Just another WordPress site

IAS Question- ଝିଅ ମାନେ ଗାଧୋଇବା ସମୟରେ କେଉଁ ଜିନିଷ ଟି ଛୋଟ ହୋଇ ଯାଇଥାଏ ? ଏହି ଉତ୍ତର ଦେବାରେ 99% ଲୋକ ଫେଲ୍…..

0 304

ଝିଅ ମାନେ ଗାଧେଇବା ସମୟରେ କେଉଁ ଜିନିଷ ଟି ଛୋଟ ହୋଇ ଯାଏ । ଏ ବର୍ଷ ର ସବୁଠାରୁ ବଡ଼ ପ୍ରଶ୍ନ ଯାହାର ଉତ୍ତର ବହୁତ ଲୋକ ଦେଇ ପାରିଲେ ନାହିଁ । ତେଣୁ ଏହି ଭଳି ପ୍ରଶ୍ନ ର ଉତ୍ତର ଦେବାକୁ ହେଲେ ଆମକୁ ବହୁତ କଷ୍ଟ କରିବା ପାଇଁ ପଡି ଥାଏ । ବାପା ମା ଙ୍କର ଗୋଟିଏ ସ୍ୱପ୍ନ ଥାଏ ତାଙ୍କ ପିଲା ମାନେ ଗୋଟିଏ ଭଲ ସଫଳ ପାଉ । କିନ୍ତୁ ଏହି ଭଳି ଯଦି ପ୍ରଶ୍ନ ଆସିବ ତାହାଲେ ତାର ଉତ୍ତର ଦେବାକୁ ଆମକୁ ବହୁତ କଷ୍ଟ ଲାଗି ଥାଏ ।

ଉତ୍ତର ଆପଣ ଦେଇ ପାରିବେ । କିନ୍ତୁ ଏଭଳି ଡବଲ ମିନିଂ ର ଉତ୍ତର କେମିତି ଦେବେ । ସେଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ର ଉତ୍ତର ଜଣେଇବୁ , ଯାହା ଆପଣଙ୍କ ଜୀବନରେ ବହୁତ କାମ ରେ ଆସିବ । ତେବେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଜାଣିବା ।

1, କଟକ ମଝିରେ କଣ ଅଛି ।
ଉ, କଟକ ମଝିରେ ଟ ଅଛି ।

2, କାହାକୁ ଟାଣିଲେ ଛୋଟ ହୁଏ ।
ଉ, ସିଗାରେଟ ଓ ବିଡ଼ି କୁ ଟାଣିଲେ ଛୋଟ ହୋଇ ଥାଏ ।

3, କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ , ଏବଂ ସାଇତି ରଖିଲେ କ୍ଷୟ ହୁଏ ।
ଉ , ଜ୍ଞାନ କିମ୍ବା ବିଦ୍ୟା ।

4, ଖାଇଲେ କିଏ ମରେ ।
ଉ, ଖାଇଲେ ଭୋକ ମୋର ।

5, ପବନ ଖାଇଲେ କିଏ ମୋରି ଯାଏ ।

ଉ, ପବନ ଖାଇଲେ ଝାଳ ମରି ଯାଇ ଥାଏ ।


6, ମୁଁ ସବୁ ସବୁ ଠାରେ ମାତ୍ର ମୋତେ କେହି ଧରି ପାରନ୍ତି ନାହିଁ ।
ଉ, ପବନ , କୁ ଜାଣି ହୁଏ , ହେଲେ ଧରି ହୁଏ ନାହିଁ ।

7, ପଥର ହେଲେ ବି ପାଣି ସେଟା କଣ ।
ଉ, ସେଇ ଜିନିଷ ଟି ହେଉଛି ବରଫ ।

8, କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ।
ଉ, ପାନିଆ

9, କାହାର ଆଖି ଅଛି କିନ୍ତୁ ଦେଖି ପାରେ ନାହିଁ ।
ଉ, ନଡ଼ିଆ ।


10, କିଏ ସବୁ ବେଳେ ଉଡୁଥାଏ , କିନ୍ତୁ ଜାଗା ଛାଡି ଯାଇ ପରେନା ।
ଉ, ଜାତୀୟ ପତାକା ।
11, ମୃତୁ ପରେ ବି ସେ ଛିଡା ହୋଇ ପାରେ ସେ କିଏ ।
ଉ, ଗଛ ମୃତୁ ପରେ ମଧ୍ୟ ଠିଆ ହୋଇ ପାରେ ।
12, କେଉଁ ଜିନିଷ ଟି ଝିଅ ମାନେ ଗାଧେଇବା ସମୟରେ ଛୋଟ ହୋଇ ଯାଇ ଥାଏ ।
ଉ, ଝିଅ ମାନେ ଗାଧେଇବା ବେଳେ ସାବୁନ ଛୋଟ ହୋଇ ଯାଇ ଥାଏ ।

13, ଭାରତ ରେ ଜନ ସଂଖ୍ୟା ହିସରେ ପୃଥିବି ରେ କେତେ ନମ୍ବର ସ୍ଥାନ ରେ ରହିଛି ।
ଉ, ଜନ ସଂଖ୍ୟା ହିସାବ ରେ ଭାରତ 2 ନମ୍ବର ସ୍ଥାନ ରେ ରହିଛି । ତେବେ ଏହା ଥିଲା ସେହି ପ୍ରଶ୍ନ ର ଉତ୍ତର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।