Just another WordPress site

IAS ପ୍ରଶ୍ନ – ଏମିତି କେଉଁ ଜିନିଷ ଝିଅ ମାନଙ୍କର ବଢେ ନାହିଁ କିନ୍ତୁ ପୁଅ ମାନଙ୍କର ଶୀଘ୍ର ବଢି ଯାଏ ? ଅକାତ ଅଛି ତ ଉତ୍ତର ଦେଇ କି ଦେଖାଅ..

0 153

ଆଜିର ସବୁ ଠାରୁ ବଡ଼ ପ୍ରଶ୍ନ , ଏମିତି କେଉଁ ଜିନିଷ ରହିଛି ଯୋଉଟା ପୁଅ ମାନଙ୍କ ର ବହୁତ ଜଲ୍ଦି ବଢି ଯାଇ ଥାଏ , କିନ୍ତୁ ଝିଅ ମାନଙ୍କ ର ବଢେ ନାହିଁ । ଆଜିର ଦୁନିଆ ରେ ସମାଜ ଯେତେ ଆଗକୁ ଯାଉଛି ଜନ ସଧାରଣ ସେତେ ଆଗକୁ ଯାଉଛି । ଆପଣ ମାନେ ଚିନ୍ତା କରନ୍ତୁ , ଆଗରୁ ଲୋକ ମାନେ ପାଠ ପଢୁ ନ ଥିଲେ , କିନ୍ତୁ ଏବେକାର ଲୋକ ମାନେ ବହୁତ ପାଠ ପଢୁ ଛନ୍ତି । ଆଗରୁ ଲୋକ ମାନେ ତୃତୀୟ ଫେଲ ହେଇ ଯାଉ ଥିଲେ କିନ୍ତୁ ଚାକିରୀ ଟିଏ କରୁ ଥିଲେ । କିନ୍ତୁ ଏବେ ଲୋକ ବହୁତ ପାଠ ପଢୁ ଛନ୍ତି କିନ୍ତୁ ସେମାନେ ଚାକିରୀ ପାଉ ନାହାନ୍ତି ।

ଆଗ କାଳରେ ଲୋକ ମାନେ ବିବାହ ପାଇଁ ଅତି ସହଜ ରେ ଝିଅ ପାଇ ଯାଉ ଥିଲେ । ସେଥି ପାଇଁ ସେମାନେ ଚାକିରୀ କରିବା ପାଇଁ ପସନ୍ଦ କରୁ ନ ଥିଲେ । କିନ୍ତୁ ଏବେ ଚାକିରୀ କରି ଥିଲେ ଝିଅ ମିଳୁ ଛନ୍ତି । ସେଥି ପାଇଁ ଝିଅ ଆଜି କାଲି ଯୁଗରେ ଟୋକା ଝିଅ ପାଇଁ ଚାକିରୀ କରିବା ପାଇଁ ଯାଉ ଛନ୍ତି । ସେଥି ପାଇଁ ଆପଣ ମାନକୁ କିଛି ଏମିତି ପ୍ରଶ୍ନ ବିଷୟରେ ଜାଣିବା ପାଇଁ ପଡିବ ଯେଉଁ ପ୍ରଶ୍ନ ପରୀକ୍ଷା ରେ ପଡିବ ।
1, ଏମିତି କେଉଁ ଜିନିଷ ରହିଛି ଯେଉଁ ଜିନିଷ ଟି ଝିଅ ମାନଙ୍କ ର ବଢେ ନାହିଁ , କିନ୍ତୁ ପୁଅ ମାନଙ୍କର ବହୁତ ଜଲ୍ଦି ବଢି ଯାଇ ଥାଏ ।
ଉ, ନିସ ଓ ଦାଢ଼ି ।

2, କେଉଁ ଦେଶରେ ଫୁଲ ଦେଖିବା ପାଇଁ ମିଳେ ନାହିଁ ।
ଉ, ସ୍କିକୁ ଦେଶ ରେ ଫୁଲ ଦେଖିବା ପାଇଁ ମିଳେ ନାହିଁ ।

3, ରାସ୍ତା ରେ ଚାଲୁ ଚାଲୁ ଧରିକି ମୁଁହ ରେ ଘଷି ଦେଲି । ସେଇ ଜିନିଷ ଟି କଣ ।
ଉ, ରାସ୍ତା ରେ ଆମେ ଦାନ୍ତ ଘଷି ଥାଉ ।
4, ଦେଶରେ କେବେ ଜାତୀୟ କଂଗ୍ରେସ ଗଠିତ ହୋଇ ଥିଲା ।
ଉ, ଦେଶରେ 1885 ମସିହା ରେ ଜାତୀୟ କଂଗ୍ରେସ ଗଠିତ ହୋଇ ଥିଲା ।

5, ଚୋଉଠି ରାତି ରେ ଜଣେ ପୁଅ ଗୋଟେ ଝିଅ କୁ କଣ ଧଳା ଧଳା ଦେଇ ଥାଏ ।
ଉ, ସେହି ଜିନିଷ ଟି ହେଉଛି କ୍ଷୀର , ଏଗୁଡିକ ଟିକେ ମଜାଳିଆ ପ୍ରଶ୍ନ ।

6, ରାସ୍ତା ରେ ଯାଉ ଯାଉ ଖୋସିରି ପଡି ଗଲି ଆଉ ତା ପରେ ଝିଅ ର ଦେଖି ନେଲି ଦିଇଟି ବଡ଼ ଜିନିଷ ।
ଉ, ଝିଅ ର ଦୁଇଟି ବଡ ବଡ ଡ୍ରେସ ।

7, ଖାଇ ସାରିବା ପରେ ମଣିଷ କୁ କେତେ ସମୟ ରେ ପାଣି ପିଇବା ଉଚିତ ।
ଉ, ଖାଇ ସାରିବା ପରେ ମଣିଷ କୁ 30 ମିନିଟ ପରେ ନିହାତି ପାଣି ପିଇବା ଅଵଶ୍ୟକ , ପାଣି ଖାଇ ସାରି ଖାଇବା ପରେ ଦେହରେ ପାଚନ ଶକ୍ତି କମି ଯାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।