Just another WordPress site

ସ୍ବାମୀ ବଞ୍ଚିଥାଉ ଥାଉ ଦିଅରଙ୍କୁ ବିବାହ କରିଲା ଭାଉଜ….ଭାଉଜ ଭିଡ଼ିଓ କରି Online ରେ କରିଦେଲେ ଭାଇରାଲ, ଦେଖନ୍ତୁ ଭିଡିଓ

0 146

ସ୍ୱାମୀ ଥାଉ ଥାଉ ଭାଉଜ କୁ ବିବାହ କରିଲା ଦିଅର , ଭିଡିଓ ହେଲା ଭାଇରାଲ । ଆଜି ର ସମାଜରେ ଝିଅ ମାନେ ବିବାହ କରି ସାରିବା ପରେ ସ୍ବାମୀ ବିନା ପାଣି ଦେଖି ନ ଥାନ୍ତି , ସ୍ୱାମୀ ବିନା ପାଣି ମଧ୍ୟ ଛୁଇଁ ନ ଥାନ୍ତି । ଝିଅ ମାନେ ଝିଅ ଥିବା ବେଳେ ସବୁ ପ୍ରକାର ଭୁଲ କରି ଥାନ୍ତି , କିନ୍ତୁ ଝିଅ ମାନେ ବିବାହ କରି ସାରିବା ପରେ ସେମାନେ କୌଣସି ଭୁଲ କରି ନ ଥାନ୍ତି , କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ , ତାହା ଆପଣ ଶୁଣିବା ପରେ ନିଜକୁ ଖରାପ ଲାଗିବ ।

ସ୍ୱାମୀ ଥାଉ ଥାଉ ଦିଅର କୁ କଲେ ବିବାହ । ତେବେ ଘଟଣା ଟି ମଧ୍ୟପ୍ରଦେଶ ରେ ଦେଖିବା ପାଇଁ ମିଳିଛି । ଏହି ଭଳି ଘଟଣା ଆପଣଂକୁ ବହୁତ ଥର ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳୁ ଥିବ । ତେବେ ଆସନ୍ତୁ ଜାଣିବା ଘଟଣା କ’ଣ ।
ମଧ୍ୟ ପ୍ରଦେଶ ରେ ଜଣେ ସ୍ୱାମୀ ଏବଂ ଅନ୍ୟ ଜଣେ ସ୍ତ୍ରୀ ବିବାହ କରି ଥିଲେ । ବିବାହ କରି ସାରିବା ପରେ ତାଙ୍କ ମଧ୍ୟ ରେ ଭଲ ସଂପର୍କ ଥିଲା କିନ୍ତୁ ହଟାତ ତାଙ୍କ ଦିଅର ଆସି ତାଙ୍କ ଘର ପହଂଚି ଥିଲେ ।
ତେବେ ଦିଅର ଟି ବହୁତ ଭଲ ଦେଖିବା ପାଇଁ ଥିଲେ । ବୟସ ତାଙ୍କର 25 ବର୍ଷ ଥିଲା । ସେ 5 ଫୁଟ 4 ଇଂଚ ର ଲମ୍ବା ଥିଲେ । କହିବା ପାଇଁ ଗଲେ ଦିଅର ବହୁତ ଭଲ ଦେଖିବା ପାଇଁ । କିନ୍ତୁ ହଟାତ ଦିଅର ଭାଉଜ ଙ୍କ ର ପ୍ରେମର ସମ୍ପର୍କ ଗଢି ଉଠି ଥିଲା । ଆଉ ତା ପରେ ସ୍ବାମୀ ପଳେଇଲେ ତାଙ୍କ ମଧ୍ୟ ରେ ଗଢି ଉଠୁ ଥିଲା କିଛି ଅଲଗା ସମ୍ପର୍କ । ତେବେ ଏଭଳି ସମ୍ପର୍କ ଆଉ ବେସି ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା ।

ଭାଉଜ ମଧ୍ୟ ଦିଅର ପ୍ରେମରେ ସମ୍ପୂର୍ଣ୍ଣ ମଗ୍ନ ହୋଇ ଯାଇ ଥିଲେ । ଭାଉଜ ମଧ୍ୟ ତାଙ୍କ ସ୍ୱାମୀ ଙ୍କୁ ପ୍ରେମ ନ କରି ଦିଅର କୁ ପ୍ରେମ କରିବାରେ ଲାଗି ଥିଲେ । କିନ୍ତୁ ସତଟା କେବେ ହେଲେ ଲୁଚି ରୁହେ ନାହିଁ । ଦିନେ ରାତିରେ ଭାଉଜ କୁ ଡାକି ଥିଲେ ଦିଅର । ତାଙ୍କ ମଧ୍ୟ ରେ ଚାଲି ଥିଲା ଲିଳା । ଠିକ ସେହି ସମୟରେ ତାଙ୍କ ସ୍ୱାମୀ ସେମାନଙ୍କ ଦୁଇ ଜଣକୁ ଦେଖି ନେଇ ଥିଲେ ।

ଆଉ ତାଙ୍କ ଶାଶୁ ଓ ଶଶୁର ମଧ୍ୟ ଦେଖି ନେଇ ଥିଲେ । ତେଣୁ ଏହି ସମୟରେ ତାଙ୍କୁ ବହୁତ ପିଟି ଥିଲେ । ଯାହା ଫୋଳରେ ରାଗରେ ଭାଉଜ ଦିଅର ଯାଇ ମନ୍ଦିର ରେ ବିବାହ କରି ଥିଲେ । ଯାହା ଏବେ ଏହି କଥା ଟି ବହୁତ ଭାଇରାଲ ହେବାରେ ଲାଗିଛି । ତେଣୁ ଆପଣ ମାନେ କେବେ ଏଭଳି ଭୁଲ କରନ୍ତୁ ନାହିଁ ଯୋଉଥି ପାଇଁ ଆପଣଙ୍କର ସମ୍ମାନ ନଷ୍ଟ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।