Just another WordPress site

ଵାଲା କୁ ମିଳିଲା ନୂଆ ସାଇକେଲ ,ଏବେ ସେ ପ୍ରତେକ ଦିନ ଚା ବ୍ୟାପାର କରିବ । ତେବେ ପୁରା ଘଟଣା ଜାଣନ୍ତୁ ।

0 66

ମଣିଷ ଜୀବନ ରେ କେତେ ବେଳେ ଦୁଃଖ ତ ଆଉ କେତେ ବେଳେ ସୁଖ । ମଣିଷ ଜୀବନ ରେ ଏମିତି ଏକ ପରିସ୍ଥିତି ଆସି ଥାଏ ଯାହା ମଣିଷ କୁ ବହୁତ କଥା ଶିଖେଇ ଦେଇ ଥାଏ । ତେବେ ଆଜି ଆମେ ଆପଣଂକୁ ସେହି ପିଲା ବିଷୟ ରେ କହିବା ପାଇଁ ଯାଉଛୁ , ଯିଏ କଟକ ସହର ରେ ବୁଲି ବୁଲି ଚା ବେପାର କରୁଛି । ପିଲା ଟିର ବୟସ 12 ବର୍ଷ , ସକାଳ ହାଡ଼ ଭଙ୍ଗା ଶୀତ ରେ ପ୍ରତେକ ଦିନ ଘରୁ ଚା କରି ନେଇ କଟକ ସହର ରେ ବୁଲି ବୁଲି ଚା ବ୍ୟାପାର କରୁଛି ।

ଯାହା ଏବେ ବହୁତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଛୋଟ ପିଲାର ଏହି ଭଳି କାର୍ଯ୍ୟ ଦେଖି ତାକୁ ସମସ୍ତେ ପସନ୍ଦ କରୁ ଛନ୍ତି । ପରିସ୍ଥିତି ବାଧ୍ୟ କଲେ ମଣିଷ ସବୁ କାମ କରି ପାରିବ । ଠିକ ସେହି ଭଳି ଵାଲା କୁ ପରିସ୍ଥିତି ବାଧ୍ୟ କରିଛି ଚା ବ୍ୟାପାର କରିବା ପାଇଁ ।


ଯେତେ ବେଳେ ତାକୁ ପଚାରିଲେ ତମେ ଏ ଚା ବ୍ୟାପାର କଣ ପାଇଁ କରୁଛ । ଉତ୍ତର ରେ ଵାଲା କହି ଥିଲା , ମୁଁ ଚୋରି କରୁନି , ଖଟି ଖାଉଛି , ଇମାନ ଦାରି କରି ଚଳୁଛି । ମୁଁ କାହାରିକି ହାତ ପତାଉନି । ତେବେ ତାର ଏହି ଦୁଇ ତିନି ପଦ କଥା ସମସ୍ତଙ୍କ ମନରେ ବହୁତ ଖୁସି ଆଣି ଦେଇ ଥିଲା । ତେବେ ଏହି କଥା ଟି ବହୁତ ଭାଇରାଲ ହେବାରେ ଲାଗି ଥିଲା ।

ତେବେ ଏବେ ଜଣା ପଡୁଛି ଯେ ହାଇ କୋର୍ଟ ଙ୍କ ର ନିର୍ଦେଶ ଅନୁ ସାରେ ତାଙ୍କୁ ଗୋଟେ ନୂଆ ସାଇକେଲ ସାଇକେଲ ମିଳିଛି । ଆଜି କାଲିର 12 ବର୍ଷ ର ପିଲା କଣ ଜାଣେ , ହେଲେ କଟକ ର ଏ ଵାଲା ଆଜି ସମସ୍ତଂକୁ ଶିଖେଇ ଦେଇ ଗୋଲା ବ୍ୟାପାର କରିବାରେ ଲାଜ କରିବା କଥା ନୁହେଁ । ବ୍ୟାପାର ହେଉଛି ନିଜ ମାର୍ଜି ଯେତେ ବେଳେ ଆପଣ ଚାହିଁବ ସେତେ ବେଳେ କରି ପାରିବ । ଵାଲା ର ଆହୁରି ଗୋଟେ କଥା ଲୋକଙ୍କୁ ବହୁତ ପସନ୍ଦ ମୁଁ ଚରି କରୁନି ବ୍ୟାପାର କରୁଛି ।

ତେବେ ବାଲା ନିଜର ସ୍କୁଲ ଖର୍ଚ୍ଚ ସହିତ , ନିଜ ଘର ର ସବୁ ଚର୍ଚ୍ଚ ମେଣ୍ଟାଇ ଦେଉ ଥିଲା । ତେଣୁ ମଣିଷ କୁ ଯେତେ ବେଳେ ପରିସ୍ଥିତି ବାଧ୍ୟ କରିବ ନା ମଣିଷ ସେତେବେଳେ ସବୁ କିଛି କରି ଦେଵ । ଆଜି କାଲି ର ମଣିଷ ବ୍ୟାପାର କରିବା ପାଇଁ ବହୁତ ଘୃଣା କରି ଥାନ୍ତି । କିନ୍ତୁ ବ୍ୟାପାର ଗୋଟେ ଏମିତି ଜିନିଷ ଯାହା ଆପଣଂକୁ ଇମାନ୍ଦାର କଣ ଶିଖେଇ ଦିଏ । ତେଣୁ ଛୋଟ ହେଲେ ବି କଣ ହେବ । ଏହି ଛୋଟ ପିଲା ମାନଙ୍କ ପାଖରୁ ବହୁତ କିଛି ଶିଖି ବାର ରହିଛି , ତାର ଜଳନ୍ତ ଉଦାହରଣ ଵାଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।