Just another WordPress site

ପ୍ରଥମ ଥର ପାଇଁ ଦେଖା ଗୋଲା ଏମିତି ଲାଲି ରଙ୍ଗର ନାଗ, ଶିବ ଭକ୍ତ ହୋଇଥିଲେ ନିଶ୍ଚୟ ସେୟାର କରନ୍ତୁ……ଦେଖନ୍ତୁ ଭିଡିଓ

0 100

ଏବେ ଏବେ ଗୋଟେ ଭିଡିଓ ଭାଇରାଲ ହୋଇଛି । ତେବେ ଭାଇରାଲ ଭିଡିଓ ରେ ଦେଖିବା ପାଇଁ ମିଳିଛି ଗୋଟେ ନାଲିଆ ନାଗ । ଆପଣ ମାନେ ଧଳା ନାଗ ଏବଂ କଳା ନାଗ ମଧ୍ୟ ଦେଖି ଥିବେ କିନ୍ତୁ ନାଲିଆ ନାଗ ଆପଣ ମାନେ କେବେ ହେଲେ ଦେଖି ନ ଥିବେ । ଏବେ ବହୁତ ଜୋର ରେ ଏହି ନାଲିଆ ନାଗ ଟି ଦେଖିବା ପାଇଁ ମିଳୁଛି । ତେବେ ଏହି ନାଲିଆ ନାଗ ଟି ଆସିଲା କୋଉଠି ଯାହା ଏବେ ଚର୍ଚା ର ବିଷୟ ପାଲଟି ଯାଇଛି ।

ତେବେ ଏହି ନାଲିଆ ନାଗ ଟି ଗୋଟେ ମନ୍ଦିର ଭିତରୁ ଆସିଛି ବୋଲି କିଛି ସାଧୁ ମାନେ କହିଛନ୍ତି । ଗତ ରବିବାର ଦିନ ଏହି ନାଗ ଟିକୁ ଦେଖିବା ପାଇଁ ମିଳି ଥିଲା । କୁହା ଯାଏ ଯେ ସଂସାର ଯେତେ ବେଳେ ଧ୍ୱଂସ ଆଡକୁ ଗତି କରିବ ସେହି ସମୟରେ ଏହି ନାଗ ଗିଡିକୁ ଦେଖିବା ପାଇଁ ମିଳିବ ।
ଯେତେ ବେଳେ ଭୋଳା ନାଥ ଶିଵ ରାଗି ଯାଇ ଥାନ୍ତି , ସେତେ ବେଳେ ଏହି ନାଗ ପୃଥିବି ପୃଷ୍ଟ କୁ ବାହାରି ଆସେ । ଯଦି ଆପଣ କଳା ନାଗ କୁ ଦେଖିବା ପାଇଁ ପାଉଚ , ତାହାଲେ ଆପଣଙ୍କର ଓ ଏ ସଂସାର ପାଇଁ ଭଲ ହୋଇ ପାରିବ , କିନ୍ତୁ ଆପଣଂକୁ ନାଗ ଏବଂ ନାଗୁଣି କୁ ଦେଖିବା ପାଇଁ ପଡିବ । କିନ୍ତୁ ଆଜି ଏହି ଘଟଣା ଟି ଉତରପ୍ରଦେଶ ର ତିରନାଗ ଅଂଚଳ ରେ ଏହି ଭଳି ଘଟଣା ଦେଖିବା ପାଇଁ ମିଳିଛି ।

ଏହି ଭଳି ନାଗ କେଉଁ ଠାରେ ଦେଖିବା ପାଇଁ ମିଳି ନ ଥିଲା । କିନ୍ତୁ ଏହି ନାଗ ଟି ପ୍ରଥମ ଥର ପାଇଁ ଦେଖିବା ପାଇଁ ମିଳିଛି । ସେଥିପାଇଁ ଆଜି ଏହି ନାଗ ର ଫୋଟ ବହୁତ ଚର୍ଚା ରେ ଦେଖିବା ପାଇଁ ମିଳୁଛି । କିଛି ଲୋକ କହୁ ଛନ୍ତି ଏହି ନାଗ ଟିକୁ ମନ୍ଦିର ଭିତରେ ରଖିବା ପାଇଁ । କିନ୍ତୁ ମନ୍ଦିର ର ପୂଜାରୀ କହିଛନ୍ତି ଯେ ଏହି ନାଗ ଟିକୁ ମନ୍ଦିର ଭିତରେ ରଖା ଯାଉ କିନ୍ତୁ , ଗୋଟେ ବାକ୍ସ ଭିତରେ ରଖା ଯାଉ ।ଛୋଟ ବାକ୍ସରେ ଗୋଟେ କୋଣା କରି ରଖା ଯାଉ ।

ତେବେ ଏହି ସମୟରେ କେହି ଜଣେ ବନ ବିଭାଗ କୁ ଫୋନ କରି ଦେଇ ଥିଲା । ଆଉ ତା ପରେ ବନ ବିଭାଗ ଆସି ସେହି ସାପ ଟିକୁ ସେଠାରୁ ଉଦ୍ଧାର କରି ଥିଲେ । ଆଉ ତା ପରେ ନାଗ ଟିକୁ ନେଇ ଗୋଟେ ଜଙ୍ଗଲ ଭିତରେ ଛାଡି ଦେଇ ଥିଲେ । ଏମିତି ନାଲିଆ ନାଗ ପ୍ରଥମ ଥର ଦେଖିବା ପାଇଁ ମିଳି ଥିଲା । ଏହି ନାଗ କୁ ଯେଉଁ ମାନେ ଦର୍ଶନ କରି ଛନ୍ତି , ସେମାନଙ୍କ ଜୀବନ ବହୁତ ସାର୍ଥକ ହୋଇ ଯାଇଛି ।ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।