Just another WordPress site

IAS GK Question :-ତାହା କ’ଣ ଅଟେ ଯାହାକୁ ଖାଇବା ପାଇଁ କିଣାଯାଏ କିନ୍ତୁ ଖିଆଯାଏ ନାହିଁ ? ଦମ୍ ଥିଲେ ଏହାର ଉତ୍ତର କହିକି ଦେଖାଅ….

0 163

ଏମିତି କେଉଁ କାମ ଯାହା କି ପୁଅ ମାନେ କଲେ ବହୁତ ଜଲ୍ଦି ଥକି ଯାଇ ଥାନ୍ତି , କିନ୍ତୁ ଝିଅ ମାନେ କୁହନ୍ତି ଏବେ ତ ଆରମ୍ଭ ହେଲା ଆହୁରି କର । ଆପଣ ଭାବି ନ ଥିବେ ଏମିତି ଡବଲ ମିନଗ IAS ପରୀକ୍ଷା ରେ ଆସିବ ବୋଲି । କିନ୍ତୁ ବହୁତ ଥର ଆସି ସାରିଛି । ଯାହାର ଉତ୍ତରେ ଜଣେ ଝିଅ ଦେଇ ଥିଲେ , ତାଙ୍କ ଉତ୍ତର ବହୁତ ଖରାପ ଥିଲା । ସେ କହି ଥିଲେ ଏହାର ଉତ୍ତର ଶାରୀରିକ ସମ୍ପର୍କ ।

ତେବେ ଏହାର ଉତ୍ତର ପୁରା ପୋଜେଟିଭି । ତେବେ ପରୀକ୍ଷାଥି ମାନେ ଆପଣଙ୍କ ଦୀମାଗ କୁ ଦେଖି ଥାନ୍ତି । ତେବେ ସେହି ଭଳି ଆଜି ଆମେ ଆପଣଂକୁ କିଛି ଡବଲ ମିନିଂ ର ପ୍ରଶ୍ନ ପଚାରିବୁ ଏବଂ ଏହାର ଉତ୍ତର ମଧ୍ୟ ଆପଣ ମାନକୁ ଜଣାଇ ଦେବୁ । ତେବେ ଆସନ୍ତୁ ତାହାର ଉତ୍ତର ଜାଣିବା ।

1,ଏମିତି କେଉଁ ଜିନିଷ ଅଛି ଯିଏକି ଥରେ ଦେଖେ । ଏହାକୁ ଯିଏବି ଦେଖି ଥାଏ କେବଳ ଥରେ ଦେଖି ଥାଏ । ଏହାକୁ ଆଉ କେହି ଦେଖି ପାରନ୍ତି ନାହିଁ।

ଉ, ସ୍ୱପ୍ନ କୁ ଯିଏ ଥରେ ଦେଖି ଥାଏ , ତାହାକୁ ସେ ଆଉ ଥରେ ଦେଖି ପାରେ ନାହିଁ । ଏହାକୁ ମଧ୍ୟ ଅନ୍ୟ କେହି ଦେଖି ପାରନ୍ତି ନାହିଁ ।

2, ଏମିତି କେଉଁ କାମ ଅଛି ଯାହା ଟୋକା ଥିଲା ବେଳେ ଅଧିକ ସମୟ କରି ଥାଏ , କିନ୍ତୁ ବୁଢା ହେଲା ପରେ ଆମେ ଏହାକୁ କମେଇ ଦେଇ ଥାଉ ।
ଉ , ଦୌଡ଼ିବା

3, ଏମିତି କେଉଁ ଅନୁଭୂତି ଅଛି , ଯାହା କେହି ଜାଣି ନାହାନ୍ତି । ଏବଂ ଏହା ଯାହା ସହ ହୁଏ ସେ ମଧ୍ୟ କାହାରିକୁ କହି ପାରି ନ ଥାଏ ।

ଉ, ମୃତୁ ଥରେ ଯାହାକୁ ଆସି ଥାଏ , ସେହି ଜାଣି ଥାଏ କିନ୍ତୁ କାହାରିକୁ କହି ପାରି ନ ଥାଏ ।

4, ଏମିତି କେଉଁ ଜିନିଷ ରହିଛି ଯାହା ଝିଅ ମାନକୁ ଦିଆ ଯିବା ପୂର୍ବରୁ ପ୍ରଥମେ ସେମାନଙ୍କ ପାଖରୁ ନିଆ ଯାଇ ଥାଏ ।
ଉ, ଫୋଟ , ଷ୍ଟୁଡିଓ ରେ ଫୋଟ ମ୍ୟାନ ପ୍ରଥମେ ଆପଣଙ୍କ ପାଖରୁ ଫୋଟ ନେବା ପରେ ସେ ଆପଣଂକୁ ଫୋଟ ଧୋଇକି ଦେଇ ଥାଏ ।

5, ଆପଣଙ୍କ ଭାଉଜ ଆପଣଂକ ସାମ୍ନା ରେ ପୋଷାକ ଖୋଲୁ ଛନ୍ତି ଆପଣ କଣ କରିବେ ।

ଉ, ଏହି ପ୍ରଶ୍ନ ର ଉତ୍ତର ଜଣେ ମହିଳା ଦେଇ ଥିଲେ , ଯେ ସେ ଡ୍ରେସ ଖରା ରେ ସୁଖାଉ ଛନ୍ତି ।

6, ଏମିତି କେଉଁ କାମ ଅଛି ପୁଅ ମାନେ କଲେ ଥକି ଯାଇ ଥାନ୍ତି । କିନ୍ତୁ ଝିଅ ମାନେ କହି ଥାନ୍ତି ଏଇ ତ ଆରମ୍ଭ ହେଲା ଆହୁରି କର ।
ଉ, ଏହାର ଉତ୍ତର ହେଉ ସପିଙ୍ଗ । ତେବେ ଏହି ଭଳି ପ୍ରଶ୍ନ ର ଉତ୍ତର ବହୁତ ସମୟରେ ପଡି ଥାଏ , ଯାହା ଆପଣ କହି ପାରନ୍ତି ନାହିଁ ।

7. ତାହା କ’ଣ ଅଟେ ଯାହାକୁ ଖାଇବା ପାଇଁ କିଣାଯାଏ କିନ୍ତୁ ଖିଆଯାଏ ନାହିଁ ? 

ଉ- ପ୍ଲେଟ୍

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।