Just another WordPress site

ବିପିନ ରାୱତ ଙ୍କ ହେଲିକପ୍ଟର କଣ ପାଇଁ କ୍ରାସ ହେଲା , ଏହାର ପଛରେ ଚୀନ ର ହାତ ଅଛି କି । ପୁରା ଘଟଣା ଟି ଜାଣନ୍ତୁ ।

0 66

କଥାରେ ଅଛି ଜୀବନ ହେଉଛି ପାଣି ଫୋଟୋକା ଆସିଛି ଏକା ଯିବା ଏକା । କାହାର କେତେ ବେଳେ କଣ ହେବ ତାହା କହି ହେବ ନାହିଁ । ଆମେ ମାନେ ହେଲୁ ଭଗବାନ ଙ୍କ ଆଗରେ ଗୋଟେ ଗୋଟେ ଖେଳନା । ତେଣୁ ଯାତ୍ରା ସାରିଗଲେ ଯେମିତି କଳା କାର ଫେରି ଯାଏ ଠିକ ସେହି ଭଳି ଆମ ମାନଙ୍କର କର୍ମ ସରି ଗଲେ ଆମର ସମୟ ସରି ଯାଇ ଥାଏ । ଆଉ ଆମକୁ ଭଗବାନ ତାଙ୍କ ପାଖକୁ ନେଇ ଯାଇ ଥାନ୍ତି । ଭଲ କାମ କଲେ ତାଙ୍କ ପାଖକୁ ଯାଇ ଥାଉ ଆଉ ଖରାପ କାମ କଲେ ସବୁ ଦିନ ପାଇଁ ଏଇ ପୃଥିବି ପୃଷ୍ଟ ରେ ପ୍ରେତ ହୋଇ ରହି ଯାଉ ।

ଆଜି ଆମେ ଆପଣଂକୁ ସେହି ଦେଶ ର ବିର ପୁରୁଷ ବିଷୟରେ କହିବା ପାଇଁ ଯାଉଛୁ । ଯାହାଙ୍କର ନାମ ସିଭିଲ ଜେନେରାଲ ବିପିନ ରାବତ ଙ୍କ ବିଷୟରେ , କଣ ହୋଇ ଥିଲା ସେ ଦିନ , କଣ ପାଇଁ ବିପିନ ରାବତ ଙ୍କର ହେଲିକପ୍ଟର କ୍ରାସ ହୋଇ ଯାଇ ଥିଲା ଏହାର କାରଣ କଣ । ଆସନ୍ତୁ ସବୁ କଥା ଗୁଡିକ ଜାଣିବା ।

ସେଦିନ ଥିଲା ବୁଧବାର , ଆଉ କାଳ ପରି ମାଡି ଆସିଥିଲା ବିପିନ ରାବତ ଙ୍କ ମୃତୁ । ଠିକ ଦିନ 2 pm ସମୟରେ ତାମିଲନାଡୁ ର କୁନୁର ଅଂଚଳରେ ଦେଖିବା ପାଇଁ ମିଳି ଥିଲା । ଆଉ କିଛି ସମୟ ହୋଇ ଥିଲେ ହେଲିକପ୍ଟର ଟି ଲେଣ୍ଡ କରି ଥାନ୍ତା , କିନ୍ତୁ କ୍ରାସ ହୋଇ ଗଲା କୁନୁର ପାହାଡରେ । ତେବେ ଏହାର ପ୍ରକୃତ କାରଣ ହେଉଛି ପାଣି ପାଗ ରେ ବିଘ୍ନତା ଦେଖା ଦେବ ।

ସେଦିନ ଥିଲା ମେଘୁଆ ସେଥି ପାଇଁ ହେଲିକପ୍ଟର ଚାଳକ କୁ କିଛି ଦେଖା ହେଇ ନ ଥିଲା ଯାହା ଫୋଳରେ କ୍ରାସ ହୋଇ ଥିଲା । ତାମିଲ ନାଡୁ ର କୁନୁର ଅଂଚଳରେ ଏହି ଘଟଣା ଟି ଘଟି ଥିଲା । ଯାହା ଫୋଳରେ ବିପିନ ରାବତ ଙ୍କର ପତ୍ନୀ ମଧ୍ୟ ଏହି କ୍ରାସ ରେ ମୃତୁ ବରଣ କରି ଥିଲେ । ତା ସହିତ ଏହି ଘଟଣା ରେ ଆହୁରି 9 ଜଣ ଦେଶ ଯବାନ ମରି ଯାଇ ଥିଲେ ।


ସେଥି ମଧ୍ୟ ରୁ ଜଣେ ଓଡ଼ିଆ ଯବାନ ମଧ୍ୟ ମରି ଯାଇ ଥିଲେ । ତେବେ ଏହି ଘଟଣା ଟିର ତଦାରଖ ଏବେ ଏଆରପୋର୍ଟ ର ଜଣେ ମୁଖ୍ୟ କରିବା ପାଇଁ ଯାଉ ଛନ୍ତି । ସେ ଦେଶକୁ ଜଣାଇବେ କଣ ପାଇଁ ହେଲିକପ୍ଟର କ୍ରାସ ହେଲା । ଏହା ଥିଲା ଅତ୍ୟାଧୁନିକ A17 ହେଲିକପ୍ଟର ଯାହା ରୁଷିଆ ରୁ ଆସି ଥିଲା ଏଥିରେ ରହି ଥାଏ ଦୁଇଟି ଇଞ୍ଜିନ । ପୃଥିବି ର ଏକ ଦମଦାର ହେଇକପ୍ଟର କେମିତି କ୍ରାସ ହେଲା , ଏହା କ୍ରାସ ହେବାର କୌଣସି ଚୀନ ର ହାତ ନାହିଁ ତ । ଏଥି ପାଇଁ ଚୀନ କହିଛି ଭାରତ ରେ କୌଣସି ସୁରକ୍ଷା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।