Just another WordPress site

ମଧୁମେହ ରୋଗ କଣ ପାଇଁ ହୋଇ ଥାଏ । ଆସନ୍ତୁ ଜାଣିବା ମଧୁମେହ ରୋଗ ର ଲକ୍ଷଣ ଏବଂ ନିରାକରଣ ।

0 72

ଆଜିର ସମାଜରେ ମଧୁମେହ ରୋଗ ଏକ ଵିରାଟ ରୋଗ ଭାବରେ ପରିଗଣିତ ହେଲାଣି।ଏହା ଏମିତି ଏକ ରୋଗ ଯାହା ଵହୁତ ଵଡ଼ ଵଡ଼ ରୋଗର ମୁଖ୍ୟ କାରଣ ଅଟେ।ବିଶ୍ୱରେ ଵହୁତ ଲୋକ ମଧୁମେହ ରୋଗ ରେ ପୀଡ଼ିତ ହେଲେଣି।ଏହିରୋଗରୁ୍ କେତେକଲୋକ ଭଲ ହୋଇ ଯାଇଛନ୍ତି ଏବଂ କେତେକ ଲୋକ ମୃତ୍ୟୁବରଣ କରିଛନ୍ତି।ବିଶେଷ କରି ଆମେ ଯେଉଁ ଖାଉଥିଵା ଖାଦ୍ୟ ହିଁ ଏହି ରୋଗ ର ମୁଖ୍ୟ କାରଣ ଅଟେ।


ଆମେ ଖାଉଥିବା ଖାଦ୍ୟ ଆମ ଶରୀର ଭିତରକୁ ଯାଇ ଗ୍ଲୁକଜ ଆକାରରେ ଆମ ଶରୀର ର ଵିଭିନ ଯାଗାକୁ ଯାଇ ରକ୍ତ ସହ ମିଶି ଥାଏ।ଏହି କାମ ଇନସୁଲିନ ଯଗୁ ସହଜ ହୋଇ ପାରେ।ଆମେ ଅଧିକ ମାତ୍ରାରେ ଶେତସାର ଜାତୀୟ
ଖାଦ୍ୟ ଖାଇଲେ ଆମ ଶରୀର ରେ ଅଧୀକ ଗ୍ଲୁକଜ ହେବା ଯୋଗୁଁ ଆମ ଶରୀର ରେ ମଧୁମେହ ରୋଗ ହୋଇଥାଏ।

ମଧୁମୟ ସାଧାରଣତ ଦୁଇ ପକାର ହୋଇଥାଏ।-
1-ଛଟଛଟ ଶିଶୁ ମାନଙ୍କୁ ହଇଥାଏ
2-ଵୟସ ଅଧିକ ଲୋକଙ୍କ ହୋଇଥାଏ।

ମଧୁମେହ ର ଲଖଣ ଗୁଡ଼ିକ ହେଉଛି:-

(1)ସବୁବେଳେ ପରିଶ୍ରା ଲାଗିଵା(2)ଅଧିକ ଭୋକ ଲାଗିବା(3)ଶରୀର ଝଡିଯିବା(4)ଵିଭିନ କାଛୁ କୁଣ୍ଢେଇ ହୋଵା(5)ଶରୀରର କାଟି ଗଲେ ରକ୍ତ ବଦ ନ ହେବା(6)ସବୁବେଳେ ଶୋଶ ଲାଗିଵା(7)କୁଣ୍ଢେଇ ହେବା(୮)ସଵୁଵେଲ ନିଦ ଲାଗିଵା(9)ମୁଣ୍ଡ ଵୁଲେଇଵା(10)ଆଖି କୁ ଝାପସା ଦେଖାଯିବା(11)ଦେହ ଅସୁସ୍ଥ ଲାଗିବା(11)ଆଖି ର।କଲା ଦାଗ ଦେଖା ଯିବା ଇତ୍ୟାଦି

ମଧୁମେହ ରୋଗର ନିରାକରଣ:-
(1)ଶୈତସାର ଜାତୀୟ ଖାଦ୍ୟ କମ ଖାଇବା ଉଚିତ।
(2)ୟଗ କରିବା ଉଚିତ।
(3)ମନ୍ଦାର ପତ୍ର ରସ ପିଇବା ଉଚିତ।
(4)ଭାତ କମ ଖାଇବା ଉଚିତ।
(5)ରୁଟି କମ ଖାଇବା ଉଚିତ।
(6)ଆଳୁ କମ ଖାଇବା ଉଚିତ।
(7)ମିଠା ଖାଦ୍ୟ ଖାଇବା ଉଚିତ ନୁହେଁ।
(8)ହାଲକା ଖାଦ୍ୟ ଖାଇବା ଉଚିତ।

ଏହି ସବୁ ମାଧ୍ୟମରେ ଆମେ ମଧୁମେହ ରୋଗ କୁ ଦୁରେଇ ଦେଇ ପାରିବା।ଏହି ରୋଗ ଆଜିକାଲି ସମସ୍ତ ଙ୍କ ଘରେ ଘରେ ପରିଚିତ।ଏଣୁ ଏଥିପାଇଁ ସତର୍କ ରହି ବାକୁ ହେବ।ଏହା ଏମିତି ଏକ ରୋଗ ଯଦି କିଛି ବି ଅଵହେଳା କରାଯିବ ଵହୁତ ବଡ଼ ରୋଗ ରେ ସମୂଖୀନ ହେବାକୁ ପଡ଼ିବ।ଏଥ ପାଇଁ ସତର୍କ ରହିବା ଆଵଶ୍ୟକତା ଅଛି।ଆଜି ର ଦୁନିଆରେ ଜୀବନକୁ ବହୁତ ବିପଦ ସମୂଖୀନ କରିବାକୁ ହେବ।ଏଣୁ ଜୀବନର ଚଲା ପଥକୁ ପୁଲକିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ିବ।ଏଥି ପାଇଁ ସରକାର ମଧ୍ୟ ବହୁତ ପଦକ୍ଷେପ ନେଇଛନ୍ତି।ଏଣୁ କୁହାଯାଏ :- “ସ୍ଵାସ୍ଥ୍ୟ ହିଁ ସମ୍ପଦ” ।ସ୍ୱାସ୍ଥ୍ୟ ଭଲ ତ ଜୀବନ ଫୁଲ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।