
ସରକାର ଙ୍କ ବଡ଼ ନିଷ୍ପତ୍ତି – ନିଜ Wifeଙ୍କ ନାମରେ ଖୋଲନ୍ତୁ ଏହି Account , ଆଉ ପ୍ରତି ମାସରେ ପାଆନ୍ତୁ 50,000 ଟଙ୍କା…ଜାଣ ରଖନ୍ତୁ କିପରି
ସ୍ତ୍ରୀ ଙ୍କ ନାମ ରେ ଖୋଲନ୍ତୁ ଏହି ଏକାଉଣ୍ଟ । ଆଉ ମାସ ଶେଷ ରେ ପାଆନ୍ତୁ 50 ହଜାର ଟଙ୍କା । ନାରୀ ମାନକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କର ଏହା ହେଉଛି ସବୁ ଠାରୁ ବଡ଼ ଯୋଜନା । ନାରୀ ମାନେ କେମିତି ଆଗକୁ ବଢ଼ିବେ ସେଥି ପାଇଁ ସରକାର ଏହି ଯୋଜନା ଟିକୁ ଆରମ୍ଭ କରିବା ପାଇଁ ଯାଉଛନ୍ତି । ତେବେ ଏହି ଯୋଜନା ଟି ଏଇ ବର୍ଷ ଏପ୍ରିଲ ମାସ ରେ ଆରମ୍ଭ କରା ଯାଇ ଥିଲା । ତେବେ ଏହା ବର୍ତ୍ତମାନ ଚାଲୁ ହେବାକୁ ଯାଉଛି ।
ଏହି ନାରୀ ମାନେ ଏବେ ନିଜ ଗୋଡ଼ ରେ ଠିଆ ହୋଇ ପାରିବେ । ସେମାନେ ଏବେ ଆଉ କାହାରିକୁ ଡରିବେ ନାହିଁ । ତେବେ ଯଥା ଶୀଘ୍ର ଯାଇ ଆପଣଙ୍କର ଯଦି ବ୍ୟାଙ୍କ ରେ ଖାତା ଖୋଲି ନାହାନ୍ତି ତାହାଲେ ଯାଇ ଯଥା ଶୀଘ୍ର ଖୋଲି ଦୁଅନ୍ତୁ । ଏବେ ଏହି ଯୋଜନା ରେ ଆପଣ ମାସକୁ 50 ହଜାର ଟଙ୍କା ପେନସନ ପାଇ ପାରିବେ ।
ମହିଳା ମାନକୁ ସ୍ୱାଧୀନ ତଥା ଆତ୍ମ ନିର୍ଭରଶୀଳ କରିବା ପାଇଁ ତାଙ୍କ ନାଁ ରେ ଏକ NPS ଖାତା ଖୋଲିବା ପାଇଁ ପଡିବ । ଯାହା ଏହି କଥା ଖୋଲିବା ଦ୍ୱାରା ଆପଣ ଟଙ୍କା ପାଇ ପାରିବେ । ଯାହା ଫୋଳରେ ତାଙ୍କର 60 ବର୍ଷ ପୂରଣ ହେବା ପରେ। NPS ଏକାଉଣ୍ଟ ରେ ତାଙ୍କୁ ଏକ ଲକ୍ଷ ଟଙ୍କା ଦେବେ । ଏଥି ସହିତ ସେ ପେନସନ ଆକାର ରେ ପଇସା ପାଇ ପାରିବେ । ଏହା ସେ ପ୍ରତି ମାସ ପଇସା ପାଇ ପାରିବେ ।
ଏକ NPS ଏକାଉଣ୍ଟ ରେ ଆପଣ ମଧ୍ୟ ସ୍ଥିର କରି ପାରିବେ ଆପଣ କେତେ ଟଙ୍କା ପାଇ ପାରିବେ । ତେବେ ମହିଳା ମହିଳା ମାନକୁ 60 ବର୍ଷ ପରେ ଆଉ କାହାରି ଆଗରେ ହାତ ପତେଇବେ ପାଇଁ ପଡିବ ନାହିଁ । ତେଣୁ ଆପଣ ମାନେ ଯଥା ଶୀଘ୍ର ହେବ ଗୋଟେ NPS ଏକାଉଣ୍ଟ ଖୋଲି ଦିଅନ୍ତୁ ।ତେବେ ଆପଣ ସୁବିଧା ଅନୁ ସାରେ ଏହି NPS ରେ ଟଙ୍କା ଜମା କରି ପାରିବେ । ଆପଣ ଏହି ଏକାଉଣ୍ଟ ରେ ଯେବେ ଚାହିଁବେ ସେବେ ପଇସା ରଖି ପାରିବେ । ଆପଣ ଚାହିଁଲେ ଏକ ହଜାର କିମ୍ବା ତା ଠାରୁ ଅଧିକ ଟଙ୍କା ରଖି ପାରିବେ ।
ନୂତନ ନିୟମ ଅନୁ ସାରେ ଆପଣ ଯଦି 65 ବର୍ଷ ପର୍ଯ୍ୟନ୍ତ ଟଙ୍କା ରଖି ପାରିବେ ତାହାଲେ ଆପଣ ମାସକୁ 45 ହଜାର ଟଙ୍କା ପାଇ ପାରିବେ। ମୋଟା ମୋଟୀ ଭାବରେ କହିବା ପାଇଁ ଗଲେ ଯଦି ଆପଣ 30 ବର୍ଷ ରୁ 60 ବର୍ଷ ପର୍ଯ୍ୟନ୍ତ ଆପଣ 50 ହଜାର ଟଙ୍କା ରଖି ପାରିବେ ତାହାଲେ ଆପଣ ଏକ କୋଟି ଟଙ୍କା ପାଇ ପାରିବେ । ତେବେ ଯଥା ଶୀଘ୍ର ଯାଇ NPS ଆକାଉଣ୍ଟ ରେ ଗୋଟେ ଖାତା ଖୋଲି ଦିଅନ୍ତୁ , ବହୁତ କାମ ରେ ଆସିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।