Just another WordPress site

ଝିଅ ପଇସା ପେଟିଏମ ରେ ପଇସା ପାଠଉଛି,କିନ୍ତୁ ପଇସା ଅସୁନି,ହଁ ଆଜ୍ଞା ଆପଣ ମାନେ ଯଦି ଏମିତି ଶିକାର ହେଉଛନ୍ତି । ତାହାଲେ ଆପଣ ମାନେ ଏହି ଭିଡିଓ ଟିକୁ ନିଶ୍ଚୟ ଦେଖନ୍ତୁ ।

0 102

ଆଜି କାଲି ର ଦୁନିଆ ଯେତେ ଆଗକୁ ଯାଉଛି , ପରିବେଶ ସେତେ ନଷ୍ଟ ହେଉଛି । ଆଗ କାଳରେ ଲୋକ ମାନେ ଗୋଟେ କାମ କୁ ବହୁତ ସମୟ ଧରି କରୁ ଥିଲେ , କିନ୍ତୁ ଏବେ ବହୁତ ଜଲ୍ଦି ହେଇ ଯାଉଛି । ଆଗ କାଳ ରେ ଲୋକେ ବ୍ୟାଙ୍କ ଯାଉ ଥିଲେ ବ୍ୟାଙ୍କ ରେ ପଇସା ରଖୁ ଥିଲେ , କିନ୍ତୁ ପଇସା ଉଠାଇବା ପାଇଁ ଯାଉ ଥିଲେ ସେହି ବ୍ୟାଙ୍କ କୁ , ତେବେ ଏତିକି କାମ କରିବା ପାଇଁ ତାକୁ ବହୁତ ସମୟ ଲାଗୁ ଥିଲା , କିନ୍ତୁ ଏବେ ଯେଉଁ ଭଳି ହେଲାଣି ଆପଣ ଘରେ ଥାଏ ସବୁ କିଛି କରି ପାରିବେ ।

ସେଥି ପାଇଁ ଏହାକୁ ଅନଲାଇନ ଯୁଗ ବୋଲି କୁହାଯାଏ । ଆଗ କାଳରେ ଆପଣ ହାତ ରେ ପଇସା ନେଇକି ଗଲେ ଯାଇ , ଜିନିଷ ପାଉ ଥିଲେ । କିନ୍ତୁ ଏବେ ଏମିତି ସିଷ୍ଟମ ହେଲାଣି ଆପଣ ଘରେ ଥିବେ , କିନ୍ତୁ ଜିନିଷ ଆସି ଆପଣଙ୍କ ଘରେ ପହଂଚି ଯିବ । ତେବେ ଏତେ କଥା କହିବା ମାନେ , ଆପଣ ଯଦି ଅନଲାଇନ ବ୍ୟାପାର କରୁ ଛନ୍ତି ତେବେ ଏହି ଘଟଣା ଟିକୁ ଶୁଣନ୍ତୁ ।

ଘଟଣା ଟି ଦେଖିବା ପାଇଁ ମିଳୁଛି ଆନ୍ଧ୍ରପ୍ରଦେଶ ରେ । ଯେଉଁ ଠାରେ ଜଣେ ଦୋକାନୀ ଷ୍ଟେସନାରୀ ସାମଗ୍ରୀ ରଖି ବ୍ୟାପାର କରେ । ଜଣେ ଝିଅ ପ୍ରଥମ ଦିନ ଆସି 1500 ଟଙ୍କା ର ଜିନିଷ ନେଲା , ଆଉ ତା ପରେ ପେଟିଏମ ମଧ୍ୟ କଲା , ଆଉ ସକ୍ସେସଫୁଲ ମଧ୍ୟ ଦେଖେଇଲା । କିନ୍ତୁ ଦୋକାନୀ ପାଖକୁ ପଇସା ଗୋଲା ନାହିଁ । ଏମିତି ପୁଣି ଥରେ ଆସିଲା ଆଉ 7 ସହ ଟଙ୍କା ର ସାମଗ୍ରୀ ନେଲା । ପଇସା ମଧ୍ୟ ପେଟିଏମ ରେ ଦେଲା କିନ୍ତୁ , ପଇସା ଗୋଲା ନାହିଁ । ତେବେ ଦୋକାନୀ କହିଲା ସମସ୍ତେ ପଇସା ପଠାଉ ଛନ୍ତି ମୋ ପାଖକୁ ଆସୁଚି , କିନ୍ତୁ ଏ ଝିଅ ପଇସା ପଠେଇବେ ବେଳକୁ ଅସୁନି କାହିଁକି । ତେବେ ସେ ଗୋଟେ ଭଲ ଜଣା ଶୁଣା ଲୋକଙ୍କୁ ପଚାରିଲା ।


ପଚାରିବାରୁ ଲୋକଟି କହିଲା ସେ ଝିଅ ଯେଉଁ ଦିନ ଆପଣଙ୍କ ଦୋକାନ କୁ ଆସିବ , ମୋତେ ଆପଣ ଫୋନ କରିବେ । ତେବେ ଝିଅ ଟି ପୁଣି ଥରେ ଆସିଲା । ପୁଣି ସେମିତି ପଇସା ଗୋଲା ନାହିଁ । କିନ୍ତୁ ସେ ଦିନ ଝିଅ ଟି ଧାରା ପଡି ଯାଇ ଥିଲା । ସତରେ ସେ ପଠାଉ ଥିବା ପଇସା ଆସୁ ନ ଥିଲା , କାରଣ ସେ ଏମିତି ଗୋଟେ ଆପ ବ୍ୟବହାର କରୁ ଥିଲା ଯେ ଆପଣଂକୁ ଦେଖେଇବ ପଇସା ଯାଇଛି ବୋଲି କିନ୍ତୁ ପଇସା ଆସି ନ ଥିବ ।

ତା ପରେ ଝିଅ ଟି ସବୁ କଥା ମାନି ଥିଲା , ଆଉ ସବୁ ପଇସା ମଧ୍ୟ ଦେଇ ଥିଲା । ତେଣୁ ଆପଣ ମାନେ ଯଦି ଅନଲାଇନ ବ୍ୟାପାର କରୁ ଛନ୍ତି ତାହାଲେ ସାବଧାନ ହୋଇ ଯାଆନ୍ତୁ , ନହେଲେ ଆପଣ ମଧ୍ୟ ଏମିତି ଠକ, ବଦମାସ ହାବୁଡ଼ରେ ପଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।