Just another WordPress site

Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, କେବେବି ଅଭାବ ହେବ ନାହିଁ ଧନ ସମ୍ପତ୍ତି…..

0 108

ଅଭାବ ଗୋଟେ ଏମିତି ଜିନିଷ ଯାହା ମଣିଷର କେବେ ହେଲେ ସରେ ନାହିଁ । ଯିଏ ଯେତେ ଧନୀ ହେଇ ଥାଉ ନା କାହିଁକି , ତା ପାଖରେ ଅଭାବ ନିହାତି ଦେଖିବା ପାଇଁ ପଡିବ । କାରଣ ଯିଏ ଗୋଟେ ବାଇକ କିଣିଛି ତାର ଗୋଟେ ଅଭାବ ହେଲା ସିଏ କେମିତି ଗୋଟେ କାର କିଣିବ । ତେବେ ମଣିଷ ର ଅଭାବ ଦୁରେଇବ କେମିତି , ଯଦି ମଣିଷ ନିଜକୁ ଅଳ୍ପ ରେ ସନ୍ତୁଷ୍ଟ କରି ପାରିବ ତାହାଲେ ଯାଇ ଅଭାବ ଦୁରେଇ ଯିବ । ତେଣୁ ଆପଣ ମାନେ କେବେ ହେଲେ ଆଶା କରିବେ ନାହିଁ ।

ଶାଗ ପଖାଳ ରେ ସନ୍ତୁଷ୍ଟ ହୋଇ ଗଲେ ଆପଣଙ୍କର ଚିକେନ୍ ର ଅଭାବ ରହିବ ନାହିଁ । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ କରି ଦେଲେ ଆପଣଙ୍କ ଘରେ କେବଳ ଟଙ୍କା ଦେଖିବା ପାଇଁ ପାଇବେ । ଆପଣଙ୍କ ଘରେ ଲଷ୍ମୀ ବାସ କରିବେ । ଅଭାବ କଣ ଆପଣ ଜାଣି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କଣ କଲେ ଅଭାବ ରହିବ ନାହିଁ ।


ପ୍ରଥମେ ଆପଣ ଜାଣି ଥିବେ ହଳଦୀ ବିଷୟରେ । ଯେଉଁ ହଳଦୀ କୁ ମାରି ସବୁ ଦେବା ଦେବୀ ପୂର୍ବ କାଳରେ ଗାଧାଉ ଥିଲେ । ସେହି ହଳଦୀ ଆପଣ ଆଣିବେ । ଆପଣ ଏଇ ଦୋକାନ ରେ ମିଳୁ ଥିବା ହଳଦୀ ଆଣିବେ ନାହିଁ । ଏହି ହଳଦୀ କୁ ଆଣି ଆପଣ ବାଟି ଦେବେ । ବାଟି ଆଣି ଆପଣ ରୁଷେଇ ଘରେ ରଖି ଦେବେ । ହଳଦୀ ହେଉଛି ଏକ ଏମିତି ଜିନିଷ ଯାହା ସବୁ ପ୍ରକାର ରୋଗ କୁ ଭଲ କରି ଦେବାରେ ବହୁତ ଶକ୍ତି ଅଛି । କିଛି ହଳଦୀ ଆଣି ପ୍ରତେକ ଦିନ ମାତା ଲଷ୍ମୀ ଙ୍କୁ ଆପଣ ଫୋଟରେ ଗାଧେଇ ଦେବେ । ଯଦି ଆପଣଙ୍କ ଘରେ ଲାଷ୍ମୀ ଠାକୁର ନାହାନ୍ତି ତାହାଲେ ଆପଣଙ୍କ ଘରେ ଯେ କୌଣସି ଠାକୁର କୁ ଏହି ହଳଦୀ ପାଣି ରେ ଗାଧେଇ ଦେବେ। ତାହା ଆପଣ ପ୍ରତେକ ଦିନ କରିବେ ।

ସେହି ହଳଦୀ ପାଣି କୁ ଆଣି ଆପଣଙ୍କ ଦୁଆର ମୁଁହ ରେ ପ୍ରତେକ ଦିନ ପକେଇ ଦେବେ । ଦେଖିବେ ଏମିତି କିଛି ଦିନ କଲା ପରେ ମାତା ଲଷ୍ମୀ ଆପଣଙ୍କ ଘରେ ବିଜେ କରିବେ । ପୁଣି ଆହୁରି ଏକ କଥା କୁହା ଯାଇଛି । ଘର ଆଗରେ ଏହି ହଳଦୀ ପାଣି ରେ ଆପଣ ଓଁ ଲେଖି ଦେବେ ଯାହା ଫୋଳରେ ଆପଣଙ୍କ ଘର ଉପରେ କାହାରି ନଜର ପଡିବ ନାହିଁ । ଆପଣଙ୍କ ଘରକୁ କେବେ ହେଲେ ଖରାପ ଶକ୍ତି ପଶି ପାରିବ ନାହିଁ । ପ୍ରତେକ ଗୁରୁବାର ଦିନ ଏହି ହଳଦୀ ପାଣି କୁ ଚୌରା ମୂଳରେ ପକେଇ ଦେବେ ଆଉ ମାତା ଲଷ୍ମୀ କୁ ସ୍ମରଣ କରିବେ । ଦେଖିବେ ଆପଣ ବହୁତ ଟଙ୍କା ଅର୍ଜନ କରିବେ ଏବଂ ଆପଣ ବହୁତ ଧନୀ ମଧ୍ୟ ହୋଇ ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।