Just another WordPress site

ଦେଖନ୍ତୁ ଭିଡ଼ିଓ : ନିମ୍ବ ଗଛରୁ ଝରୁଛି କ୍ଷୀର, ଚାଲିଛି ପୂଜାର୍ଚ୍ଚନା…ଭାଇରାଲ ହେବରେ ଲାଗିଛି ପ୍ରଭୁଙ୍କର ଏହି ଅଦ୍ଭୁତ ଦୃଶ୍ୟ, ଅସମ୍ଭାଳ ଲୋକଙ୍କ ଭିଡ….

0 70

ଆଜି କାଲି ର ଦୁନିଆରେ ଲୋକ ମାନେ ଭିଗଵାନ କୁ ମାନୁ ନାହାନ୍ତି କିନ୍ତୁ ଭୁତ କୁ ବହୁତ ମାନୁ ଛନ୍ତି । ଆମର କହିବା ର କଥା ଆଜି କାଲିର ଲୋକ ମାନେ ଦୁନିଆରେ ଭଗବାନ ଅଛନ୍ତି ବୋଲି ମାନୁ ନାହାନ୍ତି । କିନ୍ତୁ ଭୁତ ଅଛି ବୋଲି ସମସ୍ତେ ମାନୁ ଛନ୍ତି । ଯଦି ସତରେ ଭଗବାନ ଆସି ଠିଆ ହୋଇ ଯିବେ । ତାହାଲେ ଲୋକେ କହିବେ ଭୁତ ଆସି ଥିଲା । ଯଦି ଭଗବାନ ଅଛନ୍ତି , ତାହାଲେ ଗୋଟେ ଲୋକ ଅସୁବିଧା ରେ ପଡି ଥିଲେ କଣ ପାଇଁ ଭଗବାନ ଆସି ସାହାର୍ଯ୍ୟ କରୁ ନାହାନ୍ତି ।

ତେବେ ଭଗବାନ କେବେ ନିଜେ ଆସିବେ ନାହିଁ , ଭଗବାନ ସାହାର୍ଯ୍ୟ କରିବା ପାଇଁ ଅନ୍ୟ କାହାକୁ ପଠେଇ ଦେବେ । ଯେଉଁ ମଣିଷ ମଣିଷ ର ସାହାର୍ଯ୍ୟ କଲା , ସେହି ମଣିଷ ଭଗବାନ ହୋଇ ଯାଏ । ଆପଣ ମାନେ ଶୁଣି ଥିବେ ଯେ ଅମୀକି ଲୋକ କୁ ଭୁତ ଲାଗିଛି । ଅମୀକି ଲୋକ କୁ ମା ସବାର କରି ଛନ୍ତି । ତେବେ ଏହି କଥା ଗୁଡିକ ପ୍ରକୃତ ରେ ସତ ।
ଆଜି ଆମେ ଆପଣଂକୁ ଏମତି କିଛି କଥା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ କହିବେ ସତରେ ଏ ଦୁନିଆ ରେ ଭଗବାନ ଅଛନ୍ତି । ତେବେ ଘଟଣା ଟି ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ରେ , ସେଠାରେ ଗୋଟିଏ ନିମ ଗଛ ରେ ବାହାରୁଚି କ୍ଷୀର । କୁହା ଯାଉଛି ଯେ ସେହି ନିମ ଗଛ ଟି ବହୁତ ପୁରୁଣା ନିମ ଗଛ ଟି । ବର୍ତ୍ତମାନ ସେହି ନିମ ଗଛ ରେ କ୍ଷୀର ବାହାରୁଛି ।

ଅନ୍ୟ ପଟରେ ସେହି ଗ୍ରାମ ରେ ଗୋଟେ ମନ୍ଦିର ରେ ମା ବିଜେ କରି ଛନ୍ତି । ଜଣେ ମହିଳା ଉପରେ ମା ସବାର କରି ଛନ୍ତି । ସେହି ମହିଳା ଜଣଙ୍କ ମଧ୍ୟ କହୁ ଛନ୍ତି ସେହି ଗଛରେ ଠାକୁର ରହୁ ଛନ୍ତି । ସେହି ମହିଳା ଟି ମନ୍ଦିର ଭିତରେ ମଙ୍ଗଳା ପାଖରେ ବସି ଯାଉ ଛନ୍ତି ।ମଥାରେ ତାଙ୍କର କେବଳ ସିନ୍ଦୁର ଲାଗିଛି । ସେ କହୁ ଛନ୍ତି ସେଇ ଗଛ ବହୁତ ପୁରୁଣା ଗଛ । ସେହି ଗଛରେ ମା ମଙ୍ଗଳା ବାସ କରୁ ଛନ୍ତି । ସେହି ନିମ ଗଛ କୁ ଏବେ ଲୋକ ମାନେ ବହୁତ ପୂଜା କରିବାରେ ଲାଗି ଛନ୍ତି ।

ଲୋକ ମାନେ ଗାଧେଇ ସାରି ଆସି ସେଠାରେ ଝରୁ ଥିବା କ୍ଷୀର କୁ ପାଦୁକା ରୂପରେ ପି ଯାଉ ଛନ୍ତି । ଏବେ ସେହି ନିମ ଗଛ କୁ ଗାଁ ର ସମସ୍ତେ ଲୋକ ପୂଜା କରୁ ଛନ୍ତି । ସତରେ ନିଜ ଆଖିରେ ଦେଖିଲେ ଆପଣ ମାନେ ଠିକ ବିଶ୍ୱାସ କରି ପାରିବେ । ଏବେ ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି । otv ରେ ମଧ୍ୟ ଏହି ଭିଡିଓ ଟି ଭାଇରାଲ ହୋଇ ଗଲାଣି । ଏହା ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।