Just another WordPress site

sadhubani -ଭଗବାନ ଭୋଳା ଶଙ୍କର କରୁଣାରୁ ଏହି 5 ଟି ରାଶିର ଭାଗ୍ୟ ବଦଳି ଯିବ,ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ..

0 89

ଭଗବାନ ଭୋଳା ଶଙ୍କର ସମସ୍ତଙ୍କର ଦୁଃଖ କଷ୍ଟ ନାଶ କରିଥାନ୍ତି ।ବିପଦରେ ପଡ଼ିଥିବା ଭକ୍ତ ମାନଙ୍କୁ ଭୋଳା ଶଙ୍କର ଉଦ୍ଧାର କରିଥାନ୍ତି । ସେଥିପାଇଁ ଭଗବାନ ଭୋଳା ଶଙ୍କରଙ୍କୁ ସଙ୍କଟ ମୋଚନ ବୋଲି ମଧ୍ୟ କୁହାଯାଏ । ଭୋଳା ନାଥଙ୍କ କରୁଣା ପାଇଲେ ମଣିଷର ଜୀବନ ସାର୍ଥକ ହୋଇଯାଏ।

ଗ୍ରହ ନକ୍ଷତ୍ର ଚଳନ କାରଣରୁ କିଛି ରାଶି ମାନଙ୍କ ଉପରେ ଭଗବାନ ଭୋଳା ଶଙ୍କର କୃପା ଦୃଷ୍ଟି ରହିଛି। ଯେଉଁ ଶୁଭ ରାଶି ଉପରେ ସଙ୍କଟ ମୋଚନ ଶିବ ଶଙ୍କର କୃପା ଦୃଷ୍ଟି ରହିଛି ସେହି ରାଶି ଥିବା ବ୍ୟକ୍ତିର ଜୀବନ ସୁଖମୟ ହେବାପାଇଁ ଯାଉଛି। ଜ୍ୟୋତିଷ ଶାସ୍ତ୍ରକୁ ସଂସାରରେ ବହୁତ ଗୁରୁତ୍ବ ଦିଆ ଯାଇଛି। ସଂସାର ନିୟମ ଅନୁଯାୟୀ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ମନୁଷ୍ୟ ସହ ଏହି ୧୨ ଗୋଟି ରାଶି ଜଡ଼ିତ ହୋଇ ରହିଛି।
ଏହି ରାଶି ମନୁଷ୍ୟର ବ୍ୟବହାର,ଭବିଷ୍ୟତ ଏବଂ ବ୍ୟକ୍ତିତ୍ଵ ଦର୍ଶାଇ ଥାଏ ।ଅଲଗା ଅଲଗା ରାଶି ହେବ କାରଣରୁ ପ୍ରତ୍ୟେକ ମନୁଷ୍ୟର ବ୍ୟବହାର ଭିନ୍ନ ଭିନ୍ନ ହୋଇଥାଏ।ରାଶି ଗୁଡ଼ିକ ଉପରେ ଗ୍ରହ ମାନଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ଯଦି ରାଶି ମାନଙ୍କ ଉପରେ ଗ୍ରହମାନଙ୍କ ସୁ ପ୍ରଭାବ ରହିଥାଏ ତେବେ ସେହି ସବୁ ରାଶି ଥିବା ବ୍ୟକ୍ତିର ଜୀବନ ଆନନ୍ଦିତ ହୋଇଥାଏ।କିନ୍ତୁ ଗ୍ରହର ଅଶୁଭ ଫଳ ଜୀବନକୁ ବିଷାଦମୟ କରିଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ଚଳନରେ ଏପରି କିଛି ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ଫଳରେ ଏହି ୫ଟି ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିଯିବ। ପ୍ରଭୁ ଭୋଳ ଶଙ୍କରଙ୍କ କୃପା ଦୃଷ୍ଟି ସଦାସର୍ବଦା ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ରହିବା।ତେବେ ସେହିସବୁ ରାଶି ମାନେ ହେଲେ:-

୧.ମେଷ ରାଶି:-
ଏହି ରାଶି ଥିବା ବ୍ୟକ୍ତିର ଜୀବନ ଆନନ୍ଦିତ ହୋଇଯିବ। ଲମ୍ବା ସମୟ ଧରି ଯେଁଉ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ସୁଧୁରି ଯିବ। ନୂଆ ନୂଆ ଲୋକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ।ଯାହାକି ଠିକ୍ ଦିଗ ନିର୍ଣ୍ଣୟ ନିମନ୍ତେ ସାହାଯ୍ୟ କରିବ।

୨. ସିଂହ ରାଶି:-

ସିଂହ ରାଶି ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ମଧ୍ୟ ବଦଳିଯିବା। ଭଗବାନ ଭୋଳା ଶଙ୍କର କୃପା ଦୃଷ୍ଟି ସଦାସର୍ବଦା ରହିବ। ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଉନ୍ନତି ଘଟିପାରେ। ବ୍ୟବସାୟୀ ମାନେ ଲାଭବାନ ହେବେ।

୩.କନ୍ୟା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନଙ୍କର ଧନପ୍ରାପ୍ତର ଯୋଗ ରହିଅଛି। ବହୁତ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଅନଟନ ଦୂର ହୋଇଯିବ। ସମସ୍ତ ପ୍ରକାର ସହଯୋଗ ମିଳିବ । ନୂତନ ବନ୍ଧୁ ସୃଷ୍ଟି ହେବ ।

୪.ତୁଳା ରାଶି:-

ତୁଳା ରାଶି ଥିବା ବ୍ୟକ୍ତିର ଜୀବନରେ ଧନ ର ଅଭାବ ଦୂର ହେବାକୁ ଯାଉଛି। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ। ଭଗବାନ ଭୋଳା ଶଙ୍କରଙ୍କ କରୁଣା ପାଇ ନିଜକୁ ଭାଗ୍ୟବାନ ମନେ କରିବେ।

୫.କୁମ୍ଭ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଭୋଳା ଶଙ୍କରଙ୍କ କୃପାଦୃଷ୍ଟି ରହିବ। ଚାକିରୀ ଆଶାୟୀ ପ୍ରାର୍ଥୀମାନେ ସଫଳତା ପାଇବେ। ବ୍ୟବସାୟୀ ମାନେ ଚାରିଗୁଣା ଲାଭବାନ ହେବେ।

।। ଓଁ ନମଃ ଶିବାୟ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।