Just another WordPress site

Vastu tips- ରାତିରେ ଶୋଇବା ସମୟରେ ଝାଡୁ ତଳେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ,ଆପଣଙ୍କ ଘରେ କେବେ ହେବ ନାହିଁ ଧନର ଅଭାବ…

0 153

ଆଜି ଆମେ ଆପଣଂକୁ ଏମିତି ଗୋଟେ କଥା କହିବା ପାଇଁ ଯାଉଛୁ । ଯେଉଁ ଭୁଲଟି ପାଇଁ ଆପଣ କାଙ୍ଗାଳ ହେଇ ଯାଉ ଛନ୍ତି । ଆମେ ଆପଣଂକୁ ଝାଡୁ ବିଷୟରେ କହିବା ପାଇଁ ଯାଉଛୁ । ପ୍ରକୃତ ରେ ଦେଖିବା ଗଲେ ଦୁନିଆରେ ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମ ଦୈନ ଦିନ ଜିବନରେ ଆମେ ବହୁତ ଭୁଲ କରି ଥାଉ । ଯୋଉଥି ପାଇଁ ଆମେ ଦିନେ ବହୁତ ପସତେଇବା ପାଇଁ ଯାଉଛୁ । ଯେମିତି ଘର କରିବା ପୂର୍ବରୁ ଘର ର ମୁଁହ କେଉଁ ଦିଗକୁ ହେବ ।

ଠାକୁର ଘର କେଉଁ ଦିଗକୁ ହେବ , ସେହି ପରି କିଚେନ ରୁମ କେଉଁ ଦିଗକୁ ହେବ । ଏହାର କିଛି ନିୟମ ରହିଛି । ଏହି ନିୟମ ଗୁଡିକ ନ ମାନିଲେ ମଣିଷ ଦିନେ ବହୁତ ପସତେଇ ଥାଏ । ବହୁତ ଲୋକ ମଧ୍ୟ ଘର କରି ସାରିବା ପରେ ମୃତୁ ହୋଇ ଯାଇ ଥାଏ । ତେବେ ଘରର କର୍ତା ଙ୍କ ଉପରେ ଶନି ଦଶା ପଡି ଥାଏ ।

ଠିକ ସେହି ଭଳି ଝାଡୁ ଏକ ଏମତି ଜିନିଷ । ଯାହା କି ଟିକେ ଭୁଲ କଲେ ମଣିଷ କୁ ସମ୍ପୂର୍ଣ ତଳି ତଳାନ୍ତ କରି ଦେଵ । ତେବେ ଝାଡୁ କୁ ଆପଣ କେବେ ହେଲେ ସୁଇଲା ବାଗ ରେ ରଖନ୍ତୁ ନାହିଁ । ସୁଇଲା ବାଗ ରେ ରଖିଲେ ଆପଣ ଙ୍କ ଉପରେ ମାତା ଲଷ୍ମୀ ବହୁତ ରାଗି ଯାଇ ଥାନ୍ତି । ତେଣୁ ଆପଣ ମାନେ ଦେଖି ଥିବେ , ଯେଉଁ ଦିନ ମାତା ଲଷ୍ମୀ ଙ୍କର ପୂଜା ହେଉ ଥାଏ ସେହି ଦିନ ଗୋଟେ ନୂଆ ଝାଡୁ ଆଣି ଠିଆ ବାଗ ରେ ମାତା ଲଷ୍ମୀ ଙ୍କ ପାଖରେ ରଖା ଯାଇ ଥାଏ । ଏମିତି ରଖିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ କୃପା କରନ୍ତି । ପୁଣି ଶାସ୍ତ୍ର ରେ କୁହା ଯାଇଛି ଦୁଇଟି ଝାଡୁକୁ ଆପଣ ଏକା ସାଙ୍ଗରେ ଭିଡ଼େଇ ରଖନ୍ତୁ ନାହିଁ । ନହେଲେ ଆପଣଙ୍କ ଘରୁ ଲଷ୍ମୀ ଛାଡି ପଳେଇ ଯିବେ ।

ଦେଖିବେ ଯୋଉ ଦିନ ଆପଣ ଦୁଇଟି ଝାଡୁକୁ ମିଶେଇ ରଖିବେ ସେହି ଦିନ ଆପଣଙ୍କ ଘରେ ନିହାତି ଝଗଡା ହେବ । ପୁଣି କୁହା ଯାଏ ଝାଡୁ କରିବା ସମୟରେ କେଉଁ ମଣିଷ ଉପରେ ବଜେଇବେ ନାହିଁ । ବଜେଇବା ଦ୍ୱାରା ଲୋକର ଆୟୁଷ କମି ଯାଇ ଥାଏ । ଏହା ମଧ୍ୟ ହୋଇ ଥାଏ ସେହି ଘରକୁ ଲଷ୍ମୀ ଆସି ନ ଥାନ୍ତି । ଝାଡୁ କୁ ଆପଣ ସବୁ ଦିନ ଠିଆ କରି ରଖିବେ , ଦେଖିବେ ଆପଣ ବହୁତ ଧନୀ ହୋଇ ଯିବେ । ଶାସ୍ତ୍ର ରେ ଯାହା ଅଛି ଆଜି ଆମେ ଆପଣଂକୁ ତାହା କହୁଛୁ । ତେବେ ଆପଣ ଯଦି ମାନିବେ ନାହିଁ ତାହାଲେ ବହୁତ ପସତେଇବେ । ଯେତେ ଟଙ୍କା ଆପଣ ଅର୍ଜନ କଲେ ମଧ୍ୟ କୁଳେଇବ ନାହିଁ । ତେବେ ଯଦି ଆପଣ ମାନେ ମାତା ଲଷ୍ମୀ କୁ ପାଖରେ ରଖିବା ପାଇଁ ଚାହାନ୍ତି , ତାହାଲେ ଠିକ କାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।