Just another WordPress site

viral video-ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେଉଛି ସ୍କୁଲ ଛାତ୍ରୀର ପ୍ରେମଲୀଳା ଭିଡ଼ିଓ

0 95

ତେବେ ଦୁନିଆଁ ର ସବୁଠୁ ପବିତ୍ର ଏବଂ ମଧୁର ସମ୍ପର୍କ ହେଉଛି ବିବାହ ର ସମ୍ପର୍କ ଅର୍ଥାତ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ | ଯାହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ ଏବଂ ସ୍ୱାମୀ ସ୍ତ୍ରୀ ଉଭୟ ସୁଖ ଦୁଃଖ ର ସାଥି ହୋଇ ଥାଆନ୍ତି | ପରିବାର ର ସମ୍ମତି ରେ ପ୍ରଥମେ ବିବାହ ର ଆୟୋଜନ ହୋଇ ଥାଏ ଏବଂ ଏହା ପରେ ବିବାହ ଟି ବହୁତ ଆଡମ୍ବର ରେ ସମ୍ପୂର୍ଣ ହୋଇ ଥାଏ | ବିବାହ ରବ ସ୍ୱାମୀ ସ୍ତ୍ରୀ ର ହାତ ଗଣ୍ଠି ପଡି ହୋମ ନିଆଁ ର ଚାରି ପଟେ ସାତ ଘେରା ଦେଇ ସ୍ୱାମୀ ତାର ସ୍ତ୍ରୀ କୁ ଶଙ୍ଖା, ସିନ୍ଦୁର ଆଉ ମଙ୍ଗଳ ସୂତ୍ର ପିନ୍ଧାଇ ଥାଏ |

ତେବେ ବିବାହ ର ପରେ ଏକ ମହିଳା ର ଶଙ୍ଖା ସିନ୍ଦୁର ହିଁ ସବୁ କିଛି ହୋଇ ଥାଏ ଏବଂ ତାର ସେହି ସିନ୍ଦୁର ସେ ବିବାହିତା ବୋଲି ଏକ ପ୍ରତୀକ ସାଜି ଥାଏ | କିନ୍ତୁ ଆଜି କାଲି ର ଯୁଗରେ ବିବାହ ର ମହତ୍ତ କିଛି ରଖୁ ନାହାଁନ୍ତି, ବିବାହ କୁ ଏକ ଖେଳ ଘର କରି ସାରିଲେଣି ଆଜିକାଲି ର ଯୁବ ପିଢ଼ି | ପ୍ରେମ କଣ ନ ଜାଣି ବହୁତ କମ ବୟସ ରେ ପ୍ରଥମେ ପ୍ରେମ କରି ବସୁଛନ୍ତି ଆଉ ଏହାପରେ ଶାରୀରିକ ସମ୍ପର୍କ ସ୍ଥାପନ କରି ପରିବାର ଲୋକ ଙ୍କ ଅନୁପସ୍ଥିତି ରେ ବିବାହ କରି ନେଉଛନ୍ତି |

ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଘଟଣା ଟି ହେଉଛି ଏକ ଷଷ୍ଠ ଶ୍ରେଣୀ ର ଛାତ୍ରୀ ଘରେ କେହି ନଥିବା ସମୟରେ ନିଜ ପ୍ରେମିକ କୁ ଡାକି ବିବାହ କରି ଥିଲା |

ତେବେ ପ୍ରେମୀ ଦୁଇ ଯୁଗଳ ଏହି ଦୃଶ୍ୟ ଟିର ଭିଡ଼ିଓ ମଧ୍ୟ କରି ଥିଲେ ଯାହାକୁ ସେମାନେ ନିଜେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ | ତେବେ ଏହି ଝିଅ ଟି ହେଉଛି ଷଷ୍ଠ ଶ୍ରେଣୀ ର ଆଉ ପୁଅ ଟି ହେଉଛି ଅଷ୍ଟମ ଶ୍ରେଣୀ ର | ଭିଡ଼ିଓ ଟିରେ ଦେଖିବାକୁ ମିଳି ଥିଲା କି ଯୁବକ ଜଣଙ୍କ ଯୁବତୀ ଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଥିଲେ ଆଉ ଏହାପରେ ଯୁବତୀ ଜଣଙ୍କ ଯୁବକ ଙ୍କ ପାଦ କୁ ଛୁଇଁ ମୁଣ୍ଡିଆ ମଧ୍ୟ ମାରି ଥିଲେ |

ଏହି ଘଟଣା ଟି କେଉଁ ସ୍ଥାନ ର ତାହା ସ୍ପଷ୍ଟ ଜଣା ପଡି ନାହିଁ | ତେବେ ପିଲା ମାନଙ୍କ ପାଠ ପଢିବା ସମୟରେ ଏଭଳି କାର୍ଯ୍ୟ କରି ବହୁତ ନିନ୍ଦନୀୟ ଘଟଣା ଘଟାଉଛନ୍ତି ଆଉ ପରିବାର ଲୋକ ଙ୍କ ମୁଣ୍ଡ ତଳକୁ କରାଇ ଦେଉଛନ୍ତି | ଏହି ଭିଡ଼ିଓ କୁ ଦେଖି ଅନେକ ଲୋକ ନିନ୍ଦା କରିବା ସହିତ ଆଉ କିଛି ଦୃଶ୍ୟ ଟିକୁ ମଜାରେ ଉଡେଇ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।