Just another WordPress site

ସରକାରଙ୍କ ନୂଆ ନିୟମ କୁ ଭଙ୍ଗ କଲେ ବିଜେଡି ଦଳ , ଗୁଆ ଘିଅ ଗୀତରେ ଝୁମିଲେ ବିଜେଡି ଦଳ ।

0 119

ଗୀତରେ ଗୀତରେ ଝୁମି ଗଲେ ବିଜେଡି ଦଳ । ନୂଆ ବର୍ଷ ପାଇଁ କିଛି ନୂଆ କଟକଣା ଜାରି କରି ଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ । କିନ୍ତୁ ବିଜେଡି ର କିଛି କୁଜି ନେତା ନୂଆ ବର୍ଷ ରେ ମିଟିଂ କରି ଗୁଆ ଘିରେ ନାଚି ଥିଲେ । ଅମିକ୍ରନ କୁ ନେଇ ନୂଆ ବର୍ଷ ରେ ଲାଗୁ ହେଇ ଥିଲା କିଛି ନୂଆ ନିୟମ ଯେମିତି କି ,ପିକନିକ ଯିବା ପାଇଁ ମନା କରା ହୋଇ ଥିଲା ।

ତା ସହିତ ବାର୍ଷିକ ଉତ୍ସବ ପାଇଁ ମଧ୍ୟ ମନା କରା ହୋଇ ଥିଲା , ଜିରୋ ନାଇଟ ସେଲିବ୍ରେସନ ପାଇଁ ମଧ୍ୟ ସରକାର ମନା କରି ଥିଲେ । କିନ୍ତୁ ବିଜେଡି ଦଳ ନୂଆ ବର୍ଷ ରେ ଗୋଟିଏ ଶୋଭା ଆୟୋଜନ କରି ଥିଲେ , ଯେଉଁ ଥିରେ 3 ସହ ଲୋକ ସେହି ଆୟୋଜନ ରେ ଥିଲେ । ଆଉ ଗୁଆ ଘିଅ ଗୀତରେ ଝୁମୁ ଥିଲା । ସେଠାରେ କରନା ହେଉ ନାହିଁ , କିନ୍ତୁ ଆଉ ସବୁ ଆଡେ କରନା ହେଉଛି ।

ଯେତେ ବେଳେ ସାରା ବିଶ୍ୱ ଏବେ କରନା ର ନୂଆ ପ୍ରଜାତି କବଳ ରୁ ବଂଚିବା ପାଇଁ ଲୋକ ଡାଉନ କରୁଛି । ଭିଡ଼ ହେବା ପାଇଁ ମନା କରୁ ଛନ୍ତି । ସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ଅନୁମତି ଦେଉ ଛନ୍ତି । ଠିକ ସେହି ସମୟରେ ବିଜେଡି ଦଳ ଏବେ ଶୋଭା ର ଆୟୋଜନ କରୁଛି । ତା ସହିତ ଗୁଆ ଘିଅ ଗୀତ ଓ ଫୁଲ ରସିଆ ଗୀତର ତାଳେ ତାଳେ ଝୁମି ଯାଉଛି ।

ତେବେ ଏଠାରେ କରନା ହେଉନି । କାରଣ ନବୀନ ବାବୁ 21 ବର୍ଷ ଓଡିଶା ରେ ଶାସନ କଲେଣି , ତେଣୁ ତାଙ୍କ ଲୋକ ଯୋଉଠି ଭିଡ଼ କରିବେ ତାଙ୍କୁ କରନା ହେବନି । ତାଙ୍କ ଲୋକ ମାସ୍କ ନ ପିନ୍ଧିଲେ ମଧ୍ୟ ତାଙ୍କୁ କରନା ହେବନି । ଆଉ ଓଡିଶା ରେ ଯୋଉଠି ଯାହା ହେଉ , ସେଠି କରନା ପଶି ଜୀବ ।

ନୂଆ ବର୍ଷ ରେ ଜଗତର ଜଗନ୍ନାଥ ଙ୍କ ମନ୍ଦିର ମଧ୍ୟ ବନ୍ଦ । ସେଠାରେ ନୂଆ ବର୍ଷ ରେ କେତେ ଲୋକ ଶପଥ ନେଇ ଥାନ୍ତେ । କିନ୍ତୁ ସେଠାରେ ବନ୍ଦ । ଅଥଚ ଏଠାରେ ସହ ସହ ଲୋକ , ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି । ନବୀନ ସରକାର ଯୋଉ ନୂଆ ବର୍ଷ ରେ ନୂଆ କଟକଣା ଜାରି କଲ , କଣ ଲୋକଙ୍କୁ ଏମିତି ନଚେଇ ନଚେଇ ମାରିବା ପାଇଁ ।

ତେଣୁ ନିଜର ସ୍ୱାର୍ଥ ଯୋଉଠି ଅଛି ସେଠି କୋରାନ ହେବନି , ସେଠିକି ମଧ୍ୟ ପୋଲିସ ଜୀବନୀ । କିନ୍ତୁ ଗୋଟେ ଅଷ୍ଟମ ପ୍ରହରୀ କଲେ ସେଠି ପୋଲିସ ଯାଇ ବନ୍ଦ କରି ଦେଵ । ଏହା ହେଉଛି ଓଡିଶା ସରକାର ର ଅସଲ ରୂପ । ତେଣୁ ଆପଣ ମାନକୁ ଅନୁରୋଧ ସଦା ସର୍ବଦା ମାସ୍କ ପିନ୍ଧନ୍ତୁ , କଭୀଡ ନିୟମ କୁ ମାନନ୍ତୁ , ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ , କୋଭିଡ ନିୟମ ମାନନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।