Just another WordPress site

ଝିଅ ମାନଙ୍କର କେଉଁ ଜିନିଷ ଟି ପୁଅ ମାନକୁ ବହୁତ ଆକର୍ଷିତ କରି ଥାଏ । ଦମ ଅଛି ଯଦି ଉତ୍ତର ଦିଅ ?

0 184

ଝିଅ ମାନଙ୍କର କେଉଁ ଜିନିଷ ଟି ପୁଅ ମାନକୁ ବେସି ଅକର୍ଷିତ କରି ଥାଏ । ଏହି ପ୍ରଶ୍ନ ଟି ର ଉତ୍ତର କେହି ଦେଇ ପାରିଲେ ନାହିଁ । ଏ ବର୍ଷ ର ସବୁଠାରୁ ବଡ଼ ପ୍ରଶ୍ନ ଯାହାର ଉତ୍ତର ବହୁତ ଲୋକ ଦେଇ ପାରିଲେ ନାହିଁ । ତେଣୁ ଏହି ଭଳି ପ୍ରଶ୍ନ ର ଉତ୍ତର ଦେବାକୁ ହେଲେ ଆମକୁ ବହୁତ କଷ୍ଟ କରିବା ପାଇଁ ପଡି ଥାଏ । ବାପା ମା ଙ୍କର ଗୋଟିଏ ସ୍ୱପ୍ନ ଥାଏ ତାଙ୍କ ପିଲା ମାନେ ଗୋଟିଏ ଭଲ ସଫଳ ପାଉ । କିନ୍ତୁ ଏହି ଭଳି ଯଦି ପ୍ରଶ୍ନ ଆସିବ ତାହାଲେ ତାର ଉତ୍ତର ଦେବାକୁ ଆମକୁ ବହୁତ କଷ୍ଟ ଲାଗି ଥାଏ । ଉତ୍ତର ଆପଣ ଦେଇ ପାରିବେ । କିନ୍ତୁ ଏଭଳି ଡବଲ ମିନିଂ ର ଉତ୍ତର କେମିତି ଦେବେ । ସେଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ର ଉତ୍ତର ଜଣେଇବୁ , ଯାହା ଆପଣଙ୍କ ଜୀବନରେ ବହୁତ କାମ ରେ ଆସିବ । ତେବେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଜାଣିବା

1, କେଉଁ ବୟସ ର ପୁରୁଷ ର ସମାନ ପୂର୍ବ ଅପେକ୍ଷା ମୋଟା ହେବାରେ ଲାଗେ ।

ଉ, 40 ବର୍ଷ ପରେ ଦେଖିବା ପାଇଁ ମିଳି ଥାଏ ।

2, ମହିଳା ମାନେ ନିଜ ସ୍ୱାମୀ କୁ କେଉଁ ପଜିସନ ରେ ଦେଖିବା ପାଇଁ ପସନ୍ଦ କରି ଥାନ୍ତି ।

ଉ, ମହିଳା ମାନେ ନିଜ ସ୍ୱାମୀ କୁ ହସ ଖୁସି ପୋଜିସନ ରେ ଦେଖିବା ପାଇଁ ବହୁତ ପସନ୍ଦ କରି ଥାନ୍ତି ।

3, ଝିଅ ମାନଙ୍କର କେଉଁ ଜିନିଷ ବେସି ପୁଅ ମାନକୁ ତାଙ୍କ ଆଡକୁ ଟାଣି ଆଣି ଥାଏ ।

ଉ, ଝିଅ ମାନଙ୍କର ଫିଗର ପୁଅ ମାନକୁ ବହୁତ ଆକୃଷ୍ଟ କରି ଥାଏ ସେଥି ପାଇଁ ସେମାନେ ତାଙ୍କ ଆଡ଼କୁ ଚାଲି ଯାଆନ୍ତି ।

4, ମା ଠାରୁ ଜନ୍ମ ନିଏ କିନ୍ତୁ ମା କୁ ଛୁଇଁ ଦେଲେ ମୋରି ଯାଏ ।

ଉ, ସମୁଦ୍ର ରୁ ଲୁଣ ଉତ୍ପନ୍ନ ହୋଇ ଥାଏ , କିନ୍ତୁ ପାଣି ଲୁଣ କୁ ଛୁଇଁ ଦେଲେ ଲୁଣ ମରି ଯାଇ ଥାଏ ।

5, ଚଉଠି ରାତି ରେ ସ୍ୱାମୀ ତାର ସ୍ତ୍ରୀ କୁ ଧଳା ଧଳା କଣ ଦେଇ ଥାଏ ।

ଉ, ଚୋଉଠି ରାତି ରେ ସ୍ୱାମୀ ସ୍ତ୍ରୀ କୁ କ୍ଷୀର ନିଜେ ନ ପି ସ୍ୱାମୀ କୁ ଦେଇ ଥାଏ ।

6, କେଉଁ ଦେଶରେ ଅଧିକ ଗାଈ ଦେଖିବା ପାଇଁ ମିଳି ଥାଏ ।

ଉ, ଭାରତ ରେ ଅଧିକ ସଂଖ୍ୟକ ଗାଈ ଦେଖିବା ପାଇଁ ମିଳି ଥାଏ ।

7, କୃଷି କାର୍ଯ୍ୟ ରେ ଭାରତ କେତେ ନମ୍ବର ସ୍ଥାନ ରେ ରହିଛି ।
କୃଷି କାର୍ଯ୍ୟ ରେ ଭାରତ 2 ନମ୍ବର ସ୍ଥାନ ରେ ରହିଛି । ଚୀନ ପ୍ରଥମ ସ୍ଥାନ ରେ ରହିଛି , ତେବେ ଏହି ଭଳି ପ୍ରଶ୍ନ UPSC ରେ ଦେଖିବା ପାଇଁ ମିଳି ଥାଏ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।