Just another WordPress site

ଦେଖନ୍ତୁ ଭିଡିଓ- ଫଟା ଜିନ୍ସକୁ ନେଇ ଓଡିଆ Actress ପ୍ରକୃତି ମିଶ୍ର କହିଲେ ଏମିତି….ଆମେ ଫଟା ଜିନ୍ସ ପିନ୍ଧିବୁ, ଯେତିକି ଫାଟିଛି ତାକୁ ବ୍ଲେଡର ଆହୁରି…..ଏଥିରେ ଆପଣଙ୍କ ମତାମତ କ’ଣ ?

0 392

ଫୋଟା ଜିନ୍ସ ବିବାଦ କୁ ନେଇ ଓଡ଼ିଆ ଅଭିନେତ୍ରୀ ଯାହା କହିଲେ ତାହା ଆପଣ କେବେ କାନ ରେ ଶୁଣି ନ ଥିବେ । ତେବେ ଯୁଗ ବଦଳିବା ସହିତ ମଣିଷ ମାନେ ମଧ୍ୟ ବହୁତ ବଦଳି ଯାଉ ଛନ୍ତି । ପ୍ରଥମେ ମଣିଷ ମାଙ୍କଡ଼ ରୂପରେ ଜନ୍ମ ନେଇ ଥିଲା । ପରେ ଧୀରେ ଧୀରେ ଯୁଗ ବଦଳି ବାରୁ ସେ ମାଙ୍କଡ଼ ରୁ ବଣ ମଣିଷ ହୋଇ ଜନ୍ମ ନେଲେ । ସେତେ ବେଳେ ମଣିଷ ଗଛ ଛାଲ କୁ ପିନ୍ଧି ଜୀବନ ଯାପନ କରୁଥିଲା । କିନ୍ତୁ ସତେ ବେଳେ ମଣିଷ ବହୁତ ସରଳ ଜୀବନ ଯାପନ କରୁ ଥିଲା ।

ପରବର୍ତ୍ତୀ କାଳରେ ଧୀରେ ଧୀରେ ଯୁଗ ବଦଳି ବାରୁ ମଣିଷ ଧୀରେ ଧୀରେ ସନ୍ଦର ଦେଖି ବାକୁ ଲାଗିଲା । ଯେତେ କଳି ଯୁଗ ସରି ଆସୁଛି , ମଣିଷ ସେତେ ସୁନ୍ଦର ଦେଖା ଯାଉଚି । ଆଉ ଭଲ ଭଲ ମଧ୍ୟ ଡ୍ରେସ ପିନ୍ଧୁଚି । କିନ୍ତୁ ଆଜି ର ଯୁଗରେ ଫୋଟା ଜିନ୍ସ ପିନ୍ଧିବା ଗୋଟେ ଷ୍ଟାଇଲ ହୋଇ ଗଲାଣି ।

ଯେଉଁ ମାନେ ମଧ୍ୟ ଫୋଟା ଜିନ୍ସ ପିନ୍ଧୁ ଛନ୍ତି ସେମାନେ ନିଜକୁ କେବଳ ସ୍ମାର୍ଟ ଲାଗିବା ପାଇଁ ଫୋଟା ଜିନ୍ସ ପିନ୍ଧି ଥାନ୍ତି । ତେବେ ଆଉ କିଛି ଲୋକ ଅଛନ୍ତି ସେମାନେ ଝିଅ ପଟେଇବା ପାଇଁ ପିନ୍ଧି ଥାନ୍ତି । କିନ୍ତୁ ଝିଅ ମାନେ କଣ ପାଇଁ ଫୋଟା ଜିନ୍ସ କୁ ପିନ୍ଧି ଥାନ୍ତି । ଝିଅ ମାନେ ମଧ୍ୟ ଟୋକା ମାନକୁ ହଟ କରିବା ପାଇଁ ପିନ୍ଧି ଥାନ୍ତି । ତେବେ ଆଜି ଆମେ ଜଣେ ହିରୋଇନ ରୋ ମତ ଜାଣିବା ସେ କଣ ପାଇଁ ଫୋଟା ଜିନ୍ସ ପିନ୍ଧି ଥାନ୍ତି ।

ତେବେ ସେହି ହିରୋଇନ ହେଉ ଛନ୍ତି ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ର ଏବେ ବହୁତ ଶୋର୍ଟ ହଟ ଭିଡିଓ ତିଆରି କରୁ ଛନ୍ତି । ଯାହା ସୋସିଆଲ ମିଡ଼ିଆ ରେ ଆପଣ ମାନେ ମଧ୍ୟ ଦେଖି ଥିବେ । ତେବେ ତାଙ୍କୁ ପଚାରା ଯାଇ ଥିଲା ସେ କଣ ପାଇଁ ଫୋଟା ଜିନ୍ସ ଜିନ୍ସ କୁ ପିନ୍ଧୁ ଛନ୍ତି ।ତାର ଉତ୍ତର ର ରେ ସେ କହି ଥିଲେ । ପୁଅ ମାନେ କଣ ପାଇଁ ଫୋଟା ଜିନ୍ସ କୁ ପିନ୍ଧୁ ଛନ୍ତି ସେଥି ପାଇଁ ମଧ୍ୟ ଆମେ ମାନେ ପିନ୍ଧୁଚୁ ।

ସେ କହିଲେ ପିଲାଟି ଦିନରୁ ମୁଁ ମୋର ଭାଇ କୁ ଦେଖି ଆସୁଛି । ସେ ଛୋଟ ପେଣ୍ଟ କୁ ପିନ୍ଧୁଚି । ସେଥି ପାଇଁ ମୁଁ ସେହି ଛୋଟ ପେଣ୍ଟ କୁ ପିନ୍ଧୁଚି । ଏହା ମର ଗୋଟେ ଆଦତ ହୋଇ ଗଲାଣି । ମୋ ଝିଅ ଓ ଫୋରକ କଣ ମୁଁ ବୁଝେ ନାହିଁ । ପଟକୃତି6 ମିଶ୍ର ମଧ୍ୟ ଏହା କହିଲେ । ଯିଏ ଯାହା କହିଲେ ମଧ୍ୟ ମୋର କିଛି ଫୋରକ ପଡିବ ନାହିଁ । ତେବେ ପ୍ରକୃତି ମିଶ୍ର ସେ ଏମିତି ପିଲାଟି ଦିନରୁ ପିନ୍ଧି ଆସୁ ଛନ୍ତି ବୋଲି ମଧ୍ୟ ସେ କହିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।