Just another WordPress site

ଭିଡ଼ିଓ viral -ପୁଣି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବ୍ରାଜିଲ ରେ ଏକ ହ୍ରଦ ରୁ ଅଳ୍ପ କେ ବର୍ତିଲେ ପର୍ଯ୍ୟଟକ । ଦେଖନ୍ତୁ ପୁରା ଘଟଣା ଟି କଣ ..

0 68

ଆଜି ଆମେ ଆପଣଂକୁ ଏମିତି ଏକ ଘଟଣା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଘଟଣା ଟି ଦେଖିବା ପାଇଁ ମିଳିଛି ବ୍ରାଜିଲ ର ସୋତା ହ୍ରଦ ରେ ଦେଖିବା ପାଇଁ ମିଳିଛି । ତେବେ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ନୂଆ ବର୍ଷ ରେ ଲୋକେ ପିକନିକ କରିବା ଯାଇ ଥିଲେ । କିନ୍ତୁ ପିକ ନିକ କରିବା ପାଇଁ ଯାଇ ବ୍ରାଜିଲ ହ୍ରଦ ରେ ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ଲୋକ ମାନେ ପିକନିକ କରିବା ପାଇଁ ଯାଇ ଥିଲେ , ସେମାନଙ୍କ ଘର ବ୍ରାଜିଲ ର ସ୍କିଙ୍ଗ ଟନ ରେ ଅବସ୍ତିତ । ତେବେ ସେମାନେ ଗୋଟେ ହ୍ରଦ କୁ ବୁଲିବା ପାଇଁ ବଟ ରେ ଯାଇ ଥିଲେ , କିନ୍ତୁ ସେଠାରେ ଯାହା ଘଟି ଥିଲା , ତାହା ଆପଣ ଜାଣିବା ପରେ ଆପଣ କେବେ ହ୍ରଦ ବୁଲିବା ପାଇଁ ଯିବେ ନାହିଁ , ତେବେ ଆସନ୍ତୁ ଜାଣିବା ସେହି ହ୍ରଦ ରେ କଣ ହୋଇ ଥିଲା ।

ତେବେ ବୋଟ ରେ ବସି ଥିଲେ 5 ଜଣ ଲୋକ , ଯାହା ସେମାନେ ବୋଟ ରେ ବସି ଥିବା ସମୟରେ ବହୁତ ଖୁସି ଥିଲେ । ଆଉ ଅଳ୍ପ ବାଟ ଯାଇ ଥିଲେ ସେମାନେ ତାଙ୍କ ଲକ୍ଷ ସ୍ଥଳୀ ପହଂଚି ଯାଇ ଥାନ୍ତେ
କିନ୍ତୁ ବୋଟ ରେ ଯାଉ ଥିବା ସମୟରେ ହଟାତ ଭୁସ୍ଖଳନ ହୋଇ ଥିଲା । ଆଉ ତା ପରେ ବଡ଼ ବଡ଼ ପଥର ଖଣ୍ଡ ଆସି ପାଣି ରେ ପଡି ଥିଲା । ଆଉ ତା ପରେ ପାଣି ଦହଲି ବାକୁ ଲାଗି ଥିଲା । ଏହା ଦେଖି ସେମାନେ ପୁରା ଭୟଭୀତ ହୋଇ ଯାଇ ଥିଲେ । ଆଉ ତା ପରେ ସେମାନେ ବୋଟ ଟିକୁ ଶୀଘ୍ର ଚଳାଇ ବାକୁ କହି ଥିଲେ । କିନ୍ତୁ ଏମିତି 5 ମିନିଟ ହୋଇ ଥିଲା ଭୁସ୍ଖଳନ ଯାହା ଫୋଳରେ ସେମାନେ ପାଣିର ଯେଉଁ ସ୍ଥାନ କୁ ଯାଉ ଥିଲେ ସେହି ସ୍ଥାନ ରେ ପଥର ଖସି ବାରେ ଲାଗି ଥିଲା ।

ପାଣି ମଧ୍ୟ ଖୁପ ଜୋର କ୍ଷିପ୍ର ବେଗରେ ମାଡି ଆସୁ ଥିଲା , ତା ସହିତ ପାଣି ମଧ୍ୟ ଦହଲି ବାରେ ଲାଗି ଥିଲା । ତେବେ ସେମାନେ ପୁରା ଭୟଭୀତ ହୋଇ ଯାଇ ଥିଲେ । ଆଉ ଭଗବାନଙ୍କୁ ଡାକି ବାରେ ଲାଗି ଥିଲେ । କିଛି ସମୟ ଯିବା ପରେ ଭୁସ୍ଖଳନ ବନ୍ଦ ହୋଇ ଯାଇ ଥିଲା । ଆଉ ସେମାନେ ଅଳ୍ପ କେ ବର୍ତ୍ତି ଯାଇ ଥିଲେ ।

ଯାହା ଏବେ ସୋସିଆଲ ମିଡିଆରେ ବେସ ଚର୍ଚା ରେ ରହିଛି ଏହି ଘଟଣା । ତେଣୁ ଆପଣ ମାନେ ସବୁ ସମୟରେ ଭଗବାନ ଙ୍କୁ ଡାକନ୍ତୁ । କେବଳ ଯେ ବିପଦ ପଡିଲେ ଡାକିବେ ତାହା ନୁହେଁ । ତେଣୁ ଭଗବାନ ସେମାନଙ୍କୁ ସାହା ହେଲେ ଯାହା ଫୋଳରେ ସେମାନେ ସମସ୍ତେ ଘରକୁ ଫେରିଲେ । ପୁଣି ସେମାନେ ହସିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।