Just another WordPress site

IAS Question- ତାହା କ’ଣ ଯାହା ଗାଈ ମାନଙ୍କର ପଛରେ ଥାଏ ମହିଳା ମାନଙ୍କର ଆଗରେ ଥଏ ?

0 171

ଆଜି କାଲିର ପିଲା ମାନେ ପାଠ ରେ ବହୁତ strong ହୋଇ ଥିବା ବେଳେ ଶାଠ ରେ କିନ୍ତୁ ବହୁତ ଦୁର୍ବଳ ଅଟନ୍ତି । ଆପଣ ମାନେ ମଧ୍ୟ ଦେଖି ଥିବେ ଯେଉଁ ପିଲା ମାନେ ପାଠ ଭଲ ପଢୁ ଥିବେ ସେମାନେ କାମ ଭଲ କରି ପାରୁ ନ ଥିବେ । ଜଣେ ମଣିଷ ଜନ୍ମ ହେବା ପାଖରୁ ମୃତୁ ପର୍ଯ୍ୟନ୍ତ ତାର ବହୁତ କିଛି ଶିଖି ବାର ରହିଛି ।

ଆଜି କାଲି ର ଦୁନିଆ ରେ ଚାକିରୀ ଗୋଟେ ପାଇବା ଏତେ କଷ୍ଟ କର ହୋଇ ପଡ଼ିଲାଣି ତାହା କହି ହେବ ନାହିଁ । ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ଆଗ କାଳରେ ଲୋକ ମାନେ ପଞ୍ଚମ ପାସ କରି ଚାକିରୀ କରୁ ଥିଲେ , କିନ୍ତୁ ଆଜିର ଯୁଗରେ ଜଣେ ପିଲା PG କରି ମଧ୍ୟ ଗୋଟେ ଚାକିରୀ ପାଇବା ତା ପାଇଁ ବହୁତ କଷ୍ଟ କର ହୋଇ ପଡୁଛି ।
ଆଜି କାଲି ର ପିଲା ମାନେ ପାଠ ପଢି ନିଜ ବୟସ କୁ ବର୍ବାଦ କରି ଦେଉ ଛନ୍ତି , ଶେଷରେ ସେମାନଙ୍କୁ ଚାକିରୀ ମିଳିବା ବହୁତ ମଧ୍ୟ କଷ୍ଟ କର ହୋଇ ପଡୁଛି । ତେବେ କେବଳ ଯେ ବହି ଭିତରୁ ପ୍ରଶ୍ନ ପଡୁଛି ତାହା ନୁହେଁ , ବହି ବାହାରୁ ମଧ୍ୟ ବହୁତ ଗୁଡିଏ ପ୍ରଶ୍ନ ଆସେ ଯାହା ବହୁତ ଥର ପରୀକ୍ଷା ରେ ପଡି ଥାଏ । ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିବା ।

1, ପାକିସ୍ତାନ ଲାହର ରୁ ଜଣେ ଶିଶୁ ଜନ୍ମ ନେଉଛି , କିନ୍ତୁ ସେ ପାକିସ୍ତାନୀ ନୁହେଁ , ଏହାର କାରଣ କଣ ।
ଉ, କାରଣ ସେ 1947 ମସିହା ପୂର୍ବରୁ ଜନ୍ମ ନେଇଛି ।

2, ଏମିତି କେଉଁ ଜିନିଷ ରହିଛି ଯାହା କି ଖାଇବା ପାଇଁ କିଣା ଯାଇ ଥାଏ କିନ୍ତୁ ଖିଆ ଯାଇ ନ ଥାଏ ।
ଉ, ଆପଣ ମାନେ ପ୍ଲେଟ ଖାଇବା ପାଇଁ କିଣି ଥାନ୍ତି କିନ୍ତୁ ଆପଣ ଏହାକୁ ଖାଇ ନ ଥାନ୍ତି ।

3, ମଣିଷ ପରେ ବୁଦ୍ଧିମାନ କାହାକୁ କୁହାଯାଏ ।
ଉ, ଡ଼ଲଫିନ ।

4, ଖାଇବା ସମୟରେ କାହାକୁ ଡାକିବା ନିହାତି ଆବଶ୍ୟକ ।
ଉ, ଭଗବାନ ଙ୍କୁ ।

5, ଦେଶର ସବୁ ଠାରୁ ଉଚ୍ଚ ଶୃଙ୍ଗ ର ନାମ କଣ ।
ଉ, ଦେଶର ସବୁ ଠାରୁ ଉଚ୍ଚ ଶୃଙ୍ଗ ର ନାମ ହେଉଛି ଏଭେରେଷ୍ଟ ।

6.ତାହା କ’ଣ ଯାହା ଗାଈ ମାନଙ୍କର ପଛରେ ଥାଏ ମହିଳା ମାନଙ୍କର ଆଗରେ ଥଏ ?
ଉ-W
7. ମହିଳା ମାନେ ଯେଉଁ ବ୍ରା କୁ ବ୍ୟବହାର କରନ୍ତି ତାକୁ ହିନ୍ଦୀ ରେ କଣ କଣ କହି ଥାନ୍ତି ।
ଉ, ଏହାର ଉତ୍ତର ଦେବାକୁ ଜଣେ ଛୁଆ କହିଲେ , ହିନ୍ଦୀ ରେ ବ୍ରା କୁ କଟି ପଟ ବୋଲି କୁହାଯାଏ , ସେହି ଭଳି ଆଉ ଜଣେ ଛାତ୍ର କହିଲେ ଅନ୍ତ ବସ୍ତ୍ର , ସେହି ଆଉ ଜଣେ କହିଲେ , ଚୁଡି ଗୁଡିକର ବୋଲି କୁହାଯାଏ । ତେବେ ଏହି ଭଳି ପ୍ରଶ୍ନ ବହୁତ ସମୟରେ ଦେଖିବା ପାଇଁ ମିଳି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।