Just another WordPress site

ଏହି ଦେବାଦେବାଙ୍କ ନିକଟରେ ମନ୍ଦାର ଫୁଲ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ, ନହେଲେ ମିଳିଥାଏ ଅଶୁଭ ଫଳ…..

0 119

ଆଜି ଆମେ ଆପଣ ମାନକୁ ମନ୍ଦାର ଫୁଲ ର କିଛି ମହିମା ବିଷୟରେ କହିବା ପାଇଁ ଯାଉଛୁ । ମନ୍ଦାର ଫୁଲ ଏମିତି ଏକ ଫୁଲ ଯାହାର ରଙ୍ଗ ଲାଲ ହୋଇ ଥାଏ । ତେବେ ଏହି ଫୁଲ ଟି ସବୁ ସମୟ ରେ ଫୁଟିବା ପାଇଁ ଦେଖି ବାକୁ ମିଳି ଥାଏ । କିନ୍ତୁ ଏହି ଫୁଲ ଟି ସବୁ ଠାକୁରଙ୍କ ପାଖରେ ଲାଗିବା କଥା ନୁହେଁ । ମନ୍ଦାର ଫୁଲ ସବୁ ଦେବା ଦେବୀ ପାଖରେ ଲାଗିଲେ ଅଶୁଭ ହୋଇ ଥାଏ । ଜୀବନ ଆମକୁ ବହୁତ କିଛି କଥା ମାନିବା ପାଇଁ ପଡି ଥାଉ ।

ଆଜି କାଲି ର ଦୁନିଆରେ ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ତାହା କହି ହେବ ନାହିଁ । ତେବେ ଆମେ ମଧ୍ୟ ଏହି ବିଜ୍ଞାନ କୁ ବହୁତ ମାନି ଥାଉ । ଆଉ ଏବେ ଲୋକ ମାନେ ଏହି ଶାସ୍ତ୍ର କଥା ମାନୁ ନାହାନ୍ତି । କିନ୍ତୁ ଏହି ଭଳି କଥା ଆମେ ଆପଣଂକୁ ଜଣାଇ ଦେବା ପାଇଁ ଚାହିଁଚୁ ଯେ , କେଉଁ ଫୁଲ କେଉଁ ଦେବତା ପାଖରେ ଲାଗିବା ନିହାତି ଆବଶ୍ୟକ ।

ମନ୍ଦାର ଫୁଲ ପ୍ରଭୁ ଶିବଙ୍କ ପାଖରେ ଲାଗିବା କଥା ନୁହଁ । ଶିବଙ୍କ ପାଖରେ କେବଳ ଟଗର ଓ ଗରଖ ଫୁଲ ଲାଗିବା ନିହାତି ଆବଶ୍ୟକ । ମନ୍ଦାର ଫୁଲ ଶିବଙ୍କ ପାଖରେ ଲାଗିଲେ ଶିଵ ବହୁତ ରାଗି ଯାଇ ଥାନ୍ତି । ବାଇଗଣୀ ରଙ୍ଗ ଜାତୀୟ1 ଫୁଲ ଶିବଙ୍କ ପାଖରେ ଲଗାଇଲେ ଶିଵ ବହୁତ ଖୁସି ହୋଇ ଥାନ୍ତି । ପୁଣି କୁହା ଯାଏ ଯେ ମନ୍ଦାର ଫୁଲ ଶନି ଠାକୁର ଙ୍କ ପାଖରେ ନିହାତି ଲାଗିବା ଅଵଶ୍ୟକ , କାରଣ ଶନି ଦେବତା ନାଲି ରଙ୍ଗର ଫୁଲ କୁ ବହୁତ ଭଲ ପାଇ ଥାନ୍ତି ।

ଏହା ମଧ୍ୟ ଶାସ୍ତ୍ର ରେ ଲେଖା ହୋଇଛି ମନ୍ଦାର ଫୁଲ ଶନି ଦେବତା ପାଖରେ ଲଗାଇଲେ ଶନି ଦେବତା ବହୁତ ଖୁସି ହୋଇ ଥାନ୍ତି । ତେବେ ଠିକ ସେହି ଭଳି ଲଷ୍ମୀ ଙ୍କ ପାଖରେ ମଧ୍ୟ ମନ୍ଦାର ଫୁଲ ଲଗେଇବା ନିହାତି ଆବଶ୍ୟକ । ମନ୍ଦାର ଫୁଲ ଲଷ୍ମୀ ଙ୍କ ପାଦ ପଦ୍ମ ରେ ରଖିବା ଦ୍ୱାରା ମାତା ଲଷ୍ମୀ ବହୁତ ଖୁସି ହୋଇ ଥାନ୍ତି ।

ଏହି ଲଷ୍ମୀ ଠାକୁର କୁ ପଦ୍ମ ଫୁଲ ଦେବା ଦ୍ୱାରା ଠାକୁର ବହୁତ ଖୁସି ହୋଇ ଯାଇ ଥାନ୍ତି । ଯାହା ଫୋଳରେ ବହୁତ ଧନ ସମ୍ପତ୍ତି ଦେଇ ଥାନ୍ତି । ଠିକ ସେହି ଭଳି ମନ୍ଦାର ଫୁଲ ଵିଷ୍ଣୁ ଙ୍କ ପାଖରେ ଦେବା ନିହାତି ଆବଶ୍ୟକ । ମନ୍ଦାର ଫୁଲ କୁ ବିଷ୍ଣୁ ଠାକୁର ବହୁତ ଭଲ ପାଇ ଥାନ୍ତି । ତେବେ ମନ୍ଦାର ଫୁଲ ମଧ୍ୟ ହନୁମାନ ଙ୍କ ପାଖରେ ରହିବା ନିହାତି ରହିବା ଆବଶ୍ୟକ । ହନୁମାନ ମନ୍ଦାର ଫୁଲ କୁ ବହୁତ ଭଲ ପାଇ ଥାନ୍ତି । ତାଙ୍କୁ ଯିଏ ମନ୍ଦାର ଫୁଲ ଦେଇ ଥାଏ ନା ସେ ଜୀବନ ରେ କେବେ କାହାରି ପାଖରେ ହାରେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।