Just another WordPress site

ଜଣେ ମହିଳା ଦେଖାଇଲେ କିଛି ଦୃଶ୍ୟ । ଯାହା ଦେଖିବା ପରେ ଏବେ ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

0 169

ନାରୀ ଗୋଟେ ଏମିତି ଜିନିଷ ଯିଏ କି ଗୋଟେ ଘରକୁ ସଜାଡି ଦିଏ ଆଉ ଗୋଟେ ଘରକୁ ମଧ୍ୟ ବିଗିଡି ଦିଏ । ତା ହାତରେ ସବୁ କିଛି ଅଛି । ସେ ଚାହିଁଲେ ଗୋଟେ ଘରକୁ ସର୍ଗ ପୁର କରି ଦେଵ , ସେ ଚାହିଁଲେ ଗୋଟେ ଘରକୁ ନର୍କ ପୁର କରି ଦେଵ । ଯଦି ଜଣେ ବହୁ ମାଣବସା ଗୁରୁ ବାର ଦିନ ଚିକେନ୍ ଆଣି ଖାଇବ ସେ ଘର ଉନ୍ନତି କରି ପାରିବ । ଠିକ ସେହି ଭଳି ଯେଉଁ ସ୍ତ୍ରୀ ଲୋକ ନିଜ ସ୍ୱାମୀ କୁ ହାତ ଉଠେଇବ ସେ ଘର କେବେ ଉନ୍ନତି କରି ପାରିବ ନାହିଁ । ତେଣୁ କଥା ରେ ଅଛି ନାରୀ ଯଦି ଠିକ ହୋଇ ଯିବ ତାହାଲେ ଏ ସଂସାର ମଧ୍ୟ ଠିକ ହୋଇ ଯିବ । ନାରୀ ପାଇଁ ସବୁ ଲିଳା । ଆଜି ଦୁନିଆରେ ଯାହା ହେଉଛି ସବୁ ନାରୀ ମାନଙ୍କ ପାଇଁ ହେଉଛି । ପାଖା ପାଖି 99 ପ୍ରତିଶତ ନାରୀ ମାନଙ୍କ ପାଇଁ ହେଉଛି ।

ଆପଣ ମାନେ ଥରେ ଚିନ୍ତା କରନ୍ତୁ । ଆଜି କାଲି ର ଦୁନିଆ ରେ ନାରୀ ମାନେ ଏମିତି ଡ୍ରେସ ପିନ୍ଧୁ ଛନ୍ତି , ଯାହା ଫୋଳରେ ଏ ସଂସାର ସମ୍ପୂର୍ଣ ନଷ୍ଟ ହୋଇ ଯାଉଛି । ଆଜି ଜଣେ ପିଲା କଣ ପାଇଁ ବିଦେଶ ଯାଉଛି ଚାକିରୀ କରିବା ପାଇଁ । କାରଣ ଅଧିକ ପଇସା ପାଇଲେ ସେ ଗୋଟେ ଭଲ ଝିଅ କୁ ବିବାହ କରିବ । ଆଉ ସେ ଆଗକାଳର ଭଲ ପାଇବା ନାହିଁ । ଆଜି କାଲି ର ଝିଅ ପିଲା କେମିତି ଦେଖୁ ନାହାଁନ୍ତି ।

କେତେ ଟଙ୍କା ମାସକୁ ଆୟ କରୁଚି ତାହା ଦେଖୁ ଛନ୍ତି । ଆଉ ବାହା ହେଇ ଯାଉ ଛନ୍ତି । ସେମାନେ ବୁଝନ୍ତି ଯେ ଅଧିକ ଟଙ୍କା ଵାଲା ସ୍ୱାମୀ କୁ ବିବାହ କଲେ ସେମାନେ ପଇସା ଦ୍ୱାରା ସବୁ ଖୁସି ପାଇ ପାରିବେ ସେଥି ପାଇଁ ସେମାନେ ଭଲ ଟଙ୍କା ଥିବା ପୁଅ କୁ ଭଲ ପାଆନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ନିଜକୁ ଦୁଃଖିତ ମନେ କରିବେ ।

ତେବେ ଘଟଣା ଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ଟିରେ ଜଣେ ସ୍ତ୍ରୀ ଲୋକ ଶାଢ଼ୀ ପିନ୍ଧିବା ବଦଳରେ ଚୁଡି ଦାର ପିନ୍ଧି ଗୀତ ବଜେଇ ନାଚି ବାରେ ଲାଗିଛି । ଆଉ ତାର ଦୁଇଟି ଛୁଆ କୁ ମଧ୍ୟ ଏହି ଭଳି ନାଚ ଶିଖାଉଛି । ଦେଖିବେ ଭିଡିଓ ଟିରେ ସ୍ତ୍ରୀ ଲୋକ ଟି କେମିତି ଡ୍ରେସ ପିନ୍ଧିଚି ଆଉ ନାଚି ବାରେ ଲାଗିଛି । ଯାହା ଭିଡିଓ ଟି ସିନା ଭାଇରାଲ ହୋଇଛି କିନ୍ତୁ ଏହା ସମାଜ ଦେଖିବା ପରେ ନାରୀ ମାନେ କଣ ଶିଖିବେ । ତେଣୁ ଆପଣ ମାନେ ଏମିତି କାମ କରନ୍ତୁ ଯେମିତି ଆପଣଙ୍କ ପାଖରୁ ସମାଜ କିଛି ଶିଖି ପାରିବ , ଓ ଆପଣଂକୁ ସବୁ ଦିନ ମନେ ରଖି ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।