Just another WordPress site

viral ଭିଡ଼ିଓ-ନୂଆ ବର୍ଷ ରେ କଲେଜ ଦିଦି ଏଭଳି ଟିପି ଟିପି ବର୍ଷା ପାଣିରେ ନାଚିଲେ । ପିଲା ମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ,ଆପଣ ମାନେ ନିଶ୍ଚୟ ଦେଖନ୍ତୁ .

0 109

କଲେଜ ଦିଦି ଟିପି ଟିପି ବର୍ଷା ପାଣିଲେ ସମସ୍ତ ଛାତ୍ର ସାମ୍ନା ନରେ ନାଚିଲେ । ଯାହା ଏବେ ଏହି ଡ୍ୟାନ୍ସ ଟି ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଜଣେ ଦିଦି ଏଭଳି ପିଲାଙ୍କ ସାମ୍ନା ରେ ଡ୍ୟାନ୍ସ କରିବା କେତେ ଦୂର ଯାଏଁ ଠିକ ଆପଣ ମାନେ କୁହନ୍ତୁ । ଜଣେ ଦିଦି ପିଲାଙ୍କ ସହିତ ସହିତ ଭଲ ସଂପର୍କ ରଖିବା ଉଚିତ , ତା ସହିତ ସାଙ୍ଗ ପରି ମିଶିବା ମଧ୍ୟ ନିହାତି ଆବଶ୍ୟକ । ତାହାଲେ ଯାଇ ଜଣେ ଦିଦି ସାର୍ଥକତା ହାସଲ କରି ପାରିବ ।

କିନ୍ତୁ ଏମତି ଛାତ୍ର ମାନଙ୍କ ଆଗରେ ପେଟ ଦେଖେଇ ନାଚିବା ଠିକ ନୁହେଁ । ଏମିତି ନାଚିବା ଦ୍ୱାରା ପିଲାଙ୍କ ମନରେ ଦିଦି ପ୍ରତି ଖରାପ ମନ ଭାବ ଜାଗ୍ରତ ହୋଇ ଥାଏ । ଯାହା ଫୋଳରେ ପିଲା ପାଠ ପଢିବା ବଦଳରେ , ଦିଦି କ୍ଲାସ ରୁମ କୁ ଆସିଲେ ପିଲା ମାନେ କେବଳ ଟିପି ଟିପି ଡ୍ୟାନ୍ସ କଥା ମନେ ପକାଇବେ । ତେଣୁ ଏମିତି ନାଚିବା ଦ୍ୱାରା ପିଲାଙ୍କ ପାଠ ପଢା ଲକ୍ଷ ଭ୍ରଷ୍ଟ ହେବା ସହିତ ପିଲା ମାନଙ୍କର ପାଠ ପଢା ରେ ମନ ଲାଗିବ ନାହିଁ ।

ତେବେ ଏଭଳି ଲଜ୍ୟା ଜନକ ଘଟଣା ମଧ୍ୟ ପ୍ରଦେଶ ରେ ଦେଖିବା ପାଇଁ ମିଳିଛି । ତେବେ ମଧ୍ୟ ପ୍ରଦେଶ ର ଚାନ୍ଦୁଆ ଜିଲ୍ଲା କଲେଜ ରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହା ଜନସାଧାରଣ ପାଇଁ ଗୋଟେ ଭଲ ଦୃଶ୍ୟ ହୋଇ ଥାଇ ପାରେ କିନ୍ତୁ , ସାଧାରଣ କଲେଜ ଯାଉଥିବା 16 ବର୍ଷ ର ପିଲାଙ୍କ ପାଇଁ ବହୁତ ହାନି କାରକ ଅଟେ । ତେବେ ସେହି ଜିଲ୍ଲା କଲେଜ ଦିଦି ବିଜ୍ଞାନ ପଢ଼ାନ୍ତି । କିନ୍ତୁ ନୂଆ ବର୍ଷ ରେ ତାଙ୍କର ନୂଆ ପିଲାଙ୍କୁ ନୂଆ ଭେଟି ଦେଉ ଥିଲେ , ଯାହାକୁ ଆମେ welcome କହି ଥାଉ । ତ ସେହି ଆୟୋଜନ ରେ ଦିଦି ପିଲାଙ୍କ ସହିତ ଟିପି ଟିପି ଗୀତରେ ପେଟ ଦେଖେଇ ବହୁତ ନାଚି ଥିଲେ ।


ତେବେ ଦିଦି TV ରେ ଦେଉଥିବା ବାସ୍ତବ ଡ୍ୟାନ୍ସ ଠାରୁ ମଧ୍ୟ ଭଲ ନାଚି ଥିଲେ । ଏଇ ନାଚିବା କୁ ନେଇ ସୋସିଆଲ ମିଡିଆରେ ବେସ ପ୍ରଶଂସା ପାଇ ଥିଲେ । ପଖା ପାଖି 36 ହଜାର ଲୋକ ଏହି ଭିଡିଓ କୁ ଦେଖି ଥିବା ସମୟରେ 19 ହଜାର ଲୋକ ଏଥିରେ ଲାଇକ କରି ଛନ୍ତି । କିନ୍ତୁ ଆପଣ ଡ୍ୟାନ୍ସ କରନ୍ତୁ , ଡ୍ୟାନ୍ସ ଏକ କଳା ଅଟେ ,

କିନ୍ତୁ ସେହି ଡ୍ୟାନ୍ସ ସବୁ ଜାଗା ରେ ଶୋଭା ପାଏନି । ତେଣୁ ଦିଦି ଏଥି ପାଇଁ କଲେଜ ଅଧକ୍ଷ ପାଖରୁ ଗାଳି ଶୁଣି ଥିବାର ସୂଚନା ମିଳୁଛି । ତେଣୁ ଗୁରୁ ଶିଷ୍ୟ ଏକ ପବିତ୍ର ସମ୍ପର୍କ , ଏହି ପବିତ୍ର ସମ୍ପର୍କ କୁ ସବୁ ଦିନେ ପବିତ୍ର କରି ରଖନ୍ତୁ । ଯେମିତି କେହି ଆପଣଙ୍କ ସମ୍ପର୍କ କୁ ଅପବିତ୍ର ନ କହୁ ସେଥିପାଇଁ ଧ୍ୟାନ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।