Just another WordPress site

viral video-ଫିଲ୍ମ ଷ୍ଟାଇଇ ରେ ପିଲା ଚୋରି.ପିଲାକୁ ଚୋରି କରି ନେବା ସମୟରେ ଦେବଦୂତ ସାଜି କୁନି ପିଲା ର ଜୀବନ ବଞ୍ଚାଇଲେ ମହିଳା.ଆଉ ତା ପରେ ଯାହା ଘଟିଲା ଜାଣିଲେ ଚକିତ ହୋଇଯିବେ..

0 109

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ବିଷୟରେ ଜଣେଇଛୁ ।କିନ୍ତୁ ଆଜି ଆପଣଙ୍କୁ ଯେଉଁ ପରି ଏକ ଘଟଣା ବିଷୟ ରେ ଜଣେଇବାକୁ ଯାଉଛୁ ତାହା ଜାଣିଲା ପରେ ଆପଣ ବୁଝିପାରିବେ ନାହିଁ , ବର୍ତ୍ତମାନ ସମାଜର କଣ ହେଉଛି ଏବଂ ଏହି ଲୋକମାନ କେଉଁ ସ୍ତର ଦେଇ ଗତି କରିଛନ୍ତି ବୋଲି।

ତେବେ ଏହିପରି ଘଟଣା ଟି ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଭୁଲିଯିବେ କି ବର୍ତ୍ତମାନ ଏହା ଆଧୁନିକ ତଥା ଶିକ୍ଷିତ ସମାଜ ବୋଲି।ତେବେ ବନ୍ଧୁଗଣ ଆପଣ ଦେଖୁଥିବେ କି ବେଳେ ବେଳେ ଆମ ସମାଜରେ ପିଲା ଚୋରି ପରି ଜଘନ୍ୟ ଅପରାଧ ଦେଖାଯାଏ।ଏମାନେ ଛୋଟ ଛୋଟ ପିଲା ଙ୍କୁ ନିଜର ସ୍ୱୀକାର ବନାଇଥାନ୍ତି ଆଉ ଭିନ୍ନ ଭିନ୍ନ ଉପାୟ ରେ ସେମାନ ଙ୍କୁ ନିଜ ସହ ନେଇଯାଇ କାହାକୁ ଭିକ୍ଷା ବୃତ୍ତି କରନ୍ତି ତ ଆଉ କାହାର ଅଙ୍ଗ କୁ ବିକ୍ରି କରିଦେଇଥାନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଙ୍କର ପାଦ ତଳୁ ମାଟି ଖସିଯିବ। ତେବେ ଘଟଣା ଟି ଦିଲ୍ଲୀ ର ଅଟେ, ଯେଉଁ ଠାରେ ଜଣେ ଯୁବକ ଗୋଟିଏ କୁନି ଝିଅ କୁ ଲଗେଜେ ବ୍ୟାଗ ରେ ଭର୍ତ୍ତି କରି ଚୋରି କରି ନେଇଯାଉଥିଲେ। କିନ୍ତୁ ଭାଗ୍ୟ ଭଲ କି ଏହି ସମୟରେ ଅଜଣା ବ୍ୟକ୍ତି ଙ୍କର ଲଗେଜେ କୁ ଦେଖି ଜଣେ ମହିଳା ସନ୍ଦେହ କରିଥିଲେ। ଆଉ ପାଖରେ ଥିବା କିଛି ଲୋକ ଙ୍କୁ ଡାକି ସେହି ଅଜଣା ବ୍ୟକ୍ତି ଙ୍କୁ ରୋକି ଥିଲେ।

ତେବେ ଯେତେବେଳେ ଅଜଣା ବ୍ୟକ୍ତି ଙ୍କୁ ପଚରା ଯାଇଥିଲା କି ସେ ବ୍ୟାଗ ରେ କଣ ନେଉଛନ୍ତି ବୋଲି ସେତେବେଳେ, ସେ କହୁଥିଲେ କି ବ୍ୟାଗ ରେ କପଡା ଅଛି ବୋଲି। କିନ୍ତୁ ମହିଳା ଜଣଙ୍କ କହିଥିଲେ କି କପଡା ନୁହେଁ, କାରଣ କପଡା ଏତେ ଅଧିକ ଓଜନ ହେବ ନାହିଁ। ତେବେ କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ନିଜ ବ୍ୟାଗ କାହାକୁ ଦେଉ ନଥିଲେ। ମାତ୍ର ସେଠାରେ ପହଂଚି ଥିବା ଯୁବକ ମାନେ ବ୍ୟାଗ ଟିକୁ ଜବରଦସ୍ତ ନେଇ ଖୋଲିଲେ। ମାତ୍ର ବ୍ୟାଗ ଖୋଲିବା ମାତ୍ରେ ତାହା ଭିତରେ ଯାହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ତେବେ ବ୍ୟାଗ ଭିତରେ କପଡା ନୁହେଁ ବରଂ ଗୋଟିଏ ୩ ବର୍ଷ ର କୁନି ଝିଅ ଟି କୁ ରଖାଯାଇଥିଲା। ଆଉ ସେହି ବ୍ୟକ୍ତି ଜଣଙ୍କ କୁନି ଝିଅ ଟିକୁ ଚୋରି କରି ନେଇଯାଉ ଥିଲେ। ତେବେ କିନ୍ତୁ ସେହି ମହିଳା ଙ୍କ ପାଇଁ କୁନି ଝିଅ ଟିର ଜୀବନ ବଞ୍ଚିଗଲା।ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟି କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।