Just another WordPress site

viral video – ସିସି ଟିଭି ରେ ରେକର୍ଡ ହେଲା ,ବସ ରେ ଯିବା ସମୟରେ , ସ୍କୁଲ ଝିଅ ପ୍ରତି ଖରାପ ବ୍ୟବହାର , ତା ପରେ ଝିଅ ଯାହା କଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

0 179

ଦୁଇ ଜଣ ଛାତ୍ରୀ ବସ ରେ ଯାଉ ଥିବା ସମୟ ରେ ଏମିତି କିଛି ଘଟଣା ଦେଖିବା ପାଇଁ ମିଳି ଥିଲା ଆପଣ ମାନେ କେବେ ହେଲେ ବିଶ୍ୱାସ କରି ପାରିବେ ନାହିଁ । ତେବେ ଏହି ଦୃଶ୍ୟ ରେ ଦେଖିବା ପାଇଁ ମିଳି ଥିଲା ବସ ରେ ବହୁତ ଲୋକ ବସି ଥିଲେ । ଆଉ ସେହି ଭିତରୁ ଦୁଇଟି ସ୍କୁଲ ଝିଅ ମଧ୍ୟ ଥିଲେ । ଆଉ ସେହି ସ୍କୁଲ ଝିଅ ଦୁଇଟି ଠିଆ ହୋଇ ଥିଲେ । ଠିଆ ହୋଇ ଥିବା ସମୟରେ ସେମାନେ ହାତ ଟିକୁ ସିଟ ର ପଛ ପଟେ ଧରି ଠିଆ ହୋଇ ଥିଲେ ।

ଯାହା ଫୋଳରେ ଯେଉଁ ଯୁବକ ଟି ସେହି ସିଟ ରେ ବସି ଥିଲା ଟିକିଏ ନାରୀ ସ୍ପର୍ଶ ପାଇବା ପାଇଁ ସେ ତାର ଦେହ ଟିକୁ ଖାଲି ଉଠାଉ ଥିଲା ପକାଉ ଥିଲା । ଯେତେ ବେଳେ ସେହି ସ୍କୁଲ ଝିଅ ଟିର ହାତ ପୁରୁଷ ଲୋକ ଦେହରେ ବାଜୁ ଥିଲା , ଝିଅ ଟି ହାତ ଉଠାଇ ଦେଉ ଥିଲା । ତା ପରେ ଯାହା ହେଉ ଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ସେ ଝିଅ ଟି ବହୁତ ଲାଜ କରୁ ଥିଲା । କାରଣ ପୁରୁଷ ଦେହରେ ତାର ହାତ ବାଜୁଛି ବୋଲି । କିନ୍ତୁ କିଛି ସମୟ ଯିବା ପରେ ପୁଣି ଥରେ ଝିଅ ଟି ହାତ ରଖି ଥିଲା , ଠିକ ସେହି ଭଳି ଯୁବକ ଟି ତା ହାତରେ ଦେହ ବଜେଇ ଥିଲା , ଯାହା ଫୋଳରେ ଝିଅ ଟି ରାଗି ଯାଇ ଥିଲା , ଆଉ ତା ପରେ ସେ ତାର ବ୍ୟାଗ ରୁ କମ୍ପାସ ଖୋଲି ଥିଲା , ତା ପରେ ସେ ଯେଉଁ ଯାଗା ରେ ହାତ ରଖୁ ଥିଲା ।

ଠିକ ସେହି ଜାଗା ରେ କମ୍ପାସ ଟିକୁ ମଧ୍ୟ ରଖି ଦେଇ ଥିଲା । ତେବେ ଯୁବକ ଟି ମଧ୍ୟ ଠିକି ସେହି ଭଳି ଝିଅ ଦେହରେ ବଜେଇବା ପାଇଁ ଚେଷ୍ଟା କରି ଥିଲା । ଚେଷ୍ଟା ମଧ୍ୟ କରି ଥିଲା କିନ୍ତୁ ଶେଷରେ ଯୁବକ ଦେହରେ ଯାଇ ଫୋଡି ଥିଲା କମ୍ପାସ ର ମୁନ । ତେବେ ତେବେ କିଛି ସମୟ ପରେ ଆଉ ସେମିତି ବ୍ୟବହାର ଦେଖେଇ ନ ଥିଲା । ତେଣୁ ଯେ ପର୍ଯ୍ୟନ୍ତ ଜଣେ ନାରୀ ଟୋକା କୁ ଇସାରା ଦେଇ ନାହିଁ , ସେ ପର୍ଯ୍ୟନ୍ତ ଜଣେ ପୁରୁଷ ତାର କିଛି କ୍ଷତି କରି ପାରିବ ନାହିଁ । କିନ୍ତୁ ଯେଉଁ ମାନେ ନାରୀ ମାନକୁ ରେପ କରୁ ଛନ୍ତି ।

ସେହି ପୁରୁଷ ମାନେ ପୁରୁଷ ନୁହନ୍ତି , ସେମାନେ ହେଲେ ରାକ୍ଷସ ଓ ଏ ସମାଜ ପାଇଁ ସେମାନେ ଗୋଟେ କଳଙ୍କ । ନାରୀ ମାନଙ୍କ ର ମଧ୍ୟ ବହୁତ ଭୁଲ ରହୁଛି । ସେମାନେ ଏମିତି ଡ୍ରେସ ପିନ୍ଧୁ ଛନ୍ତି ଯାହା ଫୋଳରେ ପୁରୁଷ ମାନେ ଆକୃଷ୍ଟ ହୋଇ , ମଣିଷ ରୁ ରାକ୍ଷସ ପାଲଟି ଯାଉ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।