
ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ – ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲା ଏହି ଦୃଶ୍ୟ ! ବୁଢା ବାପା ମାଆଙ୍କୁ କାନ୍ଧରେ ୪୦ km ବୋହି ନେଲା ପୁଅ, ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ଆଜି ଆମେ ଆପଣଂକୁ ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣ ଶୁଣିବା ପରେ ଆଖିରୁ ଲୁହ ଆସି ଯିବ । ତେବେ ଜଣେ ଯୁବକ ନିଜ ବାପା ମାକୁ କାନ୍ଧ ରେ ବସାଇ ନେଇ ନ୍ୟାୟ ପାଇବା ପାଇଁ କୋର୍ଟ ର ଦ୍ୱାରାସ୍ତ ହେବାକୁ ଯାଉଛି । ଏମିତି ଦୁଃଖ କାହାଣୀ ଆପଣ କେବେ ହେଲେ ଶୁଣି ନ ଥିବେ । ତେବେ ଏହି ଘଟଣା ଟି ଦେଖିବା ପାଇଁ ମିଳିଛି ଓଡିଶା ର ମୟୁରଭଞ୍ଜ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି ।
ମୟୁରଭଞ୍ଜ ର ମୁରୁଡ଼ା ଅଞ୍ଚଳରେ ଏକ ଅଭାବ ନିୟ ଘଟଣା ଦେଖିବା ପାଇଁ ମିଳିଛି । ତେବେ ଘଟଣା ଟିରେ ଦେଖିବା ପାଇଁ ମିଳିଛି ଜଣେ ପୁଅ ନ୍ୟାୟ ପାଇବା ପାଇଁ ତାର ନିଜ ବାପା ମା କୁ କାନ୍ଧ ରେ ବସେଇ ନେଇ କୋର୍ଟ କୁ ଯାଉଛି । ତେବେ ଏବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା ।
କାର୍ତ୍ତିକ ସିଂ ନାମକ ଏକ ବ୍ୟକ୍ତି , ତାଙ୍କ ଘର ମୟୁରଭଞ୍ଜ ର ମୁରୁଡ଼ା ଅଂଚଳ ରେ ଅବସ୍ଥିତ । ତେବେ 2009 ମସିହା ରେ ତାଙ୍କ ନାମ ଏକ କେଶ ହୋଇ ଥିଲା । ଯାହା କି ସେ ସେହି କେଶ ରେ ସାମିଲ ନ ଥିଲେ , କିନ୍ତୁ ପୋଲିସ ତାଙ୍କୁ ଆରେଷ୍ଟ କରି ନେଇ 18 ଦିନ ପାଇଁ ଥାନା ରେ ରଖି ଦେଇ ଥିଲେ । କାର୍ତ୍ତିକ ସିଂ ଏକ ଦିନ ମଜୁରିଆ ଲୋକ , ସେ ଯେତେ ବେଳେ ଥାନା ରୁ ଆସିଲେ ତାଙ୍କୁ ଲୋକେ ଆଉ କାମ ଦେଲେ ନାହିଁ ।
#WATCH: Tribal man in Odisha’s Mayurbhanj travels 40 kms on foot carrying his parents seeking justice in an alleged fake case against him. pic.twitter.com/ULn6KGLLba
— ANI (@ANI) September 1, 2017
ତେବେ ଏହି ସମୟରେ ତାଙ୍କ ପାଖ ରେ ଗୋଟେ ହେଲେ ପଇସା ନାହିଁ । ଚଳିବା ପାଇଁ ମଧ୍ୟ ଗୋଟେ ଟଙ୍କା ନାହିଁ । ତେଣୁ ସେ ଭାବିଲେ ଏଥି ପାଇଁ କେବଳ ପୋଲିସ ଦାଇ ସେଥି ପାଇଁ ସେ ଏବେ ତାଙ୍କ ବାପା ମାଆଙ୍କୁ କାନ୍ଧ ରେ ବସାଇ କୋର୍ଟ କୁ ଯାଉ ଛନ୍ତି ନ୍ୟାୟ ପାଇବା ପାଇଁ ।ତେବେ ସେ ବର୍ତ୍ତମାନ 40 କିମି ବାଟ ଚାଲି ସାରି ଲେଣି । ଆପଣ ମାନକୁ ଆଶ୍ଚର୍ଯ୍ୟ ଲାଗୁ ଥିବ ଯେ ଜଣେ ମଣିଷ କେମିତି ଏତେ ବାଟ ଚାଲି ପାରିବ ।
ଏହା ସତ ଯେ ସେ 40 କିମି ବାଟ ଚାଲି ଯାଇଛି , ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଚାଲିକି ଯିବା ପାଇଁ । ବିନା କାରଣ ରେ ପୋଲିସ ତାକୁ 18 ଦିନ ଧରି ଜେଲ ରେ ରଖିଲା । ପୁଣି ତାକୁ ଛାଡି ଦେଲା । ତେଣୁ ସେ ଆଜି ଗୋଟେ ଅପରାଧୀ ପାଲଟି ଗୋଲା ଯାହା ଫୋଳରେ ସେ ଆଜି କାମ ପାଉ ନାହିଁ । ଘର ଚଲେଇବା ପାଇଁ। ମଧ୍ୟ ତା ପାଖରେ ପଇସା ନାହିଁ । ତେଣୁ ସେ ଆଜି ନ୍ୟାୟ ପାଇବା ପାଇଁ ଏତେ ବାଟ ଚାଲି ଚଲି ଯାଉଛି । ତେଣୁ ଭଗବାନ ଙ୍କୁ ଡାକନ୍ତୁ ଯେ ସେ ତାକୁ ଯେମିତି ନ୍ୟାୟ ମିଳୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।