Just another WordPress site

2022 ରେ ହେବାକୁ ଯାଉ ଥିବା କିଛି ଅଦ୍ଭୁତ ବିପର୍ଯ୍ୟୟ ତାହା ଜଣେ ବାବା କହି ଛନ୍ତି । ଶୁଣିବା ପରେ ଆପଣ ଙ୍କ ଛାତି ଥରି ଉଠିବ ।

0 105

ମାଳିକା ବଚନ କେ କରିବ ଆନ । ତେବେ ମାଳିକା ରେ ଅଚ୍ୟୁତା ନନ୍ଦ ଯାହା ଯାହା ଲେଖି ଯାଇ ଛନ୍ତି । ତାହା ସବୁ ଗୋଟି ଗୋଟି ସତ ହେବାରେ ଲାଗିଛି । ଯାହା ଆପଣ ମାନେ ମଧ୍ୟ ଦେଖୁ ଥିବେ ଶୁଣୁ ଥିବେ । ମଳିକାରେ ଲେଖା ଥିଲା ମହା ମାରି ବ୍ୟାଧି ଆସିବ ସତ ସତ ଲୋକ ଙ୍କୁ ମାରି ଦେଵ । ଦେଖନ୍ତୁ ତାହା ମଧ୍ୟ ସବୁ ସତ ହେବାକୁ ଯାଉଛି । ଆଜି ଆମେ ଆପଣଂକୁ କିଛି 2022 ବିଷୟରେ କହିବା ପାଇଁ ଯାଉଛୁ ଯାହା ମାଳିକା ରେ ଉଲ୍ଲେଖ କରା ଯାଇଛି ।

ମାଳିକା ଯାହା କହିଛି ତାହା ସବୁ ଦିନ ସତ ହୋଇଛି । ଆପଣ ମାନେ ଥରେ ଚିନ୍ତା କରନ୍ତୁ 1999 ରେ ତିନୋଟି 9 ଥିଲା ସେଥି ପାଇଁ ସେହି ମସିହାରେ ବିପଦ ପୁରା ମାଡି ଆସି ଥିଲା । ଠିକ ସେହି ଭଳି 2022 ରେ ମଧ୍ୟ ତିନୋଟି 2 ଅଛି ଏ ବର୍ଷ ମଧ୍ୟ ଠିକ ସେହି ଭଳି ହେବ । ତେବେ ମଳିକାରେ ଯାହା ଲେଖା ଅଛି ତାହା ଜଣେ ବାବା କହି ଛନ୍ତି । ଆସନ୍ତୁ ସେ ଯାହା କହି ଛନ୍ତି ତାହା ଶୁଣିବା ।


ତେବେ ବାବା କହି ଛନ୍ତି 2022 ମସିହାରେ ପ୍ରଥମେ ଏକ ମହାମାରୀ ରୋଗ ଆସିବ । ତେବେ ସେହି ମହାମାରୀ ରୋଗ ଟି ହେଉଛି ଅମି କ୍ରନ ଯାହା ସଂସାର କୁ ନଷ୍ଟ କରି ଦେଵ । ତେବେ ଏହି ଭାଇରସ ଟି ଏବେ ଆମ ଦେଶକୁ ପ୍ରବେଶ କରି ସାରି ଲାଣି । ପୁଣି ବାବା ଙ୍କୁ ପଚରା ଗୋଲା ସତରେ କଣ ପାଣି ମାଡ଼ି ଆସିବ ? ବାବା କହିଲେ ମାଳିକା ରେ ଲେଖା ଅଛି ଯେ 2030 ସୁଦ୍ଧା ଦେଶରେ ପାଣି ମାଡ଼ି ଆସିବ ମୁମ୍ବାଇ ଓ ଦିଲ୍ଲୀ ଓ ଓଡିଶା ର 60 ଭାଗ ଅଞ୍ଚଳ ବୁଡି ଯିବ ।

ତେବେ ଏହା ସୁନାମି ମାଡିବ ନାହିଁ । ବହୁତ ଉତାପ ହେବା ଯୋଗୁ ବରଫ ତରଳି ବାରେ ଲାଗିବ ଆଉ ତା ପରେ ପାଣି ରେ ପରିଣତ ହୋଇ ଯିବ । ଯାହା ଫୋଳରେ ଜଳ ସ୍ତର ବୃଦ୍ଧି ପାଇବା ରେ ଲାଗିବ । ଆଉ 10 ବର୍ଷ ପରେ ଆପଣ ମୁମ୍ବାଇ କୁ ଦେଖିବା ପାଇଁ ପାଇବେ ନାହିଁ ।


ଓଡ଼ିଶା ମଧ୍ୟ 60 ଭାଗ ଜଳ ମଗ୍ନ ହୋଇ ଯିବ । ପୁଣି ମାଳିକା ରେ କୁହା ଯାଇଛି । ଏହି 2022 ମସିହା ରେ ଏକ ଘୁମା ରୋଗ ଆସିବ । ଯେଉଁ ଘୁମା ରୋଗ ଟି ଖାଇବା ଅଭାବ ରୁ ଦେଖିବା ପାଇଁ ମିଳିବ । ଏହି ମସିହା ରେ ଠିକ ଭାବରେ ପାଣି ପାଗ ସାଥ ଦେବନି ଯାହା ଫୋଳରେ ଚାଷ ଜମି ସବୁ ନଷ୍ଟ ହୋଇ ଯିବ । ଆଉ ତାପରେ କେହି ଖାଇବା ପାଇଁ ପାଇବେ ନାହିଁ । ଯାହା ଫୋଳରେ ଓଡ଼ିଶା ରେ ଘୁମା ରୋଗ ଆସିବ । ତେବେ ବାବା ଏହି କଥା ଗୁଡିକ ଉଲ୍ଲେଖ କରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।