Just another WordPress site

IAS Interview- ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ପଡିଯାଇଥାଏ ? ଉତ୍ତର 5 ସେକେଣ୍ଡରେ ଦେବାକୁ ଚେଷ୍ଟା କରନ୍ତୁ…..

0 228

ଜୀବନରେ ଗୋଟେ ସରକାରୀ ଚାକିରୀ କରିବା ପାଇଁ ଆମକୁ ବହୁତ କଷ୍ଟ କରିବା ପାଇଁ ପଡ଼ି ଥାଏ । ଭାରତ ରେ ବେକାରୀ ସଂଖ୍ୟା ଏତେ ବଢି ଗଲାଣି ଯେ ତାହା କହିବାକୁ ଆମକୁ ଲଜ୍ୟା ଲାଗୁଚି । ସାଧାରଣତଃ ଗୋଟେ ଯଦି ପୋଷ୍ଟ ବାହାରୁଛି ତାହାଲେ ତା ପାଇଁ 5 ଲକ୍ଷ ଲୋକ ଫର୍ମ ପକୋଉ ଛନ୍ତି । ତେଣୁ ଆଜିର ସମାଜ ରେ ଗୋଟେ ସରକାରୀ ଚାକିରୀ କରିବା ବହୁତ କଷ୍ଟ ।

କିନ୍ତୁ ଆମେ ଯଦି 40 ବର୍ଷ ପଛକୁ ଚାଲି ଯିବ ଆମ ଜେଜେ ବାପା କଥା କହିବା ତାହାଲେ ସେତେ ବେଳେ ଲୋକ ଚାକିରୀ କରୁ ନ ଥିଲେ । କିନ୍ତୁ ଯିଏ ପାଠ ପଢୁ ଥିଲା ସେହି କେବଳ ଚାକିରୀ କରୁ ଥିଲା । ଆଜି ଆମେ ଏତେ କଥା କହିବାର ମାନେ ଏବେ ଆପଣ ଗୋଟେ ସରକାରୀ ଚାକିରୀ ପାଇଁ ଆପଣଂକୁ ପ୍ରତେକ ଦିନ 12 ଘଂଟା ଖଟିବା ପାଇଁ ପଡିବ । ତା ପରେ ମଧ୍ୟ ଆପଣ ମାନେ ଯଦି ଚାକରି କରି ପାରିବେ ନାହିଁ , ତାହାଲେ ଜାଣିବେ ଚାକିରୀ ଆପଣଙ୍କ ଭାଗ୍ୟରେ ନାହିଁ ।

ତେବେ ଆଜି ଆମେ ଆପଣ ମାନଂକ ପାଇଁ ନେଇ ଆସିଛୁ କିଛି ଏମିତି ମଜାଳିଆ ପ୍ରଶ୍ନ ଯାହା IAS ରେ ସେହି ପ୍ରଶ୍ନ ବହୁତ ଥର ପଡି ସାରିଛି ।
1, ସୁର୍ଯ୍ୟ କଣ ଦେଖି ପାରେ ନାହିଁ ।
ଉ, ସୁର୍ଯ୍ୟ ଅନ୍ଧାର କୁ ଦେଖି ପାରେ ନାହିଁ ।

2, ଛୁଆ ମାନଙ୍କ ପାଖରେ ଏମତି ଏକ କେଉଁ ବଡ଼ ଖେଳନା ଅଛି ଯାହାକି ବଡ ଲୋକ ମାନେ କେବେ କିଣି ପାରିବେ ନାହିଁ ।
ଉ, ତେବେ ଏହାର ଉତ୍ତର ଟି ହେଉଛି ଜହ୍ନ ମାମୁ ।

3, ପାଣି ରେ ଓଦା ହେଲେ ମଧ୍ୟ ସେ ଓଦା ହୁଏ ନାହିଁ ତାହା କଣ ।
ଉ, ତାହା ହେଉଛି ଦେହର ଛାଇ ।

4, କେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ । କେଉଁ ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ । ରାସ୍ତା ଅଛି କିନ୍ତୁ ଗାଡି ନାହିଁ । ସହର ଅଛି କିନ୍ତୁ ଘର ନାହିଁ । କହିଲ ଦେଖି ଏପରି କେଉଁ ଠାରେ ଅଛି ।
ଉ, ମାନଚିତ୍ର ।


5, ଏହା କେଉଁ ପରି ମାଛ ଯାହା ସମୁଦ୍ର ରେ ମଧ୍ୟ ପଂହରି ପାରେ ନାହିଁ ।
ଉ, ସେଲ ଫିସ ।

6, ଏହା କଣ ଅଟେ ଯାହା ପାଣି ପିଇ ଦେଲେ ସଂଗେ ସଂଗେ ମରି ଯାଇ ଥାଏ ।
ଉ, ସଶ ।

7, କେତେ ବେଳେ ଝିଅ ମାନେ ସବୁ ଲୁଗା କାଢି ଦେଇ ଥାନ୍ତି ।
ଉ, ଝିଅ ମାନେ ସବୁ ଲୁଗା ସୁଖୀ ଗୋଲା ପରେ ସବୁ ଲୁଗା କାଢି ଦେଇ ଥାନ୍ତି ।

8, ଏଇଟା କଣ ଯାହା ଟାଣ ଖରା ରେ ମଧ୍ୟ ସୁଖୀ ନ ଥାଏ ।
ଉ, ତେବେ ଟାଣ ଖରା ରେ ଝାଳ ବହି ଥାଏ ସୁଖୀ ନ ଥାଏ ।

9. ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ପଡିଯାଇଥାଏ ?

ଉ-ଓଠ 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।