Just another WordPress site

ନିଜେ ଖଟୁଛି , ଚା ଵ୍ୟାପାର କରୁଛି ନିଜର ଖର୍ଚ୍ଚ ମେଣ୍ଟାଉଛି , ନା ଟି ତାର ଵାଲା । ଵାଲା ଏବେ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ।

0 105

ଆଜିର ଦୁନିଆରେ ସମସ୍ତଙ୍କର ଭୂମିକା ଗୁରୁତ୍ୱ ପୁର୍ଣ୍ଣ ଅଟେ।ସେ ଛଟ ହେଉକି ଵଡ଼ କିଛି ବି କରି ପାରିବ ସିଏ। ଗୋଟିଏ ପିଲା ଜନ୍ମ ନେବା ପରେ ସେ ମାଟି ମାଆ ଉପରେ ପଡି ନିଜର ସ୍ପର୍ଷ କୋରିଥାଏ ।ସେ ଏଇ ପୃଥିବୀର ସ୍ପର୍ଶ ଗଛ, ଲତା ,ପାଣି ,ପବନ କୁନେଇକି ବଡ ହଇଥାଏ।ଗୋଟେ ପିଲାକୁ ବଡ଼ କରିବା ପାଇଁ ତା ପିତ ମାତା କେତେ ଯେ କଷ୍ଟ କରିଥାନ୍ତି ନ କହିଲେ ସରେ । ନିଜ ପେଟକୁ ଭୋକ ରେ ରଖି ତାଙ୍କର ସନ୍ତାନ ମାନଙ୍କର ସଵୁ କିଛି ଆଶା ପୁରଣ କରିଥାନ୍ତି।ନିଜ ଆଖିରୁ ଲୁହ ଝରେଇ ନିଜ ସନ୍ତାନ ଆଖିରେ ଖୁସି ଦେଇଥାନ୍ତି ଏବଂ ଯେତେ କଷ୍ଟ ହେଲେ ମଧ୍ୟ ନିଜର ସନ୍ତାନ କୁ ପାଠ ପଢେଇ ମଣିଷ କିରିଥାନ୍ତି।କିନ୍ତୁ ଗୋଟିଏ ସନ୍ତାନ ଯେତେବେଳେ ଵଡ଼ ହହେଇଯାଏ ସେ ତାର ପିତା ମାତା କୁ ଭଲ ପାନ୍ତି ନାହିଁ।

“ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମେଶ୍ବର”।ଏହି ଉକ୍ତି ଟି ଵହୁତ କମ ପିଲା ବୁଝିଥାନ୍ତି।ଯୋଉ ପିଲା ବୁଝିବ ନାହି ସେ ଦୁନିଆର କ୍ଷତି କରିବାକୁ ଚାହିଁବ କିନ୍ତୁ ଯୋଉ ପିଲା ଏହାର ଅର୍ଥ ବୁଝିବ ସେ ଏଇ ଦେଶରନାମ ରଖି ପାରିବ।ସେଥିପାଇଁ କୁହାଯାଏ “ଆଜିର ଶିଶୁ କାଲିର ନାଗରିକ”।ବହୁତ ପିଲା ଅଛନ୍ତି ପାଠ ପଢି ମଣିଷ ହେବା ପରେମଧ୍ୟ ବାପା ମାଆ ଙ୍କ କଷ୍ଟ ଦୁଃଖ ବୁଝୁ ନାହାନ୍ତି। ଏମିତି କି ଯୋଉ ମା ଛୋଟ ବେଳୁ ଚୁଆ ରୋ ସକାଳ ଉଠିବା ଠୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ସେବା ଯତ୍ନ କୋରିଥାଏ ସେଇ ମାଆ କୁ ମଧ୍ୟ ଦିନେ ସେଇ ଛୁଆ ପାଦରେ ଏଡେଇ ଦେଇ ଚାଲି ଯାଏ।ଆଉ ସେତେବେଳେ ମା ପୁରା ନିଃସହାୟ ହୋଇପଡେ।

କେତେକ ପିଲା ଅଛନ୍ତି ବାପ ମାଆ କୁ ଏତେ ଭଲ ପାନ୍ତି ଯେ ବାପ ମାଆ କୁ ଛାଡିକି ଗୋଟେ ମୁହୂର୍ତ୍ତ ବି ରହି ପାରିବେନି।ଏମିତୀ ପିଲା ଏ ସମାଜରେ ଵହୁତ କମି ଗଲେଣି। କେତେକ ଗରିବ ଘର ଅଛି ପିଲା ପାଠ ପଢିବା ପାଇଁ ଚାହେଁ କିନ୍ତୁ ତା ପିତା ମାତା ତାକୁ ପଇସା ଅଭାବରୁ ପଢେଇ ପାରୁ ନାହାଁନ୍ତି।ଯାହା ଫଳରେ ପିଲା ବେକାର ହେଇକି ଘରେ ବୁଲୁଛନ୍ତି।

କିନ୍ତି କେତେକ ଅଛନ୍ତି ବାପ ମାଆ ରୋ ଦୁଃଖ ବୁଝି ଵହୁତ ଛୋଟ ଵୟସ ରୁ ଆଗେଇ ଆସିଛନ୍ତି ନିଜ ପଢା ଖର୍ଚ୍ଚ ନିଜେ ସଂଗ୍ରହ କରିବା ପାଇଁ ଏବଂ ନିଜ ପରିବାର କୁ ଚଲାଇବା ପାଇଁ ବହୁତ କଷ୍ଟ କରି ଥାନ୍ତି , ତା ର ଉଦାହରଣ କଟକ ସହର ରେ ଗୋଟେ ପିଲାକୁ ଦେଖିବା ପାଇଁ ମିଳିଛି । ପିଲାଟି ଚା ବିକୁଛି ନିଜ ଖର୍ଚ୍ଚ ମେଣ୍ଟେଇବା ପାଇଁ । ପିଲାଟି କହିଛି ମୁଁ ଚୋରି କରୁନି ହକ ଖଟି ଖାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।