Just another WordPress site

ଖାଲି ଘର ଦେଖି ପ୍ରେମଲୀଳା କରୁଥିଲେ “ପ୍ରେମୀ ଯୁଗଳ” ଧରିପକେଇଲେ ଗାଁ ଲୋକ ଆଉ ତା’ପରେ ଦେଖନ୍ତୁ ଭିଡିଓ…

0 635

ଆଜି କାଲି ର ପିଲା ମାନେ ପାଠ ପଢା ରେ ଧ୍ୟାନ ନ ଦେଇ । ସେମାନେ ପ୍ରେମ ପ୍ରତି ବହୁତ ଲାଳସା ବଢ଼ାଉ ଛନ୍ତି । ବାପା ମା ମାନେ କଲେଜ କୁ ପାଠ ପଢିବା ପାଇଁ କଲେଜ କୁ ପଠାଉ ଥିବା ବେଳେ , ପିଲା ଏଠି ଫାଙ୍କା ସ୍ଥାନ ଦେଖି ରାସ ଲିଳା କରୁ ଛନ୍ତି । ଆପଣଂକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଦୁଇ ପ୍ରେମୀ ଯୁଗଳ ଫାଙ୍କା ଙ୍ଘର ଦେଖି , ସେହି ଘର ଭିତରେ କରିଥିଲେ କିଛି ଏମିତି କାମ , ଯାହା ଆପଣ ଶୁଣିବା ପରେ ଆପଣଙ୍କ ପିଲା କୁ ଆଉ କକେଜ ପଠେଇବେ ନାହିଁ ।

ବାପା ମା ମାନେ ଅନଲାଇନ କ୍ଲାସ କରିବା ପାଇଁ ଗୋଟେ ଗୋଟେ ମୋବାଇଲ କିଣି ଦେଇ ଛନ୍ତି । କିନ୍ତୁ ପିଲା ଏଠି ଅନଲାଇନ କ୍ଲାସ ନା ରେ କରୁଛି , ସେକ୍ସ ଲାଇନ କାରବାର । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ।ଯାଜପୁର ଜିଲ୍ଲାର ପିଙ୍ଗିରି ନଗର ଗ୍ରାମ ରେ ଗୋଟେ ଫାଙ୍କା ଘରେ ଦୁଇ ପ୍ରେମୀ ଯୁଗଳ ସେହି ଘର ଭିତରେ ପଶି କରୁଥିଲେ ରାସ ଲିଳା ।

ତେବେ ଯେତେ ବେଳେ ସେହି ଘର ଭିତରୁ ଆ……ଆ ସୁଭା ଗଲା ଗ୍ରାମ ବାସୀ ମାନେ ପ୍ରଥମେ ଭାବିଲେ ସେହି ଘରେ ଭୁତ ଅଛି ବୋଲି କିନ୍ତୁ କିଛି ଲୋକ ଯାଇ ଦେଖିଲେ , ଦୁଇ ପ୍ରେମୀ ଯୁଗଳ ଆଲିଙ୍ଗନ ଅବସ୍ଥାରେ ଅଛନ୍ତି ।ତେବେ କିଛି ଲୋକ ସେହି ସମୟରେ ତାଙ୍କୁ କିଛି କହି ନ ଥିଲେ , କିନ୍ତୁ ସେହି ସମୟରେ ତାଙ୍କର ଭିଡିଓ କରି ଥିଲେ , ଆଉ ତା ପରେ ସେହି ଫାଙ୍କା ଘର ଭିତରକୁ ଯାଇ ତାଙ୍କୁ ବହୁତ ବିରଧ କରି ଥିଲେ , ଆହୁରି ମଧ୍ୟ ବହୁତ ଧମକ ଦେଇ ଥିଲେ ।

ଯାହା ଫୋଳରେ କିଛି ଝିଅ ଟି ବହୁତ କାକୁତି ମିନତୀ ହୋଇ ଝିଅ ଟି କାନ୍ଦି ଥିଲା ଆଉ ସେମାନଙ୍କୁ ଭାଇ କହି ତାଙ୍କ ଗୋଡ ତଳେ ପଡି ଯାଇ ଥିଲା ।କିନ୍ତୁ କିଏ କାହାକୁ ଭାଇ କହି ଦେଲେ , କେହି କାହାରି ଭାଇ ହୁଏ ନାହିଁ । ତେବେ ସେମାନେ କିଛି କଥା ଶୁଣି ନ ଥିଲେ । ଓଲଟି ଆହୁରି ଝିଅ କୁ ମାଗି ଥିଲେ କିଛି ଟଙ୍କା , ପୁଅ କୁ ମଧ୍ୟ ମାଗି ଥିଲେ କିଛି ଟଙ୍କା ।

ପୁଣି ଟଙ୍କା ନ ଦେଇ ପାରିଲେ ଝିଅ କୁ କହି ଥିଲେ ତାଙ୍କ ସହିତ ମଧ୍ୟ ସେକ୍ସ କରିବା ପାଇଁ । କିନ୍ତୁ ଝିଅ ରାଜି ନ ଥିଲା । ଝିଅ ରାଜି ନ ହେବାରୁ ଭିଡିଓ ହେଲା ଭାଇରାଲ । ଯାହା ଫୋଳରେ ଆଜି ଲକ୍ଷ ଲକ୍ଷ ଏହି ଭିଡିଓ ଟିକୁ ଦେଖୁ ଛନ୍ତି । ତେଣୁ ଆପଣ ମାନକୁ ଏତିକି ଅନୁରଧ । ବାପା ମା ମାନଙ୍କ ସ୍ବପ ଆଗେ ପୁରା କର ତା ପରେ ଯାହା କରିବ । ଏମିତି ବାପା ମାଙ୍କ ମୁଣ୍ଡ ତଳକୁ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।