Just another WordPress site

ias- question ସ୍ତ୍ରୀ ମାନଙ୍କ ର ଶାଢ଼ୀ ତଳେ କେଉଁ ଦୁଇଟି ଜିନିଷ ରହି ଥାଏ । ଏହାର ଉତ୍ତର ଦେବା ପାଇଁ ଛାତିରେ କଲିଜା ଥିବା ଦରକାର

0 183

ଆଜିର ସବୁ ଠାରୁ ବଡ଼ ପ୍ରଶ୍ନ , ଯାହାର ଉତ୍ତର କେହି ଦେଇ ପାରିଲେ ନାହିଁ । ତେବେ ପ୍ରଶ୍ନ ଟି ହେଉଛି , ସ୍ତ୍ରୀ ମାନେ ନିଜ ଶାଢ଼ୀ ତଳେ କଣ ପିନ୍ଧନ୍ତି । ସ୍ୱାଧୀନ ଭାରତ ରେ ଆମେ ଜଣେ ଜଣେ ନାଗରିକ ଅଟୁ । ତେବେ ଆମେ ଏ ପୃଥିବୀ କୁ ଆସିଚେ ମାନେ , ଏ ଧାରା ପୃଷ୍ଠ ରେ ଆମକୁ କିଛି ଶିଖି ବାର ରହିଛି । ତେବେ ଜ୍ଞାନ ଗୋଟେ ଏମିତି ଜିନିଷ । ଯାହାକୁ ଆମେ ସବୁ ବେଳେ ଅର୍ଜନ କରିବା ଆବଶ୍ୟକ । ମା ପେଟରୁ ଏ ଧାରା ପୃଷ୍ଠ କୁ ଆସିବା ପରେ ଜୀବନର ମୃତୁ ପର୍ଯ୍ୟନ୍ତ ଜ୍ଞାନ ଜ୍ଞାନ ଆହରଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ତେବେ ଜ୍ଞାନ ଏକ ଅସରନ୍ତି ଭଣ୍ଡାର ଅଟେ । ଯାହା କି ଯେତେ ଯିଏ ଜ୍ଞାନ ଅର୍ଜନ କରେ , ଜ୍ଞାନ କେବେ ହେଲେ ସରେ ନାହିଁ । ଆଜି ଆମେ ଆପଣଂକୁ ଯେଉଁ ପ୍ରଶ୍ନ କହିବା ପାଇଁ ଯାଉଛୁ ତାହା ହେଉଛି ଡବଲ ମିନିଂ ପ୍ରଶ୍ନ । ଯାହାର ଉତ୍ତର ବହିରେ ଆପଣ ପାଇବେ ନାହିଁ । ଏହି ପ୍ରଶ୍ନ ଗୁଡିକ ନିଜ ମନରୁ ପାଇ ପାରିବେ ତେବେ ଆସନ୍ତୁ ସେହି ଭଳି ପ୍ରଶ୍ନ ଗୁଡିକର ଉତ୍ତର ଜାଣିବା । ଯାହା ଆପଣଙ୍କ ର IAS ରେ ବହୁତ ଥର ପଚାରି ସାରି ଲେଣି । ଆସନ୍ତୁ ଜାଣିବା ସେହି ଡବଲ ମିନିଂ ପ୍ରଶ୍ନ ।

1, ଜଣେ ସ୍ତ୍ରୀ ତାର ଶାଢ଼ୀ ତଳେ କଣ ଦୁଇଟି ଜିନିଷ ପିନ୍ଧି ଥାଏ । ଯାହା ଆମେ ଦେଖି ପାରୁ ।

ଉ, ଜଣେ ସ୍ତ୍ରୀ ଶାଢ଼ୀ ତଳେ ଚପଲ କିମ୍ବା ହିଲ ପିନ୍ଧି ଥାଏ , ଯାହା ଆମେ ଦେଖି ପାରୁ ।

2, ସେଇଟା କଣ ଯାହା ଝିଅ ମାନକୁ ପ୍ରଥମ ଥର କଲା ବେଳେ ବହୁତ କଷ୍ଟ ହୋଇ ଥାଏ , ଆଉ ରକ୍ତ ମଧ୍ୟ ବାହାରି ଥାଏ ।

ଉ, ସେଇ ଜିନିଷ ଟି ହେଉଛି , ଝିଅ ମାନକୁ ପ୍ରଥମ ଥର କାନ ଫୁଡାଇଲେ ବହୁତ କଷ୍ଟ ହୋଇ ଥାଏ , ଆଉ ରକ୍ତ ବାହାରି ଥାଏ ।

 3, ସେଇଟା କେଉଁ ଜିନିଷ ଯାହା ଗାଈ ମାନଙ୍କ ପଛରେ ଥାଏ , କିନ୍ତୁ ମହିଳା ମାନଙ୍କ ଆଗରେ ଥାଏ ।

ଉ, ତେବେ ଉତ୍ତର ଟି ହେଉଛି W , ଯାହା woman ଆଗରେ ଥାଏ ଆଉ cow ପଛରେ ଥାଏ ।

4, ଏମିତି କେଉଁ ଜିନିଷ ଅଛି ଯାହା ଆପଣଂକୁ ଦେବା ପୂର୍ବରୁ ଆପଣଙ୍କ ପାଖରୁ ନୂଆ ଯାଏ ।

ଉ, ତେବେ ଉତ୍ତର ଟି ହେଉଛି ଫୋଟ ଉଠାଇବା ପୂର୍ବରୁ ପ୍ରଥମେ ଆପଣଙ୍କ ପାଖରୁ ନିଆ ଯାଇ ଥାଏ ।
5, ଏମିତି କେଉଁ ଜିନିଷ ହୋଇ ଥାଏ ଯାହା ପୁଅ ମାନଙ୍କର ଲମ୍ବା ହୋଇ ଥାଏ ଝିଅ ମାନଙ୍କର ଗଲ ହୋଇ ଥାଏ ।

ଉ, ଟୀକା ।

6, ମୃତୁ ପରେ ଯିଏ ଠିଆ ହୋଇ ପାରେ ସେ କିଏ ।
ଉ,ଗଛ ।

7, କାହାକୁ ଆପଣ ଥରେ ଖାଇ ସାରିବା ପରେ ଦୁଇ ଥର ଖାଇବା ପାଇଁ ଇଚ୍ଛା କରନ୍ତି ନାହିଁ ।

ଉ, ଧୋକା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।