Just another WordPress site

IAS Question- ତାହା କ’ଣ ଅଟେ ଯାହା ପୁଅ ମାନେ ଧଳା ଧଳା କାଢି ଦିଅନ୍ତି ଆଉ ଝିଅ ମାନେ ତାକୁ ପିଇ ଦିଅନ୍ତି……୯୯% ଲୋକ ଏହି ପ୍ରଶ୍ନ ରେ ଫେଲ ମାରିଛନ୍ତି….

0 1,211

ଆଜି କାଲି ଦୁନିଆ ରେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନଇ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧. ପ୍ରଶ୍ନ- ତାହା କଣ ଅଟେ ଯାହା ପୁଅ ମାନେ ଧଳା ରଙ୍ଗର ବାହାର କରିଥାନ୍ତି, ଆଉ ଝିଅ ମାନେ ତାହାକୁ ପିଇ ଯାଆନ୍ତି ?
ଉତ୍ତର-ଆଖିର ଲୁହ, ଲୁହ କୁ ଯୁବକ ମାନେ କାନ୍ଦି କାନ୍ଦି ବାହାର କରିଦିଅନ୍ତି କିନ୍ତୁ ଝିଅ ମାନେ କାହା ଆଗରେ କାନ୍ଦିପାରନ୍ତି ନାହିଁ।ତାହାକୁ ସେମାନେ ଯନ୍ତ୍ରଣା ଭଳି ପିଇ ନିଅନ୍ତି।

୨. ପ୍ରଶ୍ନ-ଭାରତ ତାର ପ୍ରଥମେ ପରମାଣୁ ବୋମା ପରୀକ୍ଷା କେବେ କରିଥିଲା ?
ଉତ୍ତର- ୧୯୭୪ ମସିହାରେ ।

୩. ପ୍ରଶ୍ନ- ଭାରତ ର ସମ୍ବିଧାନ ର ନିର୍ମାତା ବୋଲି କାହାକୁ କୁହାଯାଏ ?
ଉତ୍ତର-ଡ଼. ଆମ୍ବେଦକର ।

୪. ପ୍ରଶ୍ନ-ବାବର କେବେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର- 14 ଫ୍ରେବୃୟାରୀ 1483

୫. ପ୍ରଶ୍ନ- ଭାସ୍କଡାଗାମା କେବେ ଭାରତ ରେ ଜଳପଥ ଆବିଷ୍କାର କରିଥିଲେ ?
ଉତ୍ତର- ୧୪୨୮ ମସିହାରେ ।

୬. ପ୍ରଶ୍ନ- ପ୍ରଥମ ଟେଷ୍ଟ ଟ୍ୟୁବ ବେବି ର ନାମ କଣ ?

ଉତ୍ତର- ଲୁଇସେ ବ୍ରାଉନ ।

୭. ପ୍ରଶ୍ନ-କେଉଁ ଦେଶ କୁ ଧଳା ହାତୀ ର ଦେଶ କୁହାଯାଏ ?
ଉତ୍ତର- ଥାଇଲାଣ୍ଡ ।

୮. ପ୍ରଶ୍ନ-ସେଇଟା କେଉଁ ଜିନିଷ ଯେଉଁଟା କୁ ସମସ୍ତେ ଖାଆନ୍ତି ହେଲେ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର- ପୋଲିଓ

୯.ପ୍ରଶ୍ନ- କାହାକୁ କିଛି ଖାଇବାକୁ ଦେଲେ ବଂଚିଯାଏ କିନ୍ତୁ ପାଣି ଦେଲେ ମରିଯାଏ ?
ଉତ୍ତର- ପାଣି

୧୦.ପ୍ରଶ୍ନ- ତାହା କଣ ଅଟେ ଯାହା ଗରିବ ମାନେ ଫିଙ୍ଗି ଦିଅନ୍ତି ଆଉ ଧନୀ ମାନେ ପକେଟ ରେ ରଖନ୍ତି ?
ଉତ୍ତର-ସିଙ୍ଗାଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।