦେବା ଯେତେ ସହଜ ମନେ ହୋଇ ଥାଏ ପ୍ରକୃତ ରେ ସେତେ ସରଳ ହୋଇ ନଥାଏ। ପ୍ରତି ବର୍ଷ ଅନେକ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଏହି ଭଳି ପରୀକ୍ଷା ମାନଙ୍କ ର ସମ୍ମୁଖୀନ ହେଉଛନ୍ତି ଯେଉଁ ଥିରେ ବିଭିନ୍ନ ପ୍ରକାର ର ପ୍ରଶ୍ନ ଗୁଡିକ ପଚାରା ଯାଉଛି। ଓ ସେଗୁଡିକ ର ଉତ୍ତର କେବେଳ ନିଜର ବୁଦ୍ଧି ଲଗାଇ ଦେଇ ହବ।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧. ସମ୍ରାଟ ଅଶୋକ କେଉଁ ବଂଶ ର ରାଜା ଥିଲେ ?
ଉତ୍ତର – ମୋର୍ଯ୍ୟ ବଂଶ

୨. ଭାରତରେ ଏପରି ଏକ ନଦୀର ନାମ କୁହ ଯେଉଁଠି ହୀରା ମିଳି ଥାଏ ?
ଉତ୍ତର- କୃଷ୍ନା ନଦୀ

୩. ସବୁ ଠାରୁ କେଉଁ ଫସଲ ଆଗୁଆ ହୋଇଥାଏ ?
ଉତ୍ତର- ମକା ଫସଲ

୪. ବିଶ୍ୱର ଏମିତି କେଉଁ ଦେଶ ଅଛି ଯେଉଁଠାରେ କି ମଶା ଦେଖିବାକୁ ମିଳନ୍ତି ନାହିଁ ?
ଉତ୍ତର- ଫ୍ରାନ୍ସ

୫. କେଉଁ କ୍ରିକେଟର ନୂତନ ଭାବରେ ଭାରତୀୟ ଦିନିକୀୟ କ୍ରିକେଟ ଦଳର ଅଧିନାୟକ ହୋଇ ଛନ୍ତି ?
ଉତ୍ତର- ରୋହିତ ଶର୍ମା

୬. ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କ ର ଲମ୍ବା ହୋଇଥାଏ ଓ ଝିଅ ମାନଙ୍କ ର ଗୋଲ ?
ଉତ୍ତର- ତିଳକ

୭. ଏପରି କେଉଁ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ ?
ଉତ୍ତର- ତୃଷା

୮. ଅଧିକାଂଶ ଝିଅ ମାନଙ୍କ ର କେଉଁ ଜିନିଷ ଲମ୍ବା ଓ ମୋଟା ପସନ୍ଦ ହୋଇଥାଏ ?
ଉତ୍ତର- କେଶ

୯. ତାହା କଣ ଯାହା ଜଣେ ପୁଅ ନିଜର ସ୍ତ୍ରୀ ର ଦେଖିଥାଏ, ନିଜର ଝିଅ ର ଦେଖିଥାଏ ହେଲେ ନିଜର ମା ର ଦେଖି ନଥାଏ ?
ଉତ୍ତର- ବିବାହ

୧୦. ବିଶ୍ୱର ର ସବୁଠୁ ଉଚ୍ଚତମ ଶୃଙ୍ଗ ?
ଉତ୍ତର- ମାଉଣ୍ଟ ଏଭାରେଷ୍ଟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।