Just another WordPress site

ହାଇ କୋର୍ଟର ଜରୁରୀ ସୂଚନା !ଏଣିକି ଘର କାମ କରିବେନି ସ୍ତ୍ରୀ, ଏଥରେ ଆପଣଙ୍କ ମତାମତ କ’ଣ କମେଣ୍ଟରେ ଜଣାନ୍ତୁ…

0 154

ବମ୍ବେ ହାଇକୋର୍ଟ ଙ୍କର ବଡ଼ ନିଷ୍ପତି ଏଣିକି ସ୍ତ୍ରୀ ମାନେ ଆଉ ଘର କାମ କରିବେ ନାହିଁ । ଏ ଦୁନିଆ ନାରୀ ମାନଙ୍କ ଦେଇକି ଚାଲେ । ଯାହା ବି କିଛି ହେଉଛି ଏଇ ନାରୀ ମାନଙ୍କ ଦେଇକି । ଆପଣ ମାନେ ଗୋଟେ କଥା ଭାବନ୍ତୁ , ଯଦି ଆପଣ ମାନକୁ ସ୍ତ୍ରୀ ର ସବୁ କାମ ଗୁଡିକ କରିବା ପାଇଁ ଦିଆ ଯିବ । ଆପଣ କରି ପାରିବେ କି । କରିପାରିବେ ନାହିଁ । ଯଦି ସ୍ତ୍ରୀ ମାନକୁ କୁହା ଯିବ ସେମାନଙ୍କୁ ବିଲରେ ହଳ କରିବା ପାଇଁ ସ୍ତ୍ରୀ ମାନେ କରି ପାରିବେ କି । କରିପାରିବେ ନାହିଁ ।

ତେବେ ମୋଟା ମୋଟୀ ଭାବରେ ଦେଖିବା ପାଇଁ ଗଲେ କେହି କାହାରି କାମ କରି ପାରିବେ ନାହିଁ ସ୍ତ୍ରୀ କେବେ ପୁରୁଷ ମାନଙ୍କ କାମ କରି ପାରିବେ ନାହିଁ । ପୁରୁଷ ମାନେ ମଧ୍ୟ ସ୍ତ୍ରୀ କାମ କରି ପାରିବେ ନାହିଁ । ତେବେ ବମ୍ବେ ହାଇକୋର୍ଟରେ ଏମିତି ନିଷ୍ପତି ନେବାର କାରଣ କଣ ହୋଇ ପାରେ । ତେବେ ଆସନ୍ତୁ ଜାଣିବା କଣ ପାଇଁ ବମ୍ବେ ହାଇକୋର୍ଟରେ ଏମିତି ନିଷ୍ପତି ନିଆ ଯାଇଛି ।

ତେବେ ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ରେ ଘଟି ଥିବାର ସୂଚନା ମିଳିଛି । ଉତ୍ତର ପ୍ରଦେଶ କଲାଙ୍ଗୀ ବଜାର ର ରେ ଦୁଇ ଜଣ ଦମ୍ପତି ବାସ କରୁ ଥିଲେ । ତାଙ୍କ ମଧ୍ୟ ବହୁତ ଭଲ ବୁଝା ବଣା ରହି ଥିଲା । ସେମାନେ ପରସ୍ପର କୁ ଅତି ନିବିଡ଼ ର ସହିତ ଭଲ ପାଉ ଥିଲେ । କିନ୍ତୁ ଟିକିଏ ମଦ ଆଜି ସାରା ସଂସାର କୁ ଜାଳି ପଡି ପାଉଁଶ କରି ଦେଲା । ତେବେ ଘଟଣା ସ୍ଥଳ ରେ ଗତ ନଭେମ୍ବର ମାସ 5 ତାରିଖ ସକାଳେ ଏମିତି କିଛି ଘଟଣା ଦେଖିବା ପାଇଁ ମିଳି ଥିଲା । ତେବେ ସେଦିନ ସକାଳେ ତାଙ୍କ ସ୍ୱାମୀ ଚା ମାଗି ବାରୁ ସ୍ତ୍ରୀ ତାଙ୍କୁ ମନା କରି ଦେଇ ଥିଲେ ଆଉ କହି ଥିଲେ ତମେ ଆଜି ଗୋଟିଏ ଦିନ ଚା କରିକି ପି ଦିଅ । ମୋ ଦେହ ଭଲ ନାହିଁ ।

ତେବେ ସ୍ତ୍ରୀ ଏତିକି କଥା କହିବାରୁ । ସ୍ୱାମୀ ରାତିରେ ମଦ ପିଇ ଥିଲେ । ଆଉ ତାଙ୍କର ମଦ ନିଶା ଛାଡି ଯାଇ ନ ଥିଲା । ସେ ସେଥି ପାଇଁ ସ୍ତ୍ରୀ କୁ ବହୁତ ପିଟି ଥିଲେ , ଏବଂ ଶେଷରେ ତାଙ୍କୁ କଟୁରି ରେ ହାଣି ଦେଇ ଥିଲେ । ତେବେ ତାଙ୍କ ବାପ ଘର ଲୋକ ଏଥି ପାଇଁ ଥାନା ରେ ଅଭିଯୋଗ କରି ଥିଲେ । ତେବେ ଥାନା ଏହି କେସ ଟିକୁ କୋର୍ଟ କୁ ପଠାଇ ଦେଇ ଥିଲା । ସେଠାରେ ସ୍ୱାମୀ କୁ ଜେଲ ହେବା ସହିତ , ବମ୍ବେ ହାଇକୋର୍ଟ କହିଥିଲା , ଏଣିକି ସ୍ତ୍ରୀ ମାନେ କୌଣସି ଘର ର କାମ କରିବେ ନାହିଁ । ସେଥି ପାଇଁ ଏହି କଥା ଟି ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।